ମୟୂରଭଞ୍ଜରେ କୃଷକ ସଚେତନତା ରଥର ଶୁଭାରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲାରେ ଖରିଫ‌ ଧାନ ସଂଗ୍ରହ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ କୃଷକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ହେମକାନ୍ତ ସାଏ ଏହି ସଚେତନତା ରଥର...

ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରକାଶ ପାଇଲା ଚଳିତ ବର୍ଷର ଓଟିଇଟି ପରୀକ୍ଷା ଫଳ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶୁକ୍ରବାର ଓଟିଇଟି ପରୀକ୍ଷା ଫଳ ଘୋଷଣା କରାଯାଇଛି। ବୋର୍ଡର ୱେବସାଇଟରେ ରେଜଲ୍ଟ ଉପଲବ୍ଧ ରହିଛି। ଓଟିଇଟି...

ସୁନ୍ଦରଗଡ଼ ଯାଯାବର ଗଣହତ୍ୟା ମାମଲା: ୭ ଅଭିଯୁକ୍ତ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଚର୍ଚ୍ଚିକ ସୁନ୍ଦରଗଡ଼ କରମଡ଼ିହି ଯାଯାବର ଗଣହତ୍ୟା ମାମଲାରେ ଶନିବାର ଦିନ ୭ ଜଣଙ୍କୁ ଗିରଫ କରାଯାଇଛି। ହତ୍ୟାକାଣ୍ଡର ୨୨ ଦିନ ପରେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ସୁନ୍ଦରଗଡ଼ ପୋଲିସ। ସୁନ୍ଦରଗଡ଼...

ମହଙ୍ଗା ପଡ଼ିଲା କଏଦୀଙ୍କ ପାରୋଲ ଆବେଦନ ଖାରଜ କରିବା: ଜେଲରଙ୍କୁ ୨୫ ହଜାର ଟଙ୍କା ଜରିମାନା କଲେ ବମ୍ବେ...

ପୁଷ୍ପମିତ୍ର ମହାନ୍ତି ଜଣେ କଏଦୀଙ୍କ ପାରୋଲ ଆବେଦନକୁ ଖାରଜ କରିବା ଜେଲରଙ୍କୁ ମହଙ୍ଗା ପଡ଼ିଛି। ଶ୍ରୀହରି ରାଜଲିଙ୍ଗମ୍ ଗୁଣ୍ଟୁକା ନାମକ ଜଣେ କଏଦୀଙ୍କ ପାରୋଲ ଆବେଦନକୁ ବେଆଇନ ଭାବେ ଖାରଜ କରିଥିବାରୁ ବମ୍ବେ ହାଇକୋର୍ଟ...

ଆମ୍ବିଳା ହାକୁଡ଼ି ହେଉଛି କି, ଜାଣନ୍ତୁ କେମିତି ଭଲ ହେବ?  

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=keK9ip8zwoo&t=4s ଆମ ପେଟରେ ଥିବା ଗ୍ୟାଷ୍ଟ୍ରିକ୍‌ ଗ୍ରନ୍ଥିଗୁଡ଼ିକ ଏସିଡ୍‌ ସୃଷ୍ଟି କରେ, ଯାହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ। ଯେତେବେଳେ ଗ୍ୟାଷ୍ଟ୍ରିକ୍‌ ଗ୍ରନ୍ଥି ହଜମ ପ୍ରକ୍ରିୟାଠାରୁ ଅଧିକ ଏସିଡ୍‌ ସୃଷ୍ଟି...

ଛତିଶଗଡ଼ର ସୁକମାରେ ପୋଲିସ-ମାଓବାଦୀ ଗୁଳି ବିନିମୟ: ୧୦ ମାଓବାଦୀ ନିହତ

ଓଡ଼ିଶାଲାଇଭ୍ ବ୍ୟୁରୋ ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ଜଙ୍ଗଲରେ ଶୁକ୍ରବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଏନକାଉଣ୍ଟରରେ ୧୦ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି।...

ଓଡ଼ିଶାର ୩ ପ୍ରମୁଖ ବିଶ୍ଵବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ୬ ମାସ ବଢ଼ିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ୩ଟି ପ୍ରମୁଖ ବିଶ୍ଵବିଦ୍ୟାଳୟରେ ବଢ଼ିଲା କୁଳପତିଙ୍କ କାର୍ଯ୍ୟକାଳ। ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ କାର୍ଯ୍ୟକାଳ ୬ ମାସ ବଢ଼ାଇଛନ୍ତି ରାଜ୍ୟପାଳ। ଏନେଇ ରାଜଭବନ...

କେମିତି କମିବ କୋଲେଷ୍ଟେରୋଲ, ଜାଣନ୍ତୁ ଡାକ୍ତର କ’ଣ କହୁଛନ୍ତି? 

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=-iRE0an4gm4 ଅତ୍ୟଧିକ ଚର୍ବିଜାତୀୟ ତଥା ତେଲମସଲା ଯୁକ୍ତ ଖାଦ୍ୟ ଖାଇବା ଫଳରେ ଆମ ଶରୀରରେ କୋଲେଷ୍ଟେରୋଲର ମାତ୍ରା ବଢ଼ିଯାଇଥାଏ। ଯଦି ଶରୀରରେ କୋଲେଷ୍ଟେରୋଲର ମାତ୍ରାକୁ ନିୟନ୍ତ୍ରଣ କରିବେ ନାହିଁ, ତେବେ ଏହା...

ଭାରତରେ ଏସିଆର ସବୁଠାରୁ ଧନୀ ଗାଁ ‘ମାଧାପାର’

ମିନତି ମିଶ୍ର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭୂରପୁର ଛୋଟିଆ ଗାଁଟିଏ। ଅମାପ ସମ୍ପଦର ଗନ୍ତାଘର ଏହି ଗାଁକୁ ଏସିଆ ମହାଦେଶର ସବୁଠାରୁ ଧନୀ ଗାଁ ବୋଲି କୁହାଯାଏ। ଗୁଜୁରାଟ କଚ୍ଛ ଜିଲ୍ଲାର ଭୁଜ ନିକଟରେ ଥିବା...

ନେତେନ୍ୟାହୁଙ୍କ ଘୋଷଣା: ଗାଜାରୁ ଜଣେ ବନ୍ଧକଙ୍କୁ ଫେରାଇ ଆଣିଲେ ମିଳିବ ୫୦ ଲକ୍ଷ ଡଲାର

ମିନତି ମିଶ୍ର ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଶେଷ ହେବାର ନାଁ ଧରୁନି। ଗାଜାରେ ଏବେ ବି ଇସ୍ରାଏଲର ସୈନ୍ୟ ଅଭିଯାନ ଜାରି ରହିଛି। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତେନ୍ୟାହୁ ମଙ୍ଗଳବାର ଅଚାନକ...