ମୋଦି ପୁରୀରୁ ଲଢ଼ିବା ପ୍ରସଙ୍ଗ: ଅମିତ ଶାହା କହିଲେ, “ଏଯାଏଁ ଆସନ ସ୍ଥିର ହୋଇନି”

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ନିର୍ବାଚନରେ ପୁରୀରୁ ଲଢ଼ିବା ପ୍ରସଙ୍ଗରେ ମତ ଦେଇ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି ଏଯାଏଁ ଆସନ ସ୍ଥିର ହୋଇନି। ୨୦୧୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ...

ସିବିଏସଇ ପରୀକ୍ଷା ଫଳ ପ୍ରକାଶିତ: ୮୩.୦୧ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରକାଶ ପାଇଛି ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ଚଳିତ ବର୍ଷ ୮୩.୦୧ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୮୮.୩୧ ପ୍ରତିଶତ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ...

ମୋଦି ଦେଶର ବିକାଶ ନୁହେଁ, ବିନାଶ କରିବେ: କପିଲ ସିବଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୋଦି ସରକାରଙ୍କ ୪ବର୍ଷ ପୂର୍ତ୍ତି ଉପଲକ୍ଷେ କଂଗ୍ରେସ ପାଳୁଛି ବିଶ୍ଵାସଘାତ ଦିବସ। ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଥିବାବେଳେ ଅନ୍ୟପଟେ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ...

ଆଇପିଏଲ ଫାଇନାଲରେ ଚେନ୍ନାଇ-ହାଇଦ୍ରାବାଦ ଲଢ଼େଇ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦ୍ୱିତୀୟ କ୍ୱାଲିଫାୟର୍‌ରେ ହାଇଦ୍ରାବାଦ ୧୪ ରନ୍‌ରେ କୋଲ୍‌କାତା ନାଇଟ୍‌ ରାଇଡର୍ସକୁ ପରାସ୍ତ କରି ପରାଜୟ ଧାରାକୁ ଭାଙ୍ଗି ଦ୍ୱିତୀୟ ଥର ଫାଇନାଲ୍‌ରେ ପହଞ୍ଚିଛି। ଆଇପିଏଲ -୧୧ ଫାଇନାଲ୍‌ରେ ହେବ ଚେନ୍ନାଇ-ହାଇଦ୍ରାବାଦ ଟକ୍କର୍।  ଗତକାଲି...

ଚାକିରି କରିବ ପୋଲିସି ମାଛ ଖାଇବ ଇଲିସି

ଛନ୍ଦା ମିଶ୍ର ଗୋଟିଏ ପୋଲିସର ଜୀବନରେ ପ୍ରତି ପଦକ୍ଷେପ ଯେପରି କଣ୍ଟକମୟ ସେହିପରି ଇଲିସି ମାଛର ଦେହସାରା କଣ୍ଟା। ତେଣୁ ପୋଲିସ ସହିତ ଇଲିସିର ସମ୍ପର୍କ ନିବିଡ। ଦିନ ତିନିଟା ବେଳ। ଏ ଜି ଛକରେ...

ଓଲିଉଡର ତିନି ଟପ୍ ହିରୋଇନ୍ ଦୁଇଜଣ ନ୍ୟୁକମରଙ୍କ ସହ କରିଛନ୍ତି ରୋମାନ୍ସ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡ ଭଳି ଓଲିଉଡରେ ବି ଟପ୍ ହିରୋଇନ୍‌ମାନେ ନ୍ୟୁକମରଙ୍କ ଅପୋଜିଟରେ କାମ କରିବାକୁ ସହଜରେ ରାଜି ହୋଇନଥାନ୍ତି। କିନ୍ତୁ ବେଳେବେଳେ ଏଥିରେ ବ୍ୟତିକ୍ରମ ବି ଘଟିଛି। ଆସନ୍ତୁ ଜାଣିବା ଏଯାବତ୍ କେଉଁ...

ଓଜନ କମାଇବାକୁ ଚାହୁଁଛନ୍ତି କି? ଖାଆନ୍ତୁ ତରଭୁଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗ୍ରୀଷ୍ମ ଋତୁରେ ତରଭୁଜ ଖାଇଲେ ଶରୀର ସତେଜ ରହେ। ଏଥିରେ ଥିବା ୯୨ ପ୍ରତିଶତ ଜଳୀୟ ଅଂଶ ଗରମରୁ ଆରାମ ଦେଇଥାଏ। ଏହାଛଡ଼ା ତରଭୁଜର ଆହୁରି ଅନେକ ଔଷଧୀୟ ଗୁଣ ମଧ୍ୟ...

ଦାମିକା ସେଟ୍ ପାଇଁ ଚର୍ଚ୍ଚାରେ ଏହିସବୁ ହିନ୍ଦୀ ସିନେମା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡରେ ଏଭଳି ଅନେକ ସିନେମା ନିର୍ମିତ ହୋଇଛି, ଯାହା କେବଳ କାହାଣୀ ବା ସଙ୍ଗୀତ ପାଇଁ ନୁହେଁ, ବରଂ ସୁଟିଂ ସେଟ୍ ପାଇଁ ଚର୍ଚ୍ଚାରେ ରହିଛି। ଆସନ୍ତୁ ଜାଣିବା କେଉଁ ବଲିଉଡ...

ତୃତୀୟ ତ୍ରୟମାସରେ ଗର୍ଭବତୀ ମାଆର ଶରୀରରେ ପରିବର୍ତ୍ତନ ଓ ଯତ୍ନ

ଡାକ୍ତର ସରୋଜିନୀ ଷଡ଼ଙ୍ଗୀ ଶେଷ ତ୍ରୟମାସ ଗର୍ଭବତୀ ମାଆ ଓ ଗର୍ଭସ୍ଥ ଶିଶୁ ଲାଗି ଅତି ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ ଏହି ସମୟରେ ମାଆର ଶରୀରର  ପରିବର୍ତ୍ତନ ବାବଦରେ ଜାଣିବା ଓ ନିରାପଦ ମାତୃତ୍ୱ ଲାଗି...

ଦୋଛକିରେ ମାଲକାନଗିରିର ‘କୁରୁବ’ ଗ୍ରାମବାସୀ! ଲାଲବାହିନୀର ନାଲିଆଖି, ପୋଲିସର ନାