ଅତି ଭୟଙ୍କର ସ୍ଥିତିରେ ଦିଲ୍ଲୀର ବାୟୁ ପ୍ରଦୂଷଣ: ଜାରି ହେଲା ‘ଗ୍ରାପ-୪’ କଟକଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅତି ଭୟଙ୍କର ସ୍ତରରେ ପହଞ୍ଚିଛି। ଦିଲ୍ଲୀବାସୀ ଯେମିତି ବିଷାକ୍ତ ବାଷ୍ପ ନିଃଶ୍ୱାସରେ ନେଉଛନ୍ତି। ସୋମବାର ଚଳିତ ବର୍ଷର ସବୁଠାରୁ ଅଧିକ ପ୍ରଦୂଷଣ ଏବେ ଦିଲ୍ଲୀରେ ଦେଖିବାକୁ ମିଳିଛି।...

ବ୍ଲାଡର କ୍ୟାନ୍ସରକୁ କେମିତି ଚିହ୍ନିବେ? 

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=9KXB6Tw-F4c ପରିସ୍ରା ଥଳିରେ କ୍ୟାନ୍ସର ହେବାକୁ ବ୍ଲାଡର କ୍ୟାନ୍ସର କୁହାଯାଏ। ଏହାର କାରଣ ଜେନେଟିକ୍‌ ହୋଇପାରେ କିମ୍ବା ତମ୍ବାଖୁ, ଧୂମପାନ ଯୋଗୁଁ ମଧ୍ୟ ପରିସ୍ରା ଥଳିରେ କ୍ୟାନ୍ସର ହୋଇପାରେ ବୋଲି ଡାକ୍ତର...

ଆଜିଠୁ ଆରମ୍ଭ ହେଉଛି ଜି-୨୦ ସମ୍ମିଳନୀ: ବ୍ରାଜିଲରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରାଜିଲର ରିଓ ଡି ଜେନେରିଓରେ ସୋମବାରଠାରୁ ଆରମ୍ଭ ହେଉଛି ୧୯ତମ ଜି-୨୦ ସମ୍ମିଳନୀ। ଏଥିରେ ଯୋଗଦେବା ପାଇଁ ବ୍ରାଜିଲରେ ପହଞ୍ଚିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବ୍ରାଜିଲ ରାଷ୍ଟ୍ରପତି ଲୁଇ ଇନାସିଓ...

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ସମସ୍ତଙ୍କ ପସନ୍ଦ ପାଲଟିଛି ‘ଓଡ଼ିଶା ମଣ୍ଡପ’

ଓଡ଼ିଶାଲାଇଭ୍ ବ୍ୟୁରୋ (ନୂଆଦିଲ୍ଲୀ/ଭୁବନେଶ୍ୱର): ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଚାଲିଛି ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’। ଏହି ବିଶାଳ ବାଣିଜ୍ୟ ମେଳାରେ ‘ଓଡ଼ିଶା ମଣ୍ଡପ’ ସ୍ୱତନ୍ତ୍ର ଆକର୍ଷଣ ପାଲଟିଛି। ଦେଶ ବିଦେଶରୁ ପ୍ରତିଦିନ ଓଡ଼ିଶା ମଣ୍ଡପ...

ମହିଳାଙ୍କ ଜରାୟୁ ତଳକୁ କାହିଁକି ଖସିଯାଏ? 

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=xpX_xuxo91M&t=1s ମହିଳାଙ୍କର ପେଲଭିକ୍‌ ମାଂସପେଶୀ ଦୁର୍ବଳ ହୋଇଗଲେ ଜରାୟୁ ଖସିଯାଏ। ଏହାକୁ ଜରାୟୁ ଖସିଯିବା ବା ୟୁଟେରାଇନ୍‌ ପ୍ରୋଲାପ୍ସ ବୋଲି କୁହାଯାଏ। ତେବେ କେଉଁ ବୟସର ମହିଳାଙ୍କ ଜରାୟୁ ତଳକୁ ଖସିବାର ଆଶଙ୍କା...

