ବାଲିମେଳା ଜଳଭଣ୍ଡାରର ଦୁଇଟି ଗେଟ୍ ଖୋଲିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଲକାନଗିରି: ଆସନ୍ତାକାଲି ସକାଳ ୧୦ଟାରେ ଖୋଲିବ ବାଲିମେଳା ଜଳଭଣ୍ଡାରର ଦୁଇଟି ଗେଟ୍। ଡ୍ୟାମରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି...
ଅନନ୍ତ ଓଝାଙ୍କ ସାମ୍ପ୍ରଦାୟିକ ସଦ୍ଭାବନାର ସନ୍ଦେଶ ଥିବା ଯାତ୍ରା ନାଟକ
ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଅନନ୍ତ ଓଝାଙ୍କ କେତେକ ଯାତ୍ରାନାଟକରେ ସାମ୍ପ୍ରଦାୟିକ ସଦ୍ଭାବନାର ବାର୍ତ୍ତା ଦିଆଯାଇଛି। ଆସନ୍ତୁ ନଜର ପକାଇବା ଏଭଳି କେତୋଟି ଚର୍ଚ୍ଚିତ ଯାତ୍ରା ନାଟକ ଉପରେ…
ଆମ ଦେଶ ହେଉଛି ଏକ ଧର୍ମନିରପେକ୍ଷ ରାଷ୍ଟ୍ର।...
ପ୍ରେମିକାକୁ ଉଠାଇ ନେବା ମହଙ୍ଗା ପଡ଼ିଲା – ପ୍ରେମିକକୁ ନିର୍ଧୁମ ଛେଚିଲେ ଗାଁ ଲୋକେ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା ଜିଲ୍ଲା ରଙ୍ଗଣି ପଞ୍ଚାୟତ ଭେକ୍ଟା ଗାଁର ଘଟଣା
ପ୍ରେମିକାକୁ ରାତି ଅଧିଆ ଉଠାଇ ନେଇଥିଲା ପ୍ରେମିକ
ଭୁବନେଶ୍ୱରରୁ ଉଦ୍ଧାର ହେଲେ ପ୍ରେମୀ ଯୁଗଳ
ତାଳଚୁଆ ପଞ୍ଚାୟତରେ ଚାଲିଲା ବିଚାର
...
ଭୀମଭୋଇ ଓ ଫକୀରମୋହନଙ୍କ ନାଁରେ ମେଡିକାଲ କଲେଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର ଏବଂ ବଲାଙ୍ଗିରରେ ଦୁଇଟି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି। ଏହି ଦୁଇଟି ମେଡିକାଲ କଲେଜର ନାମକରଣ ମଧ୍ୟ କରିଛନ୍ତି ରାଜ୍ୟ ସରକାର। ବାଲେଶ୍ୱରରେ ଉଦଘାଟନ ହେବାକୁ ଥିବା...
୨୦୧୯ରେ ନବୀନଙ୍କ ଭରସା ଯୁବ ଭୋଟର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୨୦୧୯ ନିର୍ବାଚନ ବୈତରଣୀ ପାର୍ ହେବା ପାଇଁ ଯୁବ ଭୋଟରଙ୍କ ଉପରେ ଆଖି ପକାଇଛନ୍ତି ନବୀନ ପଟ୍ଟନାୟକ।
ପାଖେଇ ଆସୁଛି ୨୦୧୯ ନିର୍ବାଚନ। ୨୦୧୯ ନିର୍ବାଚନ ବୈତରଣୀ ପାର୍ ହେବା ପାଇଁ...
ଉତ୍ତର ଓଡ଼ିଶାରେ ଭୂକମ୍ପ ଝଟ୍କା, ଭୟରେ ଘରୁ ବାହାରି ଆସିଲେ ଲୋକେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଜି ସନ୍ଧ୍ୟାରେ ଭୂକମ୍ପ ଝଟ୍କା ଲାଗିଛି। ସନ୍ଧ୍ୟା ୬ଟା୩୬ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ବାରିପଦା, ଆନନ୍ଦପୁର ଓ ବାଲେଶ୍ୱରରେ ଭୂକମ୍ପ ଅନୁଭୂତ ହୋଇଥିବା...
ଏସିଆନ ଗେମ୍ସରେ ଭାରତକୁ ପୁଣି ଏକ ସ୍ଵର୍ଣ୍ଣ – ୮୦୦ ମିଟର ଦୌଡ଼ରେ ମନଜୀତ ସିଂହ ଜିତିଲେ ସ୍ଵର୍ଣ୍ଣ
ଓଡ଼ିଶାଲାଇଭ୍ ବ୍ୟୁରୋ
୮୦୦ ମିଟରେ ଦୌଡ଼ରେ ଭାରତର ମନଜୀତ ସିଂହ ସ୍ଵର୍ଣ୍ଣ ଓ ଜିନସନ ଜନସନ ରୌପ୍ୟ ପଦକ ଜିତିଛନ୍ତି।
ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାଠାରେ ଚାଲିଥିବା ୧୮ତମ ଏସିଆନ ଗେମ୍ସରେ ଭାରତକୁ ପୁଣି ସ୍ଵର୍ଣ୍ଣ। ୮୦୦...
ପୁଣି ବିଗିଡ଼ିଲା ପପୁ ପମପମଙ୍କ ସ୍ଵାସ୍ଥ୍ୟବସ୍ଥା – ହସ୍ପିଟାଲରେ ଭର୍ତ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଢ଼ ମାସ ତଳେ ଦିଲ୍ଲୀ ଏମ୍ସରୁ ସୁସ୍ଥ ହୋଇ ଘରକୁ ଫେରିଥିବା ପପୁ ପମପମଙ୍କ ସ୍ଵାସ୍ଥ୍ୟ ଅବସ୍ଥା ପୁଣି ବିଗିଡ଼ି ଯାଇଛି।
ଓଲିଉଡ ଅଭିନେତା ପପୁ ପମପମ ପୁଣି ଅସୁସ୍ଥ। ପାଖାପାଖି...
ଇନ୍ଦ୍ରାବତୀ ନଦୀରେ ବିସର୍ଜନ ହେଲା ବାଜପେୟୀଙ୍କ ଚିତାଭସ୍ମ
ଓଡ଼ିଶାଲାଇଭ୍ ବ୍ୟୁରୋ
ନବରଙ୍ଗପୁର: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମକୁ ନବରଙ୍ଗପୁରର ପ୍ରମୁଖ ନଦୀ ଇନ୍ଦ୍ରାବତୀରେ ବିସର୍ଜନ କରାଯାଇଛି। ଏହି ଚିତାଭସ୍ମ ଉମରକୋଟରୁ ବିଶାଳ ଶୋଭାଯାତ୍ରାରେ ନବରଙ୍ଗପୁର ଆସିଥିଲା। ଡାବୁଗାଁ ଓ...
ରୋଗୀ ମୃତ୍ୟୁ ପରେ ନିଜ ତଣ୍ଟି କାଟିଲେ ଡାକ୍ତର
ଓଡ଼ିଶାଲାଇଭ୍ ବ୍ୟୁରୋ
ବରଗଡ଼ ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଘରୋଇ କ୍ଲିନିକରେ ଜଣେ ମହିଳା ରୋଗୀଙ୍କର ମୃତ୍ୟୁ ପରେ ଡାକ୍ତର ନିଜ ତଣ୍ଟିକାଣ୍ଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହି ଘଟଣା ବରଗଡ଼ରେ...





















