ଗିରଫ ହେଲେ ଅଭିଜିତ ଆୟାର – ଦିଲ୍ଲୀ ସାକେତ କୋର୍ଟରେ ହାଜର

ଓଡ଼ିଶାଲାଇଭ୍ ବ୍ୟୁରୋ ଅଭିଜିତ ଆୟାର ଗତକାଲି ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ବିଧାୟକଙ୍କ ବିରୋଧରେ ନିନ୍ଦନୀୟ ମନ୍ତବ୍ୟ ଦେଉଥିବାର ଏକ ଭିଡ଼ିଓ ପୋଷ୍ଟ କରି ଆଜି ଗିରଫ ହୋଇଛନ୍ତି। ଅଭିଜିତ ଆୟାର ଗତକାଲି ଓଡ଼ିଶାର ଐତିହ୍ୟ,...

ବିମାନରେ ଅମ୍ଳଜାନ ଅଭାବ –  ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଲେ ୧୬୬ ଯାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଜେଟ୍ ଏୟାରୱେଜ୍ ବିମାନରେ ଅମ୍ଳଜାନ ଅଭାବରୁ ନିଃଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଲେ ଯାତ୍ରୀ। ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଲେ ୧୬୬ ଯାତ୍ରୀ। ଜେଟ୍ ବିମାନରେ ଯାତ୍ରା କରୁଥିବା ବେଳେ ଆଜି ଏକ...

ମୟୂରଭଞ୍ଜରେ ଓଡ଼ିଶା ଡିପ୍ଲୋମା ଇଂଜିନିୟରିଂ ସଂଘ ପକ୍ଷରୁ ଅ।ନ୍ଦୋଳନ

ଓଡ଼ିଶାଲାଇଭ୍ ବ୍ୟୁରୋ ୫ ଦଫା ଦାବିରେ ଆଜି ମୟୂରଭଞ୍ଜ ଜିଲ୍ଲାରେ ଓଡ଼ିଶା ଡିପ୍ଲୋମା ଇଂଜିନିୟରିଂ ସଂଘ ପକ୍ଷରୁ ସମୂହ ଛୁଟି ଆନ୍ଦୋଳନ କରିବା ଫଳରେ ସରକାରୀ କାର୍ଯ୍ୟରେ ବାଧାପ୍ରାପ୍ତ। ରାଜ୍ୟ ସଂଘର ଡାକରାରେ ମୟୂରଭଞ୍ଜ ଜିଲ୍ଲାର ଡିପ୍ଲୋମା ଇଂଜିନିୟରିଂ...

ପଣ୍ତିତ ଲାକୋ ବାଦ୍ରାଙ୍କ ୧୦୦ତମ ଜନ୍ମବାର୍ଷିକୀ ପାଳନ

ଓଡ଼ିଶାଲାଇଭ୍ ବ୍ୟୁରୋ ପଣ୍ତିତ ଲାକୋ ବାଦ୍ରାଙ୍କ ୧୦୦ତମ ଜନ୍ମବାର୍ଷିକୀ ଉପଲକ୍ଷେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ମନ୍ତ୍ରୀ ରମେଶ ମାଝି। ମୟୂରଭଞ୍ଜ ଜିଲ୍ଲାର କୁଷୁମୀ ବ୍କକ ଅନ୍ତର୍ଗତ ବାଦାମପାହାଡ଼ଠାରେ ୱାରାଞ୍ଚିତି ଲିପିର ସ୍ରଷ୍ଠା ଅଲଗୁରୁ...

୭ଟି ଜିଲ୍ଲାକୁ ରେଡ୍ ଆଲର୍ଟ – ଦୁଇ ଦିନ ଧରି ପ୍ରବଳ ବର୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ୭ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଦେବା ସହ ସତର୍କ ରହିବାକୁ ଚେତାବନୀ ଦେଇଛି ପାଣିପାଗ ବିଭାଗ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ। ଯାହା ଫଳରେ...

