କଟକବାସୀଙ୍କ ପାଇଁ ନାଁ ନୁହେଁ ଅନୁଷ୍ଠାନ ଥିଲେ ସମୀର ଦେ
ମିନତି ମିଶ୍ର
ଆଖିରେ ଲୁହ ଓ କୋହ ଭରା ମନରେ ସମୀର ଦେ’ଙ୍କୁ ବିଦାୟ ଦେଲେ କଟକବାସୀ।
ରାଜ୍ୟ ବିଜେପିର ଭୀଷ୍ମ ପୀତାମହ ଥିଲେ ସମୀର ଦେ। ସମସ୍ତଙ୍କ ଦୁଃଖସୁଖ, ଅଭାବ, ଅସୁବିଧାର ସାଥୀ। କଟକ...
ନୂଆଦିଲ୍ଲୀର ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶାର ‘ମିଶନ ଶକ୍ତି’ ମହିଳାଙ୍କ ହାତ ତିଆରି ଉତ୍ପାଦର ଚାହିଦା
ଓଡ଼ିଶାଲାଇଭ୍ ବ୍ୟୁରୋ
କନ୍ଧମାଳ ହଳଦୀ, ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟ, କାଇଁଚ ଓ ସବାଇ ଘାସରୁ ପ୍ରସ୍ତୁତ ଜିନିଷ କିଣିବାକୁ ଲୋକଙ୍କ ଆଗ୍ରହ।
(ନୂଆଦିଲ୍ଲୀ/ଭୁବନେଶ୍ୱର): ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଚାଲିଛି ୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ...
ବାୟୁ ପ୍ରଦୂଷଣ ମୁକାବିଲାରେ ବିଫଳ ଦିଲ୍ଲୀ ସରକାର: କଡ଼ା ସମାଲୋଚନା କଲେ ସୁପ୍ରିମକୋର୍ଟ
ପୁଷ୍ପମିତ୍ର ମହାନ୍ତି
ଭାରତର ରାଜଧାନୀ ଦିଲ୍ଲୀରେ ବାୟୁର ଗୁଣବତ୍ତା ଉଦବେଗଜନକ ସ୍ତରରେ ପହଞ୍ଚିଛି। ବାୟୁ ପ୍ରଦୂଷଣ ମୁକାବିଲା କରିବାରେ ବିଫଳ ହୋଇଛନ୍ତି ଦିଲ୍ଲୀ ସରକାର। ଏହାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ।
ଏହି...
ଲଣ୍ଡନ ୱାର୍ଲଡ ବୁକ୍ ଅଫ୍ ରେକର୍ଡରେ ବାଲେଶ୍ଵର ମାଟିର ପୁଅ ଡକ୍ଟର ପଙ୍କଜ କୁମାର ଜେନା
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବିଶ୍ଵସ୍ତରୀୟ ରେକର୍ଡରେ ସ୍ଥାନ ପାଇଛନ୍ତି ବାଲେଶ୍ୱର ମାଟିର ପୁଅ ଡକ୍ଟର ପଙ୍କଜ କୁମାର ଜେନା। ସେ ବାହାର କରିଥିବା ନୂତନ ନୈତିକତା ଶିକ୍ଷା ପଦ୍ଧତି ଲଣ୍ଡନ...
ମୟୂରଭଞ୍ଜରେ ଆୟୋଜିତ ହେଲା ଭାରତ-ଇଟାଲୀ ବ୍ୟଞ୍ଜନ ଉତ୍ସବ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ବେଲଗଡ଼ିଆ ପ୍ୟାଲେସରେ ଭାରତ-ଇଟାଲୀ ବ୍ୟଞ୍ଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଉଭୟ ଦେଶର...
ଆଇଆଇଏମସି ଢେଙ୍କାନାଳରେ ଷ୍ଟାର୍ଟଅପ୍ ଓଡ଼ିଶାର କର୍ମଶାଳା ଅନୁଷ୍ଠିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଢେଙ୍କାନାଳ): ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି) ଢେଙ୍କାନାଳରେ ଏକ ଷ୍ଟାର୍ଟଅପ୍ କର୍ମଶାଳା ଆୟୋଜିତ ହୋଇଛି। ଷ୍ଟାର୍ଟଅପ୍ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ‘ନବସୃଜନ, ଉଦ୍ୟୋଗୀକରଣ ଓ ଷ୍ଟାର୍ଟଅପ୍’ ବିଷୟବସ୍ତୁ ଉପରେ ଏହି...
ବାଲିଯାତ୍ରା ମଞ୍ଚରେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଖଣ୍ଡି-ଇଂରାଜୀ, ବିଜେପିକୁ ଅଡୁଆ!
ସାଇପ୍ରସାଦ ମହାନ୍ତି
‘ଆଲୋ ସଖୀ ଆପଣା ମହତ ଆପେ ରଖି’ । ଓଡ଼ିଆରେ ଏହି ଆପ୍ତ ବାକ୍ୟର ଅର୍ଥ ହେଉଛି- ଯେଉଁଠି ସମ୍ମାନ ଯିବାର ଭୟ ରହିଛି, ସେଠି ସତର୍କ ରହିବା। ଯେଉଁ ପ୍ରସଙ୍ଗରେ...
ପରଲୋକରେ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ସମୀର ଦେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା କଟକର ପୂର୍ବତନ ବିଧାୟକ ସମୀର ଦେ’ଙ୍କ ପରଲୋକ ଘଟିଛି। ସୋମବାର କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ...
ଜାନୁଆରି ଶେଷ ସୁଦ୍ଧା ସରିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାରର ଗଣତିମଣତି – ଆଇନ ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୫ ଜାନୁଆରି ମାସ ସୁଦ୍ଧା ସରିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାରର ଗଣତିମଣତି କାମ। ଏହାରି ମଧ୍ୟରେ ଭିତର ରତ୍ନଭଣ୍ଡାରର ମରାମତି ମଧ୍ୟ ଶେଷ ହେବ। ଏନେଇ ସୋମବାର ସୂଚନା ଦେଇଛନ୍ତି ରାଜ୍ୟ...
ବାଲେଶ୍ୱର: ପ୍ରତିଭା ଅନ୍ୱେଷଣ ପାଇଁ ‘ଧୁଲ୍ କେ ଫୁଲ୍’ କାର୍ଯ୍ୟକ୍ରମ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲା ରେମୁଣାସ୍ଥିତ ନୋସି ପାର୍କଠାରେ 'ଧୁଲ୍ କେ ଫୁଲ୍-୨୦୨୪' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ରେମୁଣା ସହରର ବସ୍ତି ଅଞ୍ଚଳରେ ବସବାସ କରୁଥିବା କୁନିକୁନି ପିଲାମାନଙ୍କ ମଧ୍ୟରେ...





















