arrested

କୋଟିପତି ଯନ୍ତ୍ରୀ ବିଶ୍ଵନାଥ ପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ଗିରଫ ହେଲେ କୋଟିପତି ଯନ୍ତ୍ରୀ ବିଶ୍ଵନାଥ ପାତ୍ର। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଜୟପୁର ବ୍ଲକ ଓ ପୌରପାଳିକାର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ଵନାଥ ପାତ୍ରଙ୍କୁ ବୁଧବାର ଦିନ...

ମିନେରାଲ ୱାଟର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରୀ: ‘ଅଧିକ ବିପଦପୂର୍ଣ୍ଣ’ ବର୍ଗରେ ରଖିଲା ଏଫଏସଏସଏଆଇ

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାରେ କେଉଁଠି ଶୋଷ ଲାଗିଲେ ଆମେ ବଜାରରୁ ମିନେରାଲ ୱାଟର କିଣି ପିଇଥାଉ। ହେଲେ ଏଣିକି ମିନେରାଲ ୱାଟର ପିଉଥିଲେ ସାବଧାନ ହୋଇଯାଆନ୍ତୁ। ଏହି ପାଣି ସ୍ୱାସ୍ଥ୍ୟ ପାଇଁ ହିତକର ନୁହେଁ...

ସ୍ୱର୍ଣ୍ଣ ମନ୍ଦିରରେ ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରକୁ ଗୁଳିମାଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ଅମୃତସରର ସ୍ୱର୍ଣ୍ଣ ମନ୍ଦିରରେ ଶିରୋମଣି ଅକଳି ଦଳର ଅଧ୍ୟକ୍ଷ ତଥା ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ହୋଇଛି। ଜଣେ ବନ୍ଧୁକଧାରୀ ବ୍ୟକ୍ତି ସୁଖବୀରଙ୍କ ଉପରକୁ...

ମୋଟାପଣକୁ ନେଇ ଚିନ୍ତିତ କି, ଜାଣନ୍ତୁ କେମିତି କମିବ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=4tLmSeQf3TY ବର୍ତ୍ତମାନ ସମୟରେ ମେଦ ବହୁଳତା ବା ମୋଟାପଣ ଏକ ବଡ଼ ସମସ୍ୟା ପାଲଟିଛି। ଖାଦ୍ୟପେୟରେ ଅନିୟମିତତା, ଜୀବନଶୈଳୀରେ ପରିବର୍ତ୍ତନ ଏବଂ ମାନସିକ ଚାପ ଯୋଗୁଁ ଯେକୌଣସି ବର୍ଗର ବ୍ୟକ୍ତି ମେଦ...

ଆଜି ଭାରତୀୟ ନୌସେନା ଦିବସ: ଜାଣନ୍ତୁ ଆଜିର ଦିନର ମହତ୍ତ୍ଵ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଭାରତୀୟ ନୌସେନା ଦିବସ। ପ୍ରତ୍ୟେକ ବର୍ଷ ଡିସେମ୍ଵର ୪ ତାରିଖକୁ ଭାରତୀୟ ନୌସେନା ଦିବସ ପାଳନ କରାଯାଏ। ଆଜିର ଦିନରେ ଭାରତୀୟ ନୌବାହିନୀକୁ ସମ୍ମାନ ଦେବା ସହ ବୀର ନୌସୈନିକଙ୍କୁ...

ଦେବେନ୍ଦ୍ର ଫଡନାବିସ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ!

ଓଡ଼ିଶାଲାଇଭ୍ ବ୍ୟୁରୋ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କିଏ ହେବେ, ତାକୁ ନେଇ ଦୀର୍ଘଦିନ ଧରି ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଦେବେନ୍ଦ୍ର ଫଡନାବିସ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଗାଦିରେ ବସିବାକୁ ନିଷ୍ପତ୍ତି ହୋଇଛି। ଦେବେନ୍ଦ୍ର ଫଡନାବିସଙ୍କ...

ଦକ୍ଷିଣ କୋରିଆରେ ରାଜନୈତିକ ଅସ୍ଥିରତା: ଏମର୍ଜେନ୍ସି ଲଗାଇ ପରେ ହଟାଇଲେ ରାଷ୍ଟ୍ରପତି

ଓଡ଼ିଶାଲାଇଭ୍ ବ୍ୟୁରୋ ଅଶାନ୍ତ ହୋଇପଡ଼ିଛି ଦକ୍ଷିଣ କୋରିଆରେ ରାଜନୈତିକ ସ୍ଥିତି। ରାଷ୍ଟ୍ରପତି ୟୁନ ସୁକ ୟୋଲ ମଙ୍ଗଳବାର ବିଳମ୍ବିତ ରାତିରେ ଦେଶରେ ଏମର୍ଜେନ୍ସି ବା ମାର୍ଶଲ ଲ’ ଲାଗୁ କରିଥିଲେ। ତେବେ ସଂସଦରେ ଜୋରଦାର ବିରୋଧ...

ଦୁଲୁକୁଛି ମୟୂରଭଞ୍ଜ, ଆରମ୍ଭ ହେଲା ଜିଲ୍ଲା ମହୋତ୍ସବ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଆରମ୍ଭ ହୋଇଯାଇଛି ମୟୂରଭଞ୍ଜ ମହୋତ୍ସବ ୨୦୨୪। ମୟୂରଭଞ୍ଜ ଜିଲ୍ଲା ବାରିପଦାର ଐତିହାସିକ ଛଉ ପଡ଼ିଆଠାରେ ଆୟୋଜିତ ହୋଇଥିବା ଏହି ମହୋତ୍ସବ ୧୦ ଦିନ ଧରି ଚାଲିବ। ବାରିପଦା...

ପୁରୀରେ ଭାରତୀୟ ନୌସେନା ଦିବସ: ପରାକ୍ରମ ଦେଖାଇବେ ଦେଶର ନୌସୈନିକ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଭାରତୀୟ ନୌସେନା ଦିବସ। ଦେଶର ନୌସୈନିକମାନେ ପୁରୀରେ ପରାକ୍ରମ ଦେଖାଇବେ। ସ୍ଥାନୀୟ ବ୍ଲୁ ଫ୍ଲାଗ ବେଳାଭୂମିରେ ଭାରତୀୟ ନୌସେନା ଦିବସ ସମାରୋହ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଏହି ସମାରୋହରେ...

ପୁରୀ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କଲେ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ପୁରୀ ଗସ୍ତରେ ରହିଛନ୍ତି। ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ...