ମୁଁ ଏପର୍ଯ୍ୟନ୍ତ କୌଣସି ଦଳରେ ଯୋଗ ଦେଇନାହିଁ : ବୈଜୟନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକରେ ହେଇଯାଉ ଚା ଚର୍ଚ୍ଚା କାର୍ଯ୍ୟକ୍ରମରେ କାନ୍ଧରେ ଗେରୁଆ ଗାମୁଛା ପକାଯିବା ପ୍ରସଙ୍ଗ ଉପରେ ମତ ରଖିଛନ୍ତି ବୈଜୟନ୍ତ ପଣ୍ଡା। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନିଆରା ଚା’ ଖଟି ‘ହେଇଯାଉ’। ରାଜଧାନୀ...

ଓମଫେଡ୍ ‘ଡାଏରୀ ଏକ୍ସପ୍ରେସ’ ଶୁଭାରମ୍ଭ – ଘରେ ଘରେ ପହଞ୍ଚିବ ଦୁଗ୍ଧଜାତ ଦ୍ରବ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=tovZ9M7mkZU] ରାଜ୍ୟରେ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଖାଉଟିମାନଙ୍କ ପାଖରେ ଅତି ସହଜରେ ପହଞ୍ଚାଇବା ପାଇଁ ଡାଏରୀ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକଙ୍କ ପାଖରେ ପହଞ୍ଚିବ ଓମ୍‌ଫେଡ୍‌। ଓମଫେଡ୍‌...

ବାପା-ମା’ ଥାଇ ଭାଇ-ଭଉଣୀ ଅନାଥ, ସୂଚନା ପାଇ ଉଦ୍ଧାର କରିଲା ଶିଶୁ ସୁରକ୍ଷା ସମିତି

ମାଲକାନଗିରିରୁ ଇଶ୍ୱର ପଟ୍ଟନାୟକ ପ୍ରେମରେ ଅନ୍ଧ ହୋଇ ନିଜ ଛୁଆଙ୍କୁ ଛାଡି ଦେଇପାରନ୍ତି ବାପା-ମା’। ଏହି କଥା ଭାବିଲେ ହିଁ ଆଶ୍ଚର୍ଯ୍ୟ ଲାଗୁଛି। ହେଲେ ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ। କଁଅଳ...

ଅଶ୍ୱିନଙ୍କ ମ୍ୟାଜିକ୍ – ଐତିହାସିକ ଟେଷ୍ଟର ପ୍ରଥମ ଦିନରେ ଭାରତକୁ ସଫଳତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ୍‌ର ପ୍ରଥମ ଦିନରେ ଘରୋଇ ଇଂଲଣ୍ଡ ୯ ଓ୍ଵିକେଟ୍‌ ବିନିମୟରେ ୨୮୫ ରନ୍‌ କରିଛି। ବର୍ମିଂହାମ୍‌ର ଏଜ୍‌ବାଷ୍ଟନ୍‌ଠାରେ ବୁଧବାରଠାରୁ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ୍‌ ଆରମ୍ଭ ହୋଇଛି। ମ୍ୟାଚ୍‍ର ପ୍ରଥମଦିନରେ ଉଭୟ...

ବିବାହ ପୂର୍ବରୁ ଚର୍ଚ୍ଚାରେ ଥିଲା ବିଦ୍ୟାବାଲନଙ୍କ ଆଫେଆର୍

ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡ ନାୟିକା ବିଦ୍ୟାବାଲନ ନିର୍ମାତା ସିଦ୍ଧାର୍ଥ ରୟ କପୁରଙ୍କ ପତ୍ନୀ। ହେଲେ ବିବାହ ଆଗରୁ କେଉଁମାନଙ୍କ ସହ ବିଦ୍ୟାଙ୍କର ଆଫେଆର୍ ଥିଲା ଆସନ୍ତୁ ଜାଣିବା। ବିଦ୍ୟାବାଲନ୍‌ ବଲିଉଡର ଜଣେ ପ୍ରତିଭାବାନ ନାୟିକା।...

