ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଲା ଗୁଏନା ଓ ଡୋମିନିକାର ସର୍ବୋଚ୍ଚ ନାଗରିକ ସମ୍ମାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିଦେଶୀୟ ବିଦେଶ ଗସ୍ତରେ ଯାଇ ଶେଷରେ ଗୁଏନାରେ ପହଞ୍ଚିଛନ୍ତି। ସେ ଗୁଏନାରେ ଭାରତ-କ୍ୟାରିକମ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହି ଅବସରରେ ତାଙ୍କୁ ଗୁଏନା ଓ ଡୋମିନିକାର ସର୍ବୋଚ୍ଚ...

ବାଲେଶ୍ଵର: ଝର୍କା ସମ୍ମାନ ୨୦୨୫ ପାଇଁ ଆରମ୍ଭ ହେଲା ମନୋନୟନ ପ୍ରକ୍ରିୟା

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଝର୍କା ସମ୍ମାନ ୨୦୨୫ ପାଇଁ ଆରମ୍ଭ ହୋଇଛି ମନୋନୟନ ପ୍ରକ୍ରିୟା। ସାହିତ୍ୟ ପତ୍ରିକା ‘ଝର୍କା’ ଇତିମଧ୍ୟରେ ୩୫ ବର୍ଷ ଅତିକ୍ରମ କରିଛି। ଏହି ଅବସରରେ ପ୍ରଥମ...

ଗୌତମ ଆଦାନୀଙ୍କ ବିରୋଧରେ ଆମେରିକାରେ ମାମଲା: କୋଟି କୋଟି ଟଙ୍କାର ଲାଞ୍ଚ କାରବାର ଅଭିଯୋଗ

ପୁଷ୍ପମିତ୍ର ମହାନ୍ତି ଆଦାନୀ ଗ୍ରୁପକୁ ପୁଣି ଲାଗିଛି ବଡ଼ ଝଟକା। ହିଣ୍ଡେନବର୍ଗ ଅଭିଯୋଗର ନିଆଁ ଲିଭିନଥିବାବେଳେ ଏବେ ଆଉ ଏକ ସମସ୍ୟା ମଧ୍ୟକୁ ଟାଣି ହୋଇଛି ଗ୍ରୁପ୍। ୨୬୫ ନିୟୁତ ଡଲାର ଲାଞ୍ଚ କାରବାର...

“ନଭେମ୍ବର ୨୪ରେ ୨୦ ଲକ୍ଷ ହିତାଧିକାରୀ ପାଇବେ ସୁଭଦ୍ରା ଟଙ୍କା”

ଓଡ଼ିଶାଲାଇଭ୍ ବ୍ୟୁରୋ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ନଭେମ୍ବର ୨୪ ତାରିଖରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ। ଏହି ପର୍ଯ୍ୟାୟରେ ୨୦ ଲକ୍ଷରୁ ଊର୍ଦ୍ଧ୍ଵ ହିତାଧିକାରୀ ୫ ହଜାର ଟଙ୍କା ଲେଖାଏଁ...

ଫେବ୍ରୁଆରି ୧୫ରୁ ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ୨୦୨୫ ମସିହାରେ ହେବାକୁଥିବା ସିବିଏସଇ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଉଭୟ ପରୀକ୍ଷା ଫେବ୍ରୁଆରି ୧୫ ତାରିଖରୁ ଆରମ୍ଭ ହେବ। ଏନେଇ ମଙ୍ଗଳବାର...

ନୂଆଦିଲ୍ଲୀ: ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ସମାରୋହ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ସମାରୋହ ଗୁରୁବାର ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ...

ମହାକାଶରେ ସୁସ୍ଥ ଅଛନ୍ତି ସୁନୀତା: ଆସିଲା ଫଟୋ

ପୁଷ୍ପମିତ୍ର ମହାନ୍ତି ନାସାର ମହାକାଶଚାରୀ ସୁନୀତା ୱିଲିୟମସ ଏଥର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)ର ଏକ ନୂଆ ଫଟୋ ସହ ଚର୍ଚ୍ଚାକୁ ଆସିଛନ୍ତି। ଏହି ଫଟୋରେ ସୁନୀତା, ମହାକାଶ ଗବେଷଣାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବା...

ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ଏକଜିଟ୍ ପୋଲ୍: ଜାଣନ୍ତୁ କେଉଁଠି କାହା ପଲା ଭାରି?

ମିନତି ମିଶ୍ର ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ସରିଛି ବିଧାନସଭା ନିର୍ବାଚନ ପାଇଁ ମତଦାନ। ଆସିଛି ଏକଜିଟ୍ ପୋଲ୍। ବୁଥ ଫେରନ୍ତା ମତ ଅନୁସାରେ ଏଥର ବିଧାନସଭା ନିର୍ବାଚନରେ ଉଭୟ ରାଜ୍ୟରେ ଏନଡିଏ ଓ ଇଣ୍ଡିଆ...

ଶୀତଦିନେ ଥଣ୍ଡା ଜ୍ଵରକୁ କେମିତି ରୋକିବେ?  

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=KMdQkULViVY ଶୀତଦିନ ଆରମ୍ଭ ହେଲେ ଥଣ୍ଡା, କାଶ, ଜ୍ୱର, ସର୍ଦ୍ଦି, ଛିଙ୍କ ଭଳି ଅନେକ ସମସ୍ୟା ଦେଖାଦିଏ। ଅନେକଙ୍କଠାରେ ଥଣ୍ଡାରୋଗ ବହୁଦିନ ଧରି ଲାଗିରୁହେ। ତେବେ ଶୀତଦିନରେ ଥଣ୍ଡାଜନିତ ସମସ୍ୟା କାହିଁକି ହୁଏ,...

ଆଇଆଇଏମସି ଡିମଡ୍ ବିଶ୍ଵବିଦ୍ୟାଳୟର କୁଳପତି ଡକ୍ଟର ଅନୁପମା ଭଟନାଗରଙ୍କ ଆଇଆଇଏମସି ଢେଙ୍କାନାଳ ପରିଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ (ଢେଙ୍କାନାଳ): ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମସି) ଡିମଡ୍ ବିଶ୍ଵବିଦ୍ୟାଳୟର କୁଳପତି ଡକ୍ଟର ଅନୁପମା ଭଟନାଗର ଆଇଆଇଏମସି ଢେଙ୍କାନାଳ ପରିଦର୍ଶନ କରିଛନ୍ତି। ମଙ୍ଗଳବାର ସେ ସଂସ୍ଥାନରେ ଚାଲିଥିବା ଭିତ୍ତିଭୂମିର ଉନ୍ନତିକରଣ କାର୍ଯ୍ୟ...