ରାଜ୍ୟରେ ବନ୍ୟା ଆଶଙ୍କା ଟଳିଲା, ସୂଚନା ଦେଲେ ଏସଆରସି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ବନ୍ୟା ସ୍ଥିତି ଆଉ ନାହିଁ। ଗତ ୨୪ଘଣ୍ଟା ଭିତରେ ବର୍ଷା କମ୍ ହୋଇଥବାରୁ ବିଭିନ୍ନ ନଦୀରେ ଜଳସ୍ତର କମିଛି। ଏନେଇ ସ୍ପେଶାଲ ରିଲିଫ କମିଶନର ବିଷ୍ଣୁପଦ ସେଠୀ ସ୍ପଷ୍ଟ କରିଛନ୍ତି।
“ଗତ...
ଡେଲିଉଡ୍ ମିସ୍ ଇଣ୍ଡିଆ ଟାଇଟଲ ଜିତିଲେ ଓଡ଼ିଆ ଝିଅ ଋତୁ ସନ୍ତୁକା
ଓଡ଼ିଶାଲାଇଭ୍ ବ୍ୟୁରୋ
ଡେଲିଉଡ୍ ମିଷ୍ଟର-ମିସେସ୍ ଏବଂ ମିସ୍ ଇଣ୍ଡିଆ ପ୍ରତିଯୋଗିତା-୨୦୧୮ରେ ଟାଇଟଲ ବିଜୟିନୀ ହୋଇଛନ୍ତି ଓଡ଼ିଆ ଝିଅ ଋତୁ ସନ୍ତୁକା।
ବିଉଟି ପ୍ୟାଜେଣ୍ଟ କ୍ଷେତ୍ରରେ ଓଡ଼ିଶାକୁ ଗୋଟିଏ ପରେ ଗୋଟିଏ ଟାଇଟଲ ମିଳୁଥିବା ବେଳେ ଏବେ...
ରଣବୀର ସିଂହଙ୍କ ଲଭ୍ ଓ ଷ୍ଟ୍ରଗଲ୍ ଲାଇଫ୍ ବିଷୟରେ ଜାଣନ୍ତି କି?
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ରଣବୀର ସିଂହ ଅନେକ ସମୟରେ ନିଜର ଆଫେଆର୍କୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଆସନ୍ତୁ ନଜର ପକାଇବା କେଉଁମାନଙ୍କ ସହିତ ରଣବୀରଙ୍କ ଆଫେଆର୍ ବେଶ୍ ଚର୍ଚ୍ଚିତ ହୋଇଥିଲା...
ଆହନା ଦେଓଲ୍
ସ୍ୱପ୍ନ ସୁନ୍ଦରୀ ହେମା...
କାମେଗୌଡ଼ାଙ୍କ ପାଖରେ ହାର୍ ମାନିଛି ବୟସ – ୪୦ ବର୍ଷରେ ଖୋଳିଲେଣି ୧୪ ପୋଖରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମନରେ ଦୃଢ଼ ଇଚ୍ଛା ଶକ୍ତି ଥିଲେ ବୟସ ପ୍ରତିବନ୍ଧକ ସାଜେନି। ପରିବେଶ ସୁରକ୍ଷା ସାଙ୍ଗକୁ ଜଳ ଉତ୍ସ ସୃଷ୍ଟି କରିବା ଲକ୍ଷ୍ୟରେ କର୍ଣ୍ଣାଟକର କେରେ କାମେଗୌଡ଼ା ଏକାକୀ ୧୪ଟି ପୋଖରୀ ଖୋଳି...
ସନ୍ଧ୍ୟା ୫ଟାରୁ ଓଡ଼ିଶାଲାଇଭରେ ପୁରୀରୁ ‘ଅଧରନୀତି’ର ସିଧାପ୍ରସାରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାଲାଇଭ୍ ୟୁଟ୍ୟୁବ୍ ଏବଂ ସୋସିଆଲ୍ ଚ୍ୟାନେଲ୍ରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା, ବାହୁଡ଼ା ଏବଂ ସୁନାବେଶର ସିଧାପ୍ରସାରଣ କରାଯିବା ପରେ ମଙ୍ଗଳବାର (୨୪ ଜୁଲାଇ)ରେ ଅଧରନୀତିର ସିଧାପ୍ରସାରଣ କରାଯିବ। ଓଡ଼ିଶା ତଥା ଦେଶ ବିଦେଶର...
ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କଲେ ଲକ୍ଷ ଲକ୍ଷ ଭକ୍ତ, ଆଜି ଅଧରପଣା
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=wxHPET88AOk]
ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ମହାପ୍ରଭୁ ସୁନାବେଶରେ ଦର୍ଶନ ଦେଇଛନ୍ତି। ମହାପ୍ରଭୁଙ୍କର ଏହି ଦୁର୍ଲ୍ଲଭ ବେଶ ଦେଖିବା ପାଇଁ ଶ୍ରୀକ୍ଷେତ୍ର ପୁରୀ ଆଜି ଜନସମୁଦ୍ରରେ ପରିଣତ ହୋଇଯାଇଥିଲା। ଶ୍ରୀଜଗନ୍ନାଥ, ବଳଭଦ୍ର ଓ...
ଦେଶ ବିରୋଧୀ ମେସେଜ୍ ପଠାଇବା ହେଲା କାଳ, ଜେଲ୍ରେ ‘ହ୍ୱାଟ୍ସଆପ୍ ଗ୍ରୁପ୍’ ଆଡମିନିଷ୍ଟ୍ରେଟର
ଓଡ଼ିଶାଲାଇଭ୍ ବ୍ୟୁରୋ
ହ୍ୱାଟ୍ସଆପ୍ ଗ୍ରୁପ୍ରେ ଦେଶ ବିରୋଧୀ ମ୍ୟାସେଜ ପଠାଇବା ଅଭିଯୋଗରେ ମଧ୍ୟପ୍ରଦେଶର ଏକ ହ୍ୱାଟ୍ସଆପ୍ ଗ୍ରୁପ୍ର ଆଡମିନଷ୍ଟ୍ରେଟର ଜୁନେଦ ଖାନ୍ ୫ ବର୍ଷ ହେଲା ଜେଲ୍ ଯାଇଛନ୍ତି।
ପିଲା ଚୋରି ଗୁଜବ ସଂପର୍କିତ ମେସେଜ୍କୁ କେନ୍ଦ୍ର...
ବଢ଼ୁଛି ନଦୀ – ଚାଷ ଜମି ଜଳମଗ୍ନ, ରାସ୍ତାରେ ଚାଲୁଛି ବନ୍ୟା ପାଣି
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁଇ ଦିନର ଲଗାଣ ବର୍ଷାରେ ମହାନଦୀରେ ଆସିଛି ବନ୍ୟା। ବିଭିନ୍ନ ସ୍ଥାନରେ ମହାନଦୀ ପାଣି ବିପଦ ସଙ୍କେତ ଛୁଇଁଥିବା ବେଳେ ଆଉି କିଛି ସ୍ଥାନରେ ଚାଷଜମି ଓ ରାସ୍ତା ଜଳମଗ୍ନ ହୋଇଯାଇଛି।...
ଜୁଲାଇ ୨୬ରେ ଗୁରୁପ୍ରିୟା ସେତୁର ଲୋକାର୍ପଣ, ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଲକାନଗିରି ଏବଂ ଚିତ୍ରକୋଣ୍ଡାବାସୀଙ୍କ ପାଇଁ ଖୁସି ଖବର। ଜୁଲାଇ ୨୬ରେ ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁର ଲୋକାର୍ପଣ ହେବ। ଏହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁରୁପ୍ରିୟା ସେତୁ ଲୋକାର୍ପଣ...
ପଟ୍ଟାମୁଣ୍ଡାଇରେ ଅଘଟଣ – ରଥ ଚକା ତଳେ ପ୍ରାଣ ହରାଇଲେ ଶ୍ରଦ୍ଧାଳୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ାଯାତ୍ରା ବେଳେ ଘଟିଛି ଅଘଟଣ। ରଥ ଚକା ତଳେ ପଡ଼ିଯାଇ ଜଣେ ଶ୍ରଦ୍ଧାଳୁ ପ୍ରାଣ ହରାଇଥିବା ଜଣାପଡ଼ିଛି। ମୃତକ ଜଣକ ହେଉଛନ୍ତି ନିରାକର ଜେନା (୬୦)। ତାଙ୍କ ଘର...





