ହଜିଗଲା ମାନବିକତା – ଶାଳୀର ଶବକୁ ସାଇକେଲରେ ବୋହିଲେ ଭିଣୋଇ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବୌଦ୍ଧ ଜିଲ୍ଲା କୃଷ୍ଣପାଲି ଗାଁରେ ହୃଦୟବିଦାରକ ଘଟଣା। ମୃତଦେହ ଉଠାଇବାକୁ ଗାଁ ଲୋକ ମନା କରିଦେବାରୁ ନିଜେ ଭିଣୋଇ ଶାଳୀର ଶବକୁ ସାଇକେଲରେ ମଶାଣିକୁ ବୋହିନେଲା। କଳହାଣ୍ଡି ଜିଲ୍ଲାର ଦାନ ମାଝି ନିଜ...

ଏନ୍ଆରସି ପ୍ରସଙ୍ଗ – ବିଜେଡିକୁ ପ୍ରଶଂସା କଲା ବିଜେପି, କଂଗ୍ରେସ କହିଲା ଭିତିରି ସମ୍ପର୍କ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏନ୍‌ଆର୍‌ସି ପ୍ରସଙ୍ଗରେ ବିଜେଡିର ମତକୁ ପ୍ରଶଂସା କରିଛି ବିଜେପି। ଏହାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ଉଠିଛି। ଆସାମ ସରକାରଙ୍କ ଏନ୍‌ଆର୍‌ସି ତଥ୍ୟକୁ ନେଇ ଜାତୀୟ ରାଜନୀତି ହୁଲ୍‌ସ୍ତୁଲ୍ ହେଉଛି। ୪୦ ଲକ୍ଷ...

ବୈଜୟନ୍ତଙ୍କ ନୂଆ ଷ୍ଟ୍ରାଟେଜି – ଚାହା ପିଉ ପିଉ ‘ହେଇଯାଉ’

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ନୂଆ ଷ୍ଟ୍ରାଟେଜି ଆରମ୍ଭ କରିଛନ୍ତି ବୈଜୟନ୍ତ ପଣ୍ଡା। ଲୋକଙ୍କ ସହ ସିଧା ସଳଖ କଥା ହେବା ପାଇଁ ବୈଜୟନ୍ତ ଏବେ 'ଚାହା ଖଟି'କୁ ବାଛିଛନ୍ତି। ଖଟିର ନାଁ 'ହେଇଯାଉ'। 'ଚାହା କପ୍...

ସହିଦ ସ୍ମୃତି ସ୍ତମ୍ଭରୁ ମାଟି ଉଠାକୁ ନେଇ ବିବାଦ – ସହିଦଙ୍କୁ ଅପମାନ ପ୍ରତିବାଦରେ ଅନଶନ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ମେଘପୁର ଜୋରଳ ବେବର୍ତ୍ତା ପୋଖରୀ ନିକଟରେ ଥିବା ସହିଦ ବାସୁ ବିସୁନିଙ୍କ ସ୍ମୃତି ସ୍ତମ୍ଭ ନିକଟରୁ ମାଟି ଭୁବନେଶ୍ୱର ନିଆଯାଇଛି। ଏହି ପବିତ୍ର ମାଟିକୁ ଗରାପୁର...

ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ ଦାବିରେ ମୁମ୍ବାଇରେ ତେଜୁଛି ମରାଠା ଆନ୍ଦୋଳନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ ଦାବିରେ ମରାଠା କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଆରମ୍ଭ ହୋଇଥିବା ରାଜ୍ୟବ୍ୟାପୀ ଆନ୍ଦୋଳନ କ୍ରମଶଃ ତେଜିବାରେ ଲାଗିଛି। ମରାଠା ସଂପ୍ରଦାୟ ପକ୍ଷରୁ ଆରମ୍ଭ ହୋଇଥିବା ଶିକ୍ଷା ସଂରକ୍ଷଣ ଆନ୍ଦୋଳନ...