ମହାନଦୀ-ପୋଲାଭରମ୍ ପାଇଁ ବିଜେଡି ଗଢ଼ିଲା ଷ୍ଟିଅରିଂ କମିଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାନଦୀ ଏବଂ ପୋଲାଭରମ୍ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ବିଜେଡି ଗଠନ କରିଛି ଷ୍ଟିଅରିଂ କମିଟି। ମହାନଦୀ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ବିଜେଡି ଗଠନ କରିଛି ଷ୍ଟିଅରିଂ କମିଟି। ଏହି କମିଟିରେ...

ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ଗାଡ଼ିକୁ ବୋମାମାଡ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ଗାଡ଼ିକୁ ବୋମାମାଡ଼ ହୋଇଛି। ଗଁଦିଆ ବ୍ଲକର ଠାକୁରପାଳ ଛକରେ ଦୁଇ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ନବୀନଙ୍କ ଗାଡ଼ିକୁ ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ତେବେ...

ମହିଳାଙ୍କୁ ଛୁଇଁଲେ ଲାଗିବ ୨୪ ଭୋଲ୍ଟ ଝଟକା: ବଜାରକୁ ଆସୁଛି ନୂଆ ଜ୍ୟାକେଟ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହିଳାମାନଙ୍କ ସହ ଅସଦାଚରଣ କରୁଛନ୍ତି କି? ତେବେ ସାବଧାନ ହୋଇଯାନ୍ତୁ। ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ଆସୁଛି ଜ୍ୟାକେଟ୍‌। ଯାହାକୁ ଛୁଇଁଲେ ଲାଗିବ ୨୪ଭୋଲ୍ଟର ଝଟକା। ଆଜିକାଲି ଦେଶର ବିଭିନ୍ନ ଯାଗାରେ ମହିଳାମାନଙ୍କ ସହ...

ତେଜିଲା ରତ୍ନଭଣ୍ଡାର ଚାବି ହଜିବା ବିବାଦ: ବିଚାର ବିଭାଗୀୟ ତଦନ୍ତକୁ ଲୋକଦେଖାଣିଆ କହିଲେ ବିରୋଧୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ତାତିଛନ୍ତି ବିରୋଧୀ। ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ଆଦେଶ ଦେଇଥିଲେ ମଧ୍ୟ ଏହାକୁ ଗ୍ରହଣ କରୁ ନାହାନ୍ତି ବିରୋଧୀ। ବିଚାରବିଭାଗୀୟ...

ରାତାରାତି ଷ୍ଟାର ପାଲଟିଲେ ଡ୍ୟାନ୍ସିଂ ଅଙ୍କଲ: ପ୍ରଫେସରରୁ ବ୍ରାଣ୍ଡ୍ ଆମ୍ବାସଡର

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାତାରାତି ସେଲିବ୍ରିଟି ପାଲଟିଯାଇଥିବା ‘ଡ୍ୟାନ୍ସିଂ ଅଙ୍କଲ'ଙ୍କୁ ମଧ୍ୟ ପ୍ରଦେଶ ଭିଦିଶା ମୁନିସିପାଲଟି କର୍ପୋରେଶନର ବ୍ରାଣ୍ଡ୍ ଆମ୍ବାସଡର ଭାବେ ନିଯୁକ୍ତ କରାଯାଇଛି। ପେସାରେ ପ୍ରଫେସର୍ କିନ୍ତୁ ଡ୍ୟାନ୍ସ ତାଙ୍କ ମଚାଇଛି ଧୁମ୍। ରାତାରାତି ହୋଇଯାଇଛନ୍ତି...

ରତ୍ନଭଣ୍ଡାର ଚାବି ହଜିବା ନେଇ ରାଜ୍ୟ ସରକାରଙ୍କ ତତ୍ପରତା: ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ଏହି ଘଟଣାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚାବି ହଜିବା ଘଟଣାରେ ବିଚାର ବିଭାଗୀୟ...

ଆସୁଛି ଝଡ଼ତୋଫାନ: ୧୪ଟି ରାଜ୍ୟକୁ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଡ଼ି ଆସୁଛି ଝଡ଼ତୋଫାନ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ସମେତ ୧୪ଟି ରାଜ୍ୟକୁ ସତର୍କ ସୂଚନା ଦିଆଯାଇଛି। ଓଡିଶା ସମେତ ୧୪ଟି ରାଜ୍ୟରେ ଝଡବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ...

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଚକାଜାମ: ଟ୍ୱିନ ସିଟିରେ ଯାତ୍ରୀ ହନ୍ତସନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ତୈଳ ଦର ବୃଦ୍ଧିକୁ ନେଇ ସୋମବାର କଂଗ୍ରେସ ପକ୍ଷରୁ ଟ୍ୱିନ ସିଟି କଟକ ଓ ଭୁବନେଶ୍ୱରରେ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ଟାୟାର ଜାଳି...

ଓଲିଉଡ: ପ୍ରଥମ ପାଞ୍ଚ ମାସର ହିସାବ ନିକାଶ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ ୨୦୧୮ ବର୍ଷର ଇତିମଧ୍ୟରେ ପାଞ୍ଚଟି ମାସ ସରିଯାଇଛି। ଏହି ପାଞ୍ଚ ମାସ ଭିତରେ ମୋଟ୍ ୧୨ଟି ଓଡ଼ିଆ ସିନେମା ରିଲିଜ୍ ହୋଇଛି। ବର୍ଷର ପ୍ରଥମ ପାଞ୍ଚ ମାସ ବିତିଯାଇଛି। ଓଲିଉଡରେ କେତୋଟି ସିନେମା...

ବାଙ୍କୀରେ କଂଗ୍ରେସ ନେତା କିଏ? ରବି-ଦେବାଶିଷଙ୍କୁ ନେଇ ଅଡ଼ୁଆରେ କର୍ମୀ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଜିଲ୍ଲା ବାଙ୍କୀ ନିର୍ବାଚନମଣ୍ଡଳୀରେ ରବି ମଲ୍ଲିକ ଏବଂ ଦେବାଶିଷ ପଟ୍ଟନାୟକ ସମାନ୍ତରାଳ ସଭା କରୁଥିବାରୁ ଅଡ଼ୁଆରେ ପଡ଼ିଛନ୍ତି କର୍ମୀ। ବାଙ୍କୀ,(ଆଶିଷ ମହାପାତ୍ର): ପାଖେଇ ଆସୁଛି ୨୦୧୯ ନିର୍ବାଚନ। ୨୦୧୯ ପାଇଁ ଶାସକ...