ରେଳବାଇର ଉତ୍ତରପଶ୍ଚିମ ଜୋନରେ ୧୭୯୧ଟି ‘ଆପ୍ରେଣ୍ଟିସ୍’ ପଦବୀ ପାଇଁ ଆବେଦନ ଜାରି, ଡିସେମ୍ବର ୧୦ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ରେଳବାଇ ପକ୍ଷରୁ ଉତ୍ତରପଶ୍ଚିମ ରେଳ (ଏନଡବ୍ଲ୍ୟୁଆର) ଜୋନରେ ଅନେକ ଆପ୍ରେଣ୍ଟିସ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏଠାରେ ରେଲୱେ ଆପ୍ରେଣ୍ଟିସ ଅଧୀନରେ ଖାଲିଥିବା ୧,୭୯୧ଟି ପଦବୀ ପୂରଣ...

ଜନ୍ମଦିନରେ ରାମୋଜୀ ରାଓଙ୍କୁ ମନେ ପକାଇଲେ ଓଡ଼ିଶା ମିଡିଆ ପରିବାର

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ନଭେମ୍ବର ୧୬ ତାରିଖ ହେଉଛି ଭାରତର ବିଶିଷ୍ଟ ଗଣମାଧ୍ୟମ ବ୍ୟକ୍ତିତ୍ୱ ସ୍ୱର୍ଗତଃ ରାମୋଜୀ ରାଓଙ୍କ ଜନ୍ମଦିନ। ଏହି ଅବସରରେ ତାଙ୍କର ସ୍ମୃତିଚାରଣ କରିଛନ୍ତି ରାଜ୍ୟର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା...

ଶରୀରରେ ଇଲେକ୍ଟ୍ରୋଲାଇଟ୍‌ର ଅଭାବ କେମିତି ଦୂର ହେବ?  

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=nDnPWfIk0So ଶରୀରରେ କ୍ୟାଲ୍‌ସିୟମ୍‌, ସୋଡିୟମ୍‌, ପୋଟାସିୟମ୍‌, ମାଙ୍ଗାନିଜ୍‌ ଭଳି ଅନେକ ପ୍ରକାରର ଇଲେକ୍ଟ୍ରୋଲାଇଟ୍‌ ଥାଏ, ଯାହା ଶରୀରକୁ ସଠିକ ଭାବରେ କାର୍ଯ୍ୟ କରିବାରେ ସାହାଯ୍ୟ କରିଥାଏ। ଏହା ମଧ୍ୟରୁ ଯେକୌଣସି ବି...

ଝାନ୍ସି: ହସ୍ପିଟାଲ ନିଆଁରେ ଜଳିଗଲେ ୧୦ ନବଜାତ ଶିଶୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତରପ୍ରଦେଶ ଝାନ୍ସିର ମହାରାଣୀ ଲକ୍ଷ୍ମୀବାଈ ମେଡିକାଲ କଲେଜରେ ଶନିବାର ଦିନ ଅଗ୍ନିକାଣ୍ଡ ଘଟି ୧୦ ଜଣ ନବଜାତ ଶିଶୁଙ୍କର ମୃତ୍ୟୁ ହୋଇଛି। ଏହି ଅଗ୍ନିକାଣ୍ଡ ଯୋଗୁଁ ଆହତ ହୋଇଥିବା ୧୬ ଜଣ...

ମୃତ୍ୟୁର ୬ ବର୍ଷ ପରେ ଖୋଲିଥିଲା ଜବାହରଲାଲ ନେହେରୁଙ୍କ ଆଲମିରା: ଜାଣନ୍ତୁ କ’ଣ ସବୁ ମିଳିଥିଲା

ମିନତି ମିଶ୍ର ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ। ସେ ଯଥେଷ୍ଟ କ୍ଷମତାର ଅଧିକାରୀ ଥିଲେ। ଏସବୁ ଭିତରେ ମଧ୍ୟ ସେ ଅତ୍ୟନ୍ତ ଭାବୁକ ସ୍ୱଭାବର ବ୍ୟକ୍ତି ଥିଲେ। ଏତେ ଭାବୁକ ଥିଲେ ଯେ ନିଜ...