ବିରାଟ ତୁମେ ଗ୍ରାଉଣ୍ଡ ବାହାରେ ବି ଅନେକ ଚ୍ୟାଲେଞ୍ଜର ସାମ୍ନା କରିଛ: ଅନୁଷ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ବିରାଟ କୋହଲି ଟେଷ୍ଟ ଅଧିନାୟକ ପଦ ଛାଡ଼ି ସମଗ୍ର କ୍ରିକେଟ ଜଗତକୁ ସ୍ତବ୍ଧ କରିଦେଇଛନ୍ତି। ହଠାତ୍ ତାଙ୍କର ଏହି ନିଷ୍ପତ୍ତି ତାଙ୍କ ପ୍ରଶଂସକଙ୍କଠାରୁ ସାଥୀ ଖେଳାଳି ସମସ୍ତଙ୍କୁ ଚକିତ କରିଛି। ବିରାଟ ଟେଷ୍ଟ...

ସୁକନାଇ ପ୍ରିମିୟର ଲିଗ୍‌ – ଜଗତସିଂହପୁରକୁ ୩୫ ରନ୍‌ରେ ହରାଇ ଟ୍ରଫି ହାତେଇଲା ସମ୍ବଲପୁର

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ନିଶ୍ଚିନ୍ତକୋଇଲିର ୟଙ୍ଗ୍ ଷ୍ଟାର୍ ସୁକନାଇ କ୍ଲବ୍ ଦ୍ଵାରା ଆୟୋଜିତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ 'ସୁକାନାଇ ପ୍ରିମିୟର ଲିଗ୍'ରେ ବାଜି ମାରିଛି ଏମ.ଏମ.ସି.ସି ସମ୍ବଲପୁର। ପକୱାନ ଜଗତସିଂହପୁରକୁ ୩୫ ରନ୍‌ରେ ହରାଇ ଏମ.ଏମ.ସି.ସି...

ସୁନ୍ଦରଗଡ଼ଠାରେ ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଓ ମହିଳା ହକି ଟୁର୍ନାମେଣ୍ଟ ଉଦ୍‌ଘାଟିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଗ୍ରାମାଞ୍ଚଳରୁ ହକି ପ୍ରତିଭା ଅନ୍ୱେଷଣ ଲକ୍ଷ୍ୟ ପୁରୁଷ ଓ ମହିଳା ବର୍ଗରେ ୮ ଦଳ ସାମିଲ୍‌ ହକିର ଅନ୍ତୁଡିଶାଳ ଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲାର ଗ୍ରାମାଞ୍ଚଳରେ ଅନେକ କ୍ରୀଡ଼ା ପ୍ରତିଭା ଲୁଚି...

୨୦୨୨ ଜୁଲାଇ ସୁଦ୍ଧା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ: କ୍ରୀଡ଼ା...

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ବିର୍ସା ମୁଣ୍ଡା ଫୁଟବଲ ଷ୍ଟାଡିୟମ ଏବଂ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି ଇଲେକ୍ଟ୍ରୋନିକ୍ ଏବଂ ସୂଚନା...

ପ୍ରଥମ ଓଡ଼ିଆ କ୍ରୀଡ଼ାବିତ୍ ଭାବେ ପ୍ରମୋଦ ଭଗତ ପାଇବେ ‘ଖେଳରତ୍ନ’ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଆ ପାରା ଅଲିମ୍ପିଆନ୍ ପ୍ରମୋଦ ଭଗତ ପାଇବେ ‘ଖେଳରତ୍ନ’ ପୁରସ୍କାର। ପ୍ରଥମ ଓଡ଼ିଆଭାବେ ସେ ଦେଶର ଏହି ସର୍ବୋଚ୍ଚ କ୍ରୀଡ଼ା ସମ୍ମାନରେ ସମ୍ମାନୀତ ହେବେ। ପ୍ରମୋଦଙ୍କ ସମେତ ମୋଟ ୧୨ ଜଣ...

ଆଇପିଏଲ୍‌ରେ ସାମିଲ୍ ହେଲା ଅହମ୍ମଦାବାଦ୍ ଓ ଲକ୍ଷ୍ମୌ, ମଉଳିଲା କଟକର ଆଶା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ କ୍ରିକେଟର ସବୁଠାରୁ ଲୋକପ୍ରିୟ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍‌କୁ ମିଳିଲା ଆଉ ଦୁଇଟି ଟିମ୍। ଏଥର ଆଇପିଏଲ୍‌ରେ ୧୦ଟି ଟିମ୍ ଖେଳିବେ। ଏହି ଦୁଇଟି ହେଲା ଟିମ୍ ଗୁଜୁରାଟର ଅହମ୍ମଦାବାଦ୍ ଏବଂ ଉତ୍ତର...

୨୯ ବର୍ଷ ପରେ ବିଶ୍ଵକପ୍‌ ମ୍ୟାଚ୍‌ରେ ଭାରତକୁ ହରାଇଲା ପାକିସ୍ତାନ   

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି ବିଶ୍ଵକପ୍ ଇତିହାସରେ ପାକିସ୍ତାନ କ୍ରିକେଟ ଦଳ ଏହାର ଐତିହାସିକ ବିଜୟ ହାସଲ କରିଛି। ଚଳିତ ଆଇସିସି ଟି-୨୦ ବିଶ୍ଵକପ୍‌ରେ ଭାରତକୁ ହରାଇ ଦୀର୍ଘ ୨୯ ବର୍ଷ ପରେ ଏହି ସଫଳତା...

ଓଡ଼ିଆ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ସଫଳ ହକି ଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ୍‌ ପଦକ ଜିତି ଦେଶ ଓ ରାଜ୍ୟକୁ ଗର୍ବିତ କରାଇଥିବା ଓଡ଼ିଆ ହକି ତାରକା ବୀରେନ୍ଦ୍ର ଲାକ୍ରା ହକିରୁ ଅବସର ନେଇଛନ୍ତି। ଏହି ତାରକାଙ୍କ ହକି ଯାତ୍ରା ସମ୍ପର୍କରେ...

ହକିରୁ ଅବସର ନେଲେ ଦୁଇ ତାରକା ବୀରେନ୍ଦ୍ର ଲାକ୍ରା ଓ ରୂପିନ୍ଦର ପାଲ ସିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ହକିରୁ ଅବସର ଘୋଷଣା କରିଛନ୍ତି ଦୁଇ ହକି ତାରକା ବୀରେନ୍ଦ୍ର ଲାକ୍ରା ଏବଂ ରୂପିନ୍ଦର ପାଲ ସିଂ। ଏନେଇ ହକି ଇଣ୍ଡିଆ ତରଫରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏହି...

ଭାରତୀୟ ମହିଳା ଫୁଟବଲ୍ ଦଳରେ ଦୁଇ ଓଡ଼ିଆ ଖେଳାଳି ପ୍ୟାରୀ ଓ ମନୀଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଏସିଆ କପ୍ ୨୦୨୨ ପାଇଁ ଭାରତୀୟ ମହିଳା ଦଳର ନାମ ଘୋଷଣା ହୋଇଯାଇଛି। ଏହି ଦଳରେ ସମୁଦାୟ ୨୩ ଜଣ ଖେଳାଳି ସ୍ଥାନ ପାଇଥିବାବେଳେ ସେଥିରେ ଦୁଇ ଓଡ଼ିଆ ଖେଳାଳି ପ୍ୟାରୀ...