ବ୍ୟାଙ୍କ ମିଶ୍ରଣକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ, ୧୦ ବ୍ୟାଙ୍କ ମିଶି ହେବ ୪ ବ୍ୟାଙ୍କ୍

ଓଡ଼ିଶାଲାଇଭ୍ ବ୍ୟୁରୋ ୧୦ଟି ବ୍ୟାଙ୍କକୁ ମିଶ୍ରଣ କରି ଏହାକୁ ମୋଟ୍ ୪ଟି ବ୍ୟାଙ୍କରେ ପରିଣତ କରିବା ନେଇ ମୋଦୀ ସରକାର ଯେଉଁ ଘୋଷଣା କରିଥିଲେ, ତା’କୁ ବୁଧବାର କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଫଳରେ ଏପ୍ରିଲ...

ହୋଲିକୁ କୋରୋନା ଭୟ, ଫିକା ପଡ଼ିପାରେ ରଙ୍ଗ ବଜାର

ଓଡ଼ିଶାଲାଇଭ ବ୍ୟୁରୋ ହୋଲି ପର୍ବକୁ ଆଉ ସପ୍ତାହେରୁ କମ୍ ସମୟ ବାକି ରହିଲା। ହୋଲିକୁ ନେଇ ଲୋକେ ଉତ୍ସାହିତ ରହିଥିବା ବେଳେ ଏବେ କୋରୋନା ଭାଇରସ ଚିନ୍ତା ବଢ଼ାଇଛି। ହୋଲିରେ ଚାଇନା ରଙ୍ଗକୁ ନେଇ...

ଝଡ଼ ତୋଫାନ ନେଇ ୧୭ ଜିଲ୍ଲାକୁ ସତର୍କ ସୂଚନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ୧୭ ଜିଲ୍ଲାରେ ଝଡ଼ ତୋଫାନ, ବର୍ଷା ଓ ବଜ୍ରପାତ ସମ୍ଭାବନା। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଆଜି ରାତି ୧୦ଟା ଯାଏଁ ସତର୍କ ରହିବା...

ମାର୍ଚ୍ଚ ୫ ଓ ୬ ତାରିଖରେ ଭୁବନେଶ୍ୱରରେ ହେବ ପାୱାର କଟ୍ – ଜାଣନ୍ତୁ, କେଉଁ ଅଞ୍ଚଳରେ କଟିବ...

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରେ ଆସନ୍ତା ମାର୍ଚ୍ଚ ୫ ଓ ୬ ତାରିଖରେ ବିଦ୍ୟୁତଜନିତ କାମ ହେତୁ ପାୱାର କଟ୍ ହେବ। ଏନେଇ ସେସୁ ପକ୍ଷରୁ ସୂଚନା ଦିଆଯାଇଛି। ମାର୍ଚ୍ଚ ୫ ତାରିଖରେ ଭୁବନେଶ୍ୱରର ଗଙ୍ଗୁଆ ଛକ,...

IMS ଏବଂ SUM ହସ୍ପିଟାଲ୍‌ରେ ବିଭିନ୍ନ ପଦବୀରେ ନିଯୁକ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ IMS ଏବଂ SUM ହସ୍ପିଟାଲ୍‌ର ସିନିୟର ରେସିଡେଣ୍ଟ, ଲାବୋରେଟୋରୀ ଟେକ୍ନିସିଆନ୍‌, ଷ୍ଟାଫ୍‌ ନର୍ସ ଆଦି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ ଆସନ୍ତା ୮ ଦିନ...