‘ବାହୁବଲୀ’ର ଶିବଗାମୀ ରମ୍ୟା ଏବେ ୩୨ କୋଟିର ମାଲିକାଣୀ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ‘ବାହୁବଲୀ’ ସିନେମାର ଶିବଗାମୀ ରମ୍ୟାଙ୍କ ସମ୍ପର୍କରେ କିଛି ଜଣାଅଜଣା କଥା ଆସନ୍ତୁ ଜାଣିବା… ରମ୍ୟା କ୍ରିଷ୍ଣନ୍‌ ସାଉଥ୍ ଇଣ୍ଡଷ୍ଟ୍ରିର ଜଣେ ଚର୍ଚ୍ଚିତା ନାୟିକା। ପରେ ସେ ଚରିତ୍ର ଅଭିନୟକୁ ମଧ୍ୟ ଓହ୍ଲାଇ...

ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୋଲିସ ଉପରକୁ ଆକ୍ରମଣ କରିବା ଅଭିଯୋଗରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ଗିରଫ ହୋଇଛନ୍ତି। କେନ୍ଦୁଝର ଜିଲ୍ଲାର ରାମଚନ୍ଦ୍ରପୁର ଥାନା ପୋଲିସ ଦେବାଶିଷଙ୍କୁ...

ବିଜେଡି କହିଷ୍କାର ଉପରେ ପ୍ରଶ୍ନ ଉଠାଇଲେ ଦାମ – କହିଲେ, “ମୁଁ ଏବେ ବି ବିଜେଡିରେ”

ଓଡ଼ିଶାଲାଇଭ୍‌ ବ୍ୟୁରୋ "ବହିଷ୍କାର କରାଯିବା ପୂର୍ବରୁ ମତେ କୈଫିୟତ ମଗାଯାଇ ନାହିଁ। ଜଣେ ସଂପାଦକ କିଭଳି ବହିଷ୍କାର ନେଇ ଚିଠି ଲେଖିଲେ? କାର୍ଯ୍ୟକାରିଣୀ ବୈଠକ ଡାକି ବହିଷ୍କାର କରିବା କଥା। କିନ୍ତୁ ତାହା କରାଯାଇନାହିଁ।...

ଥାନାକୁ ଆସିଲେନି ବୈଜୟନ୍ତ, ୨୪ରେ ହାଜର ହେବାକୁ ପୁଣି ନୋଟିସ ଦେଲା ପୋଲିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚିଲିକାର ନୋ ଫ୍ଲାଇଙ୍ଗ ଜୋନରେ ହେଲିକପ୍ଟର ଉଡ଼ାଇବା ଅଭିଯୋଗରେ ପୁରୀ ମେରାଇନ ଥାନା ପୋଲିସ ବୈଜୟନ୍ତ ପଣ୍ଡାଙ୍କୁ ନୋଟିସ ଦେଇଥିଲା। ବୁଧବାର ଦିନ ୧୨ଟା ସୁଦ୍ଧା ହାଜର ହେବାକୁ ନୋଟିସ ଦିଆଯାଇଥିଲା।...

ଭିତରକନିକାରେ ବର୍ଷାଦିନିଆ ଚଢ଼େଇ – କିଚିରି ମିଚିରି ସ୍ୱରରେ ଫାଟି ପଡ଼ୁଛି ଜାତୀୟ ଉଦ୍ୟାନ

କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ ପର୍ଯ୍ୟଟକଙ୍କୁ ଆନମନା କରୁଛନ୍ତି ବର୍ଷାଦିନିଆ ଚଢ଼େଇ ଚଢ଼େଇମାନଙ୍କର ନିରାପଦ ଅନ୍ତୁଡ଼ିଶାଳ ଭିତରକନିକା ଗଛ ଡାଳରେ ବସା ବାନ୍ଧିଛନ୍ତି ବିଭିନ୍ନ ପ୍ରଜାତିର ଚଢ଼େଇ ଜୁନ୍ ମାସରେ ଭିତରକନିକାକୁ ଛୁଟି ଆସନ୍ତି...