ବିଜେପିର ‘ଚିତାଭସ୍ମ’ ଶୋଭାଯାତ୍ରା – ନିରଞ୍ଜନ କହିଲେ, “ଶୋକସଭା ନା ପିକନିକ୍ ପାର୍ଟି?”

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଜପେୟୀଙ୍କ ଚିତାଭସ୍ମ ଶୋଭାଯାତ୍ରାରେ ରାଜନୀତିର ରଙ୍ଗ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଲେ କଡ଼ା ସମାଲୋଚନା। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ 'ଚିତାଭସ୍ମ'କୁ ଦେଶର ୧୦୦ଟି ପ୍ରମୁଖ ନଦୀରେ ବିସର୍ଜନ କରିବାକୁ...

ଏକକାଳୀନ ନିର୍ବାଚନ: ମୁଖ୍ୟ ନିର୍ବାଚନ କମିଶନର କହିଲେ ‘ପ୍ରଶ୍ନ ଉଠୁନି’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏକା ସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନକୁ ନା କହିଲେ ମୁଖ୍ୟ ନିର୍ବାଚନ କମିଶନର ଓପି ରାୱତ। ବିଜେପିର 'ଗୋଟିଏ ଦେଶ, ଗୋଟିଏ ନିର୍ବାଚନ' ସ୍ଲୋଗାନକୁ ଶକ୍ତ ଧକ୍କା ଲାଗିଛି। ଦଳ ପକ୍ଷରୁ...

ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍ ଓ ଫେସବୁକରେ ଓଡ଼ିଶା ଟୁରିଜିମ୍ କନକ୍ଲେଭର ସିଧାପ୍ରସାରଣ

ଓଡ଼ିଶାଲାଇଭ ବ୍ୟୁରୋ ଶୁକ୍ରବାର ସକାଳ ୧୦ଟାରୁ ଓଡ଼ିଶା ଟୁରିଜିମ୍ କନକ୍ଲେଭର ଲାଇଭ୍‌ ଷ୍ଟ୍ରିମିଂ ଦେଖନ୍ତୁ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ ଓ ଫେସ୍‌ବୁକ୍‌ରେ। ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବା ପାଇଁ ଅଗଷ୍ଟ ୨୪ରେ ଭୁବନେଶ୍ୱରରେ ହେବ ମାନସମନ୍ଥନ।...

ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି – ସର୍ବଦଳୀୟ ସଭାକୁ ନବୀନଙ୍କୁ ନିମନ୍ତ୍ରଣ କଲେ ଜୁଏଲ ଓରାମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବିଜେପି ଆୟୋଜନ କରୁଛି ସର୍ବଦଳୀୟ ବୈଠକ। ନବୀନ ନିବାସକୁ ଆସି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ପୂର୍ବତନ...

ପୁଣି ପରଦାରେ ଆସୁଛନ୍ତି କମେଡିଆନ୍ ହରି

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବେଶ୍‌ କିଛିଦିନ ବ୍ୟବଧାନରେ ଓଲିଉଡର ଟପ୍‌ କମେଡିଆନ୍‌ ହରିହର ମହାପାତ୍ର ଓରଫ ହରି ପୁଣି ଏକ ନୂଆ ସିନେମାରେ ନଜର ଆସୁଛନ୍ତି। ଆସନ୍ତୁ ଜାଣିବା ହରିଙ୍କ ସମ୍ପର୍କରେ କିଛି ଜଣାଅଜଣା...

ଲଭ୍ ସୋନିୟାର ଟ୍ରେଲର୍ ରିଲିଜ୍

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡ ଫିଲ୍ମ ‘ଲଭ୍ ସୋନିଆ’ର ଟ୍ରେଲର ଆଜି ରିଲିଜ୍ ହୋଇଯାଇଛି। ଏହି ଫିଲ୍ମରେ ବଲିଉଡର ଲୋକପ୍ରିୟ ଅଭିନେତା ମନୋଜ ବାଜପେୟୀ, ରିଚା ଚଡ୍ଡା, ରାଜକୁମାର ରାଓ, ମୃଣାଳ ଠାକୁର ଏବଂ...

ପୁରୀ ମହୋଦଧିରେ ବିସର୍ଜନ ହେଲା ବାଜପେୟୀଙ୍କ ଚିତାଭସ୍ମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱରରୁ ପୁରୀ ଯାଏଁ ବିରାଟ ଶୋଭାଯାତ୍ରା ଶୋଭାଯାତ୍ରାରେ ସାମିଲ୍ ହେଲେ ବିଜେପିର ବରିଷ୍ଠ ନେତା ସମୁଦ୍ରକୂଳରେ ପୂଜାର୍ଚ୍ଚନା ବାଜପେୟୀଙ୍କ ଚିତାଭସ୍ମରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ବହୁ ଲୋକ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ...

ମନ୍ତ୍ରିପରିଷଦ ବୈଠକରେ ୧୨,୭୬୮ କୋଟି ଟଙ୍କାର ଅତିରିକ୍ତ ବଜେଟକୁ ଅନୁମୋଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିପରିଷଦ ବୈଠକ ମୌସୁମୀ ଅଧିବେଶନରେ ଆଗତ ହେବ ଅତିରିକ୍ତ ବଜେଟ ସେପ୍ଟେମ୍ବର ୪ରେ ହେବ ଆଗତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଏବଂ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ...

ବିଷାକ୍ତ ଛତୁ ଖାଇ ୨ ମୃତ, ଜଣେ ଗୁରୁତର

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ ଅନ୍ତର୍ଗତ କଇଁଫୁଲିଆ ଗ୍ରାମରେ ଅଭାବନୀୟ ଘଟଣା। ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକମାନେ...

ପରଲୋକରେ ବରିଷ୍ଠ ସାମ୍ବାଦିକ କୁଲ୍‌ଦୀପ ନାୟାର

ଓଡ଼ିଶାଲାଇଭ୍‍ ବ୍ୟୁରୋ ଦେଶର ଜଣାଶୁଣା ବରିଷ୍ଠ ସାମ୍ବାଦିକ କୁଲ୍‌ଦୀପ ନାୟାରଙ୍କ ଆଜି ଦିଲ୍ଲୀ ଏସ୍‌କର୍ଟ ହସ୍ପିଟାଲରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ନିମୋନିଆ ଜ୍ୱରରେ ଆକ୍ରାନ୍ତ ହୋଇ ୫...