ଶପଥ ଗ୍ରହଣ ପୂର୍ବରୁ ଟ୍ରମ୍ପଙ୍କ ଚେତାବନୀ – “ଗାଜାରୁ ବନ୍ଧକଙ୍କୁ ନଛାଡ଼ିଲେ ମଧ୍ୟପ୍ରାଚ୍ୟର ସ୍ଥିତି ହେବ ଭୟଙ୍କର”

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାନୁଆରି ୨୧ ତାରିଖରେ ଶପଥ ଗ୍ରହଣ କରିବେ। ଏହା ପୂର୍ବରୁ ସେ ଗୋଟିଏ ପରେ ଗୋଟିଏ ଧମକ ଦେଇ ଚାଲିଛନ୍ତି। ସେ ରାଷ୍ଟ୍ରପତି...

ରାଜ୍ୟସଭା ଉପନିର୍ବାଚନ: ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ୪ଟି ରାଜ୍ୟର ୬ ରାଜ୍ୟସଭା ଆସନ ପାଇଁ ଡିସେମ୍ବର ୨୦ ତାରିଖରେ ହେବ ଉପନିର୍ବାଚନ। ଏନେଇ ମଙ୍ଗଳବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଯୁବାବସ୍ଥାରେ ହାର୍ଟ ଆଟାକକୁ କେମିତି ରୋକିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=2_N1S-6GjF0 ହାର୍ଟ ଆମ ଶରୀରର ମୁଖ୍ୟ ଅଙ୍ଗ। ଶରୀରର ପ୍ରତ୍ୟେକ ଅଙ୍ଗକୁ ହାର୍ଟ ରକ୍ତ ସଞ୍ଚାଳନ କରିଥାଏ। ଯଦି କୌଣସି କାରଣରୁ ହୃତପିଣ୍ଡରେ ସମସ୍ୟା ଦେଖାଯାଏ, ତେବେ ହାର୍ଟ ଆଟାକ ହେବାର...

ଟାଇମ୍‍ପାସ୍ ବହିବର୍ଷାର ଦ୍ୱିତୀୟ ସଂସ୍କରଣରେ ପ୍ରକାଶିତ ହେଲା ୨୪ଟି ନୂତନ ପୁସ୍ତକ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ଭୁବନେଶ୍ଵରସ୍ଥିତ ବୁଦ୍ଧମନ୍ଦିର ପରିସରରେ ‘ଟାଇମ୍‍ପାସ୍‍ ବହିବର୍ଷା’ର ଦ୍ୱିତୀୟ ସଂସ୍କରଣରେ ପ୍ରକାଶିତ ହୋଇଛି ୨୪ଟି ନୂତନ ପୁସ୍ତକ। ପ୍ରକାଶନ ସଂସ୍ଥା ଟାଇମପାସ୍ ପକ୍ଷରୁ ଆୟୋଜିତ ପୁସ୍ତକ ପ୍ରକାଶନ...

ପରାଜୟ ପରେ ଆତ୍ମଚିନ୍ତନ କରୁଛି କଂଗ୍ରେସ: ଦଳୀୟ ଏକତା ବଜାୟ ରଖିବାକୁ ଖଡ଼ଗେଙ୍କ ଆହ୍ୱାନ

ପୁଷ୍ପମିତ୍ର ମହାନ୍ତି ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପରାଜୟର ସମୀକ୍ଷା କରୁଛି କଂଗ୍ରେସ। ଏନେଇ ନିକଟରେ କଂଗ୍ରେସ ମୁଖ୍ୟାଳୟରେ ଜାତୀୟ କାର୍ଯ୍ୟକାରିଣୀ କମିଟିର (ସିଡବ୍ଲ୍ୟୁସି) ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। କଂଗ୍ରେସ...

ଆସନ୍ତାକାଲିଠାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୫ ଦିନିଆ ଓଡ଼ିଶା ଗସ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ମଙ୍ଗଳବାରଠାରୁ ଡିସେମ୍ବର ୭ ତାରିଖ ଯାଏଁ ୫ ଦିନିଆ ଓଡ଼ିଶା ଗସ୍ତରେ ରହିବେ। ସେ ପୁରୀରେ ଭାରତୀୟ ନୌସେନା ଦିବସ ସମାରୋହରେ ମୁଖ୍ୟ...

ଖୋଲିଲା ପୁଟସିଲ ଇକୋ ରିଟ୍ରିଟ୍, କୋରାପୁଟକୁ ଛୁଟିବ ପର୍ଯ୍ୟଟକଙ୍କ ସୁଅ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କୋରାପୁଟ ଜିଲ୍ଲାକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ନିଆଯାଉଛି ପଦକ୍ଷେପ। ଏହିକ୍ରମରେ କୋରାପୁଟ ଜିଲ୍ଲା ପ୍ରଶାସନ ଏବଂ ପର୍ଯ୍ୟଟନ ବିଭାଗର ମିଳିତ ଉଦ୍ୟମରେ ସେମିଳିଗୁଡ଼ା ବ୍ଲକ...

ଓମ୍ବାଡସି ସହାୟତାରେ କେନ୍ଦୁଝର ଜିଲ୍ଲାରେ ‘ସମନ୍ୱିତ ଜଳବିଭାଜିକା ପରିଚାଳନା’ କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ କ୍ଷେତ ପୋଖରୀ, ଜଳ ଅମଳ ପ୍ରକଳ୍ପ ଓ ଆଡ଼ିବନ୍ଧ ନିର୍ମାଣ ଯୋଗୁଁ ସୁଦୃଢ଼ ହେଉଛି କେନ୍ଦୁଝର ଚାଷୀଙ୍କ ଜୀବିକା (କେନ୍ଦୁଝର): ଚାଷ ପାଇଁ ଉର୍ବର ମାଟି ଓ ପାଣିର ଆବଶ୍ୟକତା ରହିଛି। ଏଥିପାଇଁ...

ଅଭିନୟରୁ ସନ୍ନ୍ୟାସ ନେବେ ବିକ୍ରାନ୍ତ ମ୍ୟାସି 

ଓଡ଼ିଶାଲାଇଭ୍ ବ୍ୟୁରୋ ଦମଦାର ଅଭିନୟ ବଳରେ ବଲିଉଡରେ ନିଜକୁ ପ୍ରତିଷ୍ଠିତ କରିଥିବା ଅଭିନେତା ବିକ୍ରାନ୍ତ ମ୍ୟାସିଙ୍କର ଏକ ଘୋଷଣା ଫ୍ୟନ୍ସଙ୍କୁ ହତାଶ କରିଛି। ସେ ଆଉ ଅଭିନୟ କରିବେ ନାହିଁ ବୋଲି ସୋମବାର ସୋସିଆଲ୍...

ଲାଗୁ ହେଲା ଟ୍ରାଇର ନୂଆ ଟ୍ରେସେବିଲିଟି ନିୟମ: ବିଳମ୍ବିତ ହେବ ଓଟିପି!

ପୁଷ୍ପମିତ୍ର ମହାନ୍ତି ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ଡିସେମ୍ବର ପହିଲାରୁ ଦେଶରେ ସ୍ପାମ୍ ଏବଂ ଜାଲିଆତି ମେସେଜ୍‌ର ମୁକାବିଲା ପାଇଁ ନୂଆ ଟ୍ରେସେବିଲିଟି ଗାଇଡଲାଇନ୍ ଲାଗୁ କରାଯାଇଛି। ଏହି ପଦକ୍ଷେପ ଉପଭୋକ୍ତାଙ୍କ...