‘ଷ୍ଟାର୍ଟଅପ୍ ଷ୍ଟୋରି’ – ଜାଣନ୍ତୁ ଯୁବ ଓଡ଼ିଆ ଉଦ୍ୟୋଗୀ ଆଶିଷ ମହାପାତ୍ରଙ୍କ ସଫଳତାର କାହାଣୀ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=Z5u89fn4eJQ
ଓଡ଼ିଶାଲାଇଭ୍ ପ୍ରସ୍ତୁତ ‘ଷ୍ଟାର୍ଟଅପ୍ ଷ୍ଟୋରି’ ଭିଡିଓ ସିରିଜରେ ଯୁବ ଓଡ଼ିଆ ଉଦ୍ୟୋଗୀ ତଥା ‘ଅଫ୍ବିଜିନେସ୍’ର ସହପ୍ରତିଷ୍ଠାତା ଓ ସିଇଓ ଆଶିଷ ମହାପାତ୍ରଙ୍କ ସହ ସୁବ୍ରତ ବାଗ୍ଚୀଙ୍କ ବାର୍ତ୍ତାଳାପ ଆସନ୍ତୁ ଦେଖିବା।
‘ଓଡ଼ିଶାଲାଇଭ୍’ର ଓ୍ୱେବ ସିରିଜ୍...
ଇତିହାସ ରଚିଲା ‘ବ୍ଲୁ ଘୋଷ୍ଟ’: ପ୍ରଥମ ଘରୋଇ ମହାକାଶ ଯାନ ଭାବେ ଚନ୍ଦ୍ରରେ ଅବତରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକାର ଘରୋଇ ମହାକାଶ କମ୍ପାନି ଫାୟାରଫ୍ଲାଏ ଏରୋସ୍ପେସର 'ବ୍ଲୁ ଘୋଷ୍ଟ' ମିଶନ ଐତିହାସିକ ସଫଳତା ହାସଲ କରିଛି। ରବିବାର ଏହି ମିଶନରେ ଯାଇଥିବା ମହାକାଶ ଯାନ ସଫଳତାର ସହ ଚନ୍ଦ୍ର ପୃଷ୍ଠରେ...
ଓଡ଼ିଶାରେ ଏପ୍ରିଲ ମାସରୁ ପାର୍ଟ ପ୍ଲଟ ପଞ୍ଜୀକରଣ – ରାଜସ୍ୱ ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଏପ୍ରିଲ ମାସରୁ ଆରମ୍ଭ ହେବ ପାର୍ଟ ପ୍ଲଟ ପଞ୍ଜୀକରଣ। ଏନେଇ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇ ରାଜସ୍ୱ ବିଭାଗକୁ ଦିଆଯାଇଛି।...
ନବ ଦାସ ହତ୍ୟା ମମଲା: ଆଜି କ୍ରାଇମବ୍ରାଞ୍ଚରେ ହାଜର ହେଲେନି ଦୀପାଳି ଦାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାରେ ପୁଣି ଖୋଳତାଡ଼ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ଏହି ମାମଲାକୁ ନେଇ ସ୍ଵର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ଓ ପୁଅ ବିଶାଳ...
‘ଓଡ଼ିଆ ବିଭବ’ ଡିଜିଟାଲ ପାଠାଗାରରେ ୧୫ ହଜାର ବହି ସଂରକ୍ଷିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିର ସମୟରେ ଡିଜିଟାଇଜେସନ ଆଡ଼କୁ ଅଗ୍ରସର ହେଉଛି ଭାରତ। ଗୋଟିଏ କ୍ଲିକ୍ରେ ଦୁନିଆ ଯାକର ଖବର ମିଳିଯାଉଛି। ଏଭଳି ସମୟରେ ‘ଓଡ଼ିଆ ବିଭବ’ ୱେବ୍ସାଇଟ୍ ଡିଜିଟାଲ ପାଠାଗାର ଏକ ନୂଆ ସାଧନ...
ସୁସ୍ଥ ରହିବା ପାଇଁ କେଉଁ ଖାଦ୍ୟ ଖାଇବା ଆବଶ୍ୟକ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=suyacv6W_as&t=184s
ବର୍ତ୍ତମାନ ସମୟରେ ମଣିଷ ଏକ ବ୍ୟସ୍ତବହୁଳ ଜୀବନ ଦେଇ ଗତି କରୁଛି। ଭୋକ ଲାଗିଲା ମାତ୍ରେ ପୋଷଣଯୁକ୍ତ ଖାଦ୍ୟ ପରିବର୍ତ୍ତେ ବାହାର ତେଲ ମସଲା ଯୁକ୍ତ ଖାଦ୍ୟ ଖାଉଛନ୍ତି। ଫଳରେ...
୯୭ତମ ଓସ୍କାର ଆୱାର୍ଡ: ଶ୍ରେଷ୍ଠ ଚଳଚ୍ଚିତ୍ର ସହ ୫ଟି ବର୍ଗରେ ପୁରସ୍କୃତ ହେଲା ହଲିଉଡ୍ ଫିଲ୍ମ ‘ଆନୋରା’
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକାରେ ୯୭ତମ ଓସ୍କାର ଆୱାର୍ଡ ସମାରୋହ ଅନୁଷ୍ଠିତ ହୋଇଛି। ଏଥିରେ ହଲିଉଡ୍ ଫିଲ୍ମ ‘ଆନୋରା’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହାସହ ଉକ୍ତ ଫିଲ୍ମର ଅଭିନେତ୍ରୀ ମିକି ମ୍ୟାଡିସନ୍ ଶ୍ରେଷ୍ଠ ଅଭିନେତ୍ରୀ ଭାବେ...
ଭୁବନେଶ୍ୱରରେ ‘ଓଡ଼ିଶା ଅପରେଟିଭ୍ ଆର୍ଥ୍ରୋସ୍କୋପି କୋର୍ସ ୨୦୨୫’ର ଶୁଭାରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରରେ ‘ଓଡ଼ିଶା ଅପରେଟିଭ୍ ଆର୍ଥ୍ରୋସ୍କୋପି କୋର୍ସ ୨୦୨୫’ର (ଓଓଏସି) ଶୁଭାରମ୍ଭ ହୋଇଛି। ଓଡ଼ିଶା ଆର୍ଥ୍ରୋସ୍କୋପି ସୋସାଇଟି ଏବଂ କଳିଙ୍ଗ ହସ୍ପିଟାଲର ମିଳିତ ଆନୁକୁଲ୍ୟରେ ଏହାର ଆୟୋଜନ କରାଯାଉଛି। ରବିବାର ଉପମୁଖ୍ୟମନ୍ତ୍ରୀ କନକ...
ଓଡ଼ିଶାରେ ବଢ଼ି ଚାଲିଛି ତାତି: ୩୭ ଡିଗ୍ରୀ ଉପରେ ୧୦ ସହର
ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ଓଡ଼ିଶାରେ ଏବେ ଉପରମୁହାଁ ହେବାରେ ଲାଗିଛି ପରାଦ। ଧୀରେ ଧୀରେ ତାତି ବଢ଼ିବାରେ ଲାଗିଛି। ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଛି। ରବିବାର ୧୦ ସହରର ତାପମାତ୍ରା...
ଆଇସିସି ଚାମ୍ପିୟନ୍ସ ଟ୍ରଫି: ଶେଷ ଲିଗ୍ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇଲା ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ବଡ଼ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଏହି ଶେଷ ଲିଗ୍ ମ୍ୟାଚକୁ ଭାରତ ୪୪ ରନରେ...




















