ସାରା ରାଜ୍ୟରେ ଲାଗିବ ୩୦ ଲକ୍ଷ ଗଛ, ଭୁବନେଶ୍ୱରରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସବୁଜ ବନୀକରଣ ଉପରେ ଗୁରୁତ୍ୱ ଦେଲେ ମୁଖ୍ୟମନ୍ତ୍ରୀ ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀ ଲଗାଇବେ ଗଛ ପ୍ରତି ପଞ୍ଚାୟତରେ ଲାଗିବ ଗଛ ସବୁଜ ବନୀକରଣ ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ...

ଓଡ଼ିଶାରେ ହେବ ହକି ବିଶ୍ଵକପ୍ – କମ୍ପୁଛି ସୁଦୂର ଲଣ୍ଡନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ପାଇଁ ମାଇଲଖୁଣ୍ଟ ସାଜିବ ଆଗାମୀ ହକି ବିଶ୍ଵକପ। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଥିବା ବିଶ୍ଵକପ ହକିର ପ୍ରଚାର ପ୍ରସାର ସୁଦୂର ଲଣ୍ଡନରେ କରାଯାଉଛି। ନଭେମ୍ବର ୨୮ରୁ ଡିସେମ୍ବର ୧୬ ମଧ୍ୟରେ...

‘କଥାକୁହା’ ତାଳଗଛର ପୂଜାର୍ଚ୍ଚନାରୁ ବିରତ ହେଲେ ଗାଁ ଲୋକେ, ଅନ୍ଧବିଶ୍ୱାସରୁ ମୁକ୍ତି ଦେଲା ପୋଲିସ

ଓଡ଼ିଶାଲାଇଭ୍‍ ବ୍ୟୁରୋ ତେଲେଙ୍ଗାନାର ଜଗତିଆଲ ଜିଲ୍ଲାରେ ବ୍ୟାପିଯାଇଥିଲା ‘କଥାକୁହା ତାଳଗଛ’ର କଥା। ଅନ୍ଧବିଶ୍ୱାସୀ ଲୋକେ ‘ବୃକ୍ଷଦେବୀ’ଙ୍କ ପୂଜାର୍ଚ୍ଚନା ଲାଗି ବାହାରି ପଡ଼ିଲେ। କିନ୍ତୁ ଅନ୍ଧବିଶ୍ୱାସର ଏହି ଧାରାକୁ ରୋକିବାରେ ସମର୍ଥ ହେଲା ପୋଲିସ। ଗୁଜବ ବ୍ୟାପିବାକୁ...

ଉଦ୍ଧବ ଠାକରେଙ୍କ ଜନ୍ମଦିନରେ ରାହୁଲଙ୍କ ଶୁଭେଚ୍ଛା ବାର୍ତ୍ତା!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଜନ୍ମଦିନର ଶୁଭେଚ୍ଛା ଜଣାଇବା ପରେ ଜାତୀୟ ରାଜନୀତି ହୋଇଯାଇଛି ସର୍‌ଗରମ୍। ଆଜିକାଲିର ଗୋଳିଆ ରାଜନୀତି ଭିତରେ କିଏ କାହାକୁ କେତେବେଳେ ବଧେଇ ଦେବ ଜାଣିବା କଷ୍ଟ।...

ହ୍ରିତିକ ରୋଶନଙ୍କ ସୁପର ୩୦ – ବାସ୍ତବ ନା ଫମ୍ପା?

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ ସାଧାରଣତନ୍ତ୍ର ଦିବସରେ ରିଲିଜ ହେବାକୁ ଥିବା ହ୍ରିତିକ ରୋଶନଙ୍କ ଫିଲ୍ମ 'ସୁପର ୩୦' ବିବାଦରେ ଫସିଛି। ଏହି ଚଳଚ୍ଚିତ୍ରରେ ସୁପର ୩୦ର ମୁଖ୍ୟ ଆନନ୍ଦ କୁମାରଙ୍କ ଭୂମିକାରେ ଅଭିନୟ କରିଛନ୍ତି...