ସୁନୀଲ ଯୋଶୀ ହେଲେ ବିସିସିଆଇ ମୁଖ୍ୟ ଚୟନକର୍ତ୍ତା

ଓଡ଼ିଶାଲାଇଭ୍ ବ୍ୟୁରୋ ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ହେଲେ ପୂର୍ବତନ ଭାରତୀୟ ସ୍ପିନ ବୋଲର ସୁନୀଲ ଯୋଶୀ। ବୁଧବାର ବିସିସିଆଇ କ୍ରିକେଟ୍ ପରାମର୍ଶଦାତା କମିଟି ସୁନୀଲଙ୍କୁ ମୁଖ୍ୟ ଚୟନକର୍ତ୍ତା ଭାବେ ବାଛିଚି। ଏଥିସହିତ କମିଟି ପୂର୍ବତନ ଭାରତୀୟ...

ରାଜଧାନୀରେ ପୁଣି ଗର୍ଜିଲା ବନ୍ଧୁକ – ରେଷ୍ଟୁରାଣ୍ଟରେ ଗୁଳିମାଡ଼, ଯୁବକ ଗୁରୁତର

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ଵରରେ ପୁଣି ଗୁଳିମାଡ଼। ଚନ୍ଦକା ଥାନା ଅଞ୍ଚଳରେ ଏକ ରେଷ୍ଟୁରାଣ୍ଟରେ ଗୁଳିମାଡ଼ ହୋଇଛି। ରେଷ୍ଟୁରାଣ୍ଟରେ ମଦ ପିଇବାକୁ ନେଇ ପାଟିତୁଣ୍ଡ ହେବାରୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ। ଏଥିରେ ଜଣେ ଯୁବକ...

କେମିତି ପ୍ରସ୍ତୁତ କରିବେ ଟେଷ୍ଟି ଚିଙ୍ଗୁଡ଼ି ଚଟ୍‌ପଟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚିଙ୍ଗୁଡ଼ି ଖାଇବାକୁ ସମସ୍ତେ ପସନ୍ଦ କରିଥା’ନ୍ତି। ତେବେ ଆସନ୍ତୁ ଜାଣିବା ଚିଙ୍ଗୁଡ଼ିର ଏକ ଚଟ୍‌ପଟା ଆଇଟମ୍‌ ଚିଙ୍ଗୁଡ଼ି ଚଟପଟା। ମସଲା ପେଷ୍ଟ ପ୍ରସ୍ତୁତି: ଭିନେଗାର, ଶୁଖିଲା ଲଙ୍କା, ଜୀରା ଓ ରସୁଣକୁ ବାଟି...

ନବରଙ୍ଗପୁର: ମକାବାଡ଼ରେ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଆତ୍ମହତ୍ୟା କଲେ ଯୁବକ। ବୁଧବାର ସ୍ଥାନୀୟ ମାରଙ୍ଗପାଳି ଗ୍ରାମର ସନ୍ତୋଷ ଗଣ୍ଡ ନାମକ ଜଣେ ଯୁବକ ଶାଢ଼ୀକୁ ବେକରେ ବାନ୍ଧି ଆତ୍ମହତ୍ୟା କରିଛନ୍ତି। ସନ୍ତୋଷଙ୍କ ମା ଓ...

ଆଇସିସି ଟି-୨୦ ମହିଳା ବ୍ୟାଟ୍ସମ୍ୟାନ ରାଙ୍କିଙ୍ଗ୍‌, ଶୀର୍ଷରେ ଶେଫାଳି ବର୍ମା

ଓଡ଼ିଶା ଲାଇଭ ବ୍ୟୁରୋ ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା ଟି-୨୦ ବିଶ୍ଵକପରେ ଚମତ୍କରା ପ୍ରଦର୍ଶନ କରିଥିବା ଭାରତୀୟ ଓପନ୍‌ର ଶେଫାଳି ବର୍ମାଙ୍କୁ ବଡ଼ ଫାଇଦା। ଆଇସିସି ଟି-୨୦ ବ୍ୟାଟ୍ସମ୍ୟାନ ରାଙ୍କିଙ୍ଗରେ ଶେଫାଳି ଶୀର୍ଷ ସ୍ଥାନ ହାସଲ...