ଚିଲିକା ମଝିରେ ବୁଡ଼ିଗଲା ଦେଶୀ ଡଙ୍ଗା: ୨ ମୃତ, ୨ ନିଖୋଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶୀ ଡଙ୍ଗାରେ ବାଲୁଗାଁ ଫେରୁଥିଲେ ୧୬ ଯାତ୍ରୀ ଚିଲିକା ମଝିରେ ମାଡ଼ି ଆସିଲା ମେଘ ପବନ ଭାରସାମ୍ୟ ହରାଇଲା ଡଙ୍ଗା ୧୬ ଜଣ ଯାତ୍ରୀ ଚିଲିକାରେ ବୁଡ଼ି ଯାଇଥିଲେ ଦମକଳ,...

ଦିଲ୍ଲୀରେ ଚାରି ମୁଖ୍ୟମନ୍ତ୍ରୀ ଏକାଠି, କେଜରିୱାଲଙ୍କ ଧାରଣାକୁ କଲେ ସମର୍ଥନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିଲ୍ଲୀରେ ଚାରି ରାଜ୍ୟର ମୁଖ୍ୟମନ୍ତ୍ରୀ ଏକାଠି ହୋଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଧାରଣାକୁ ସମର୍ଥନ କରିଛନ୍ତି। ଆନ୍ଧ୍ର ଭବନରେ ଚାରି ମୁଖ୍ୟମନ୍ତ୍ରୀ ଏକାଠି ହେବା ନେଇ ଜାତୀୟ ରାଜନୀତିରେ ଆଲୋଡ଼ନ...

ଚିଲିକାରେ ଓଲଟିଲା ଡଙ୍ଗା: ୧ ମୃତ, ୩ ନିଖୋଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚିଲିକାରେ ଶନିବାର ଅପରାହ୍ଣରେ ଅଘଟଣ ଘଟିଛି। ଡଙ୍ଗା ବୁଡ଼ିଯିବାରୁ ୧୬ ଜଣ ଯାତ୍ରୀ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩ ଜଣ ନିଖୋଜ ଅଛନ୍ତି। ଉଦ୍ଧାର...

ପ୍ରତି ଜିଲ୍ଲାରେ ପ୍ରତିଷ୍ଠା ହେବ ଆଦର୍ଶ ଥାନା: ପୋଲିସ ଡିଜି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଗଷ୍ଟ ୧୫ ସୁଦ୍ଧା ଆଦର୍ଶ ଥାନାର ଚୂଡ଼ାନ୍ତ ରୂପରେଖ ଶେଷ କରିବାକୁ ପୋଲିସ ଡିଜି ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ସବୁ ଜିଲ୍ଲାରେ ପ୍ରତିଷ୍ଠା ହେବ ଆଦର୍ଶ ଥାନା। ରାଜ୍ୟବାସୀଙ୍କ ଆବଶ୍ୟକତା ପୂରା...

ଏସ୍ଆଇଟି ବୈଠକରେ ଉଦବେଗ: ମାଓବାଦୀଙ୍କ ପାଖରେ ରହିଛି କଳାଧନ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟରେ ଚାଲିଥିବା ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍ (ଏସ୍‌ଆଇଟି)ର ବୈଠକ ଶେଷ ହୋଇଛି। ଏହି ବୈଠକରେ କଳାଧନ ସମ୍ପର୍କରେ ଆଲୋଚନା ହୋଇଥିଲା। ମାଓବାଦୀଙ୍କଠାରୁ ବିପୁଳ କଳାଧନ ଜବତ ହେଉଥିବାରୁ ବୈଠକରେ ଉଦବେଗ ପ୍ରକାଶ...

‘ସ୍ମାଇଲ୍ ବ୍ୟାଣ୍ଡ୍’ ଫେମ୍ ଶାନ୍ତନୁ କେବଳ ଗାୟକ କି ସଙ୍ଗୀତକାର ନୁହଁନ୍ତି, ଏବେ ପ୍ରଯୋଜକ ବି

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଏବେକାର ଜଣେ ଚର୍ଚ୍ଚିତ କଣ୍ଠଶିଳ୍ପୀ ଓ ସଙ୍ଗୀତକାର ହେଲେ ଶାନ୍ତନୁ କୁମାର ସିଅ। ତାଙ୍କର ‘ସ୍ମାଇଲ୍ ବ୍ୟାଣ୍ଡ୍’ ନାମରେ ଏକ ବ୍ୟାଣ୍ଡ୍ ବି ଅଛି। ଆସନ୍ତୁ ଅଧିକ ଜାଣିବା ଶାନ୍ତନୁଙ୍କ...

କୋଲେଷ୍ଟ୍ରଲ କମାଏ ମକା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମକା ପୋଡ଼ା ହେଉ ବା ସିଝା ଉଭୟ ପାଟିକୁ ଖୁବ୍‌ ସ୍ୱାଦିଷ୍ଟ ଲାଗିଥାଏ। ମକା କେବଳ ଖାଇବାକୁ ଭଲ ଲାଗେ ତାହା ନୁହେଁ, ଏହା ଶରୀର ପାଇଁ ମଧ୍ୟ ଖୁବ୍ ଉପକାରୀ। ମକାରେ ଫୋଲିକ...

‘ମିଶନ-୧୨୦’ର ସମୀକ୍ଷା କରିବେ ଅମିତ ଶାହା

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଜୁଲାଇରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ୨୦୧୭ ସେପ୍ଟେମ୍ବର ମାସରେ ଓଡ଼ିଶା ନେତାଙ୍କୁ ଦେଇଥିବା ଟାସ୍କର ସମୀକ୍ଷା କରିବେ। ଜୁଲାଇ ମାସ ପ୍ରଥମ ସପ୍ତାହରେ ବିଜେପି ରାଷ୍ଟ୍ରୀୟ...

ମୌସୁମୀ ବାୟୁ ଦୁର୍ବଳ: ସପ୍ତାହେ ଯାଏଁ ବର୍ଷା ନାହିଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବର୍ଷାର ଦେଖା ନାହିଁ ଭୁବନେଶ୍ୱରରେ ତାପମାତ୍ରା ୪୦ ଡିଗ୍ରୀ ୨୪ ଘଣ୍ଟାରେ ତାପମାତ୍ରା ୪ ଡିଗ୍ରୀ ବୃଦ୍ଧି ଦୁଇଦିନ ହେଲା ଜୋରଦାର ତାତି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିଛି।...

ଭାରତ-ପାକିସ୍ତାନ ଭିତରେ ମିଠା ଦିଆନିଆ ବନ୍ଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜମ୍ମୁରେ ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦୂରତା ଦେଖାଦେଇଛି। ଇଦ୍‌ ଉପଲକ୍ଷେ ଚଳିତବର୍ଷ ଅଟାରି ସୀମାରେ ବିଏସ୍‌ଏଫ୍‌ ଓ ପାକିସ୍ତାନୀ ରେଞ୍ଜର୍ସଙ୍କ ମଧ୍ୟରେ ମିଠା ଅଦଳବଦଳ...