ରୋଗ ପରୀକ୍ଷା ନକରି ଔଷଧ ଦେବା ଦଣ୍ଡନୀୟ ଅପରାଧ: ବମ୍ବେ ହାଇକୋର୍ଟ

ଓଡ଼ିଶାଲାଇଭ୍‍ ବ୍ୟୁରୋ ରୋଗୀକୁ ଆଖିରେ ନ ଦେଖି, ରୋଗ ପରୀକ୍ଷା ନ କରି ଔଷଧ ଦେବା ଦଣ୍ଡନୀୟ – ମତ ଦେଇଛନ୍ତି ବମ୍ବେ ହାଇକୋର୍ଟ। ଡାକ୍ତରଙ୍କ ପାଖକୁ ଗଲେ ଖର୍ଚ୍ଚ ଅଧିକ। ସମୟ ବି ଅଧିକ।...

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍ କରୁଣାନିଧି ଗୁରୁତର ଅସୁସ୍ଥ

ଓଡ଼ିଶାଲାଇଭ୍‌ ବ୍ୟୁରୋ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌ କରୁଣାନିଧି ଗୁରୁତର ଅସୁସ୍ଥ। ବୟସାଧିକ ଯୋଗୁଁ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ୯୪ବର୍ଷୀୟ ଏମ୍‌ କରୁଣାନିଧି। ଗତକାଲି ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଦ୍ରୁତ ଗତିରେ ଅବନ୍ନତି...

ଆଜି ଦୃଶ୍ୟମାନ ହେବ ବ୍ଲଡ୍-ମୁନ୍ – ଶତାବ୍ଦୀର ଏକ ବିରଳ ମହାଜାଗତିକ ଘଟଣା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ରାତିରେ ଦେଖିବାକୁ ମିଳିବ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ। ଏକ ଘଣ୍ଟା ତେୟାଳିଶି ମିନିଟ୍‌ର ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ଆଜି ଦୃଶ୍ୟମାନ ହେବ ରକ୍ତବର୍ଣ୍ଣ ଚନ୍ଦ୍ର ବା ବ୍ଲଡ୍-ମୁନ୍। ଚଳିତ ଶତାଦ୍ଦୀର ଏକ...

ଆଟାଚ କଲା ନାକେଦମ – ବୋମା ସନ୍ଦେହରେ ଘଣ୍ଟାଏ କାଳ ହନ୍ତସନ୍ତ ହେଲେ ଟ୍ରେନ୍‌ ଯାତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୋଟିଏ ଆଟାଚ ଯୋଗୁଁ ହନ୍ତସନ୍ତ ହେଲେ ଟ୍ରେନ୍‌ ଯାତ୍ରୀ। ଶୁକ୍ରବାରଦିନ ପ୍ରାୟ ୧୧ଟା ବେଳେ ପୁରୀ ନିକଟସ୍ଥ ବୀରପୁରୁଷୋତ୍ତମପୁର ରେଳବାଇ ଗେଟ୍‌ ନିକଟସ୍ଥ ରେଲେଓ୍ଵ ଟ୍ରାକ୍‌ରେ ଏକ ସନ୍ଧିଗ୍ଧ ଆଟାଚ୍‌ ପଡ଼ିଥିଲା।...

ଶ୍ରୀମନ୍ଦିର ସେବାୟତ ଭଜିଲେ – ଶଙ୍କରାଚାର୍ଯ୍ୟ ଶରଣମ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୁଷାନୁକ୍ରମିକ ସେବାସ୍ୱତ୍ୱ ଅଧିକାରର ସୁରକ୍ଷା ପାଇଁ ଶଙ୍କରାଚାର୍ଯ୍ୟଙ୍କ ଶରଣାପନ୍ନ ହୋଇଛନ୍ତି ଶ୍ରୀଜଗନ୍ନାଥ ମନ୍ଦିର ସେବକ। ବଂଶାନୁକ୍ରମିକ ସେବା ବନ୍ଦ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ସେବାୟତମାନେ ସନାତନ ଧର୍ମର ପ୍ରାଣ ପ୍ରତିଷ୍ଠାତା ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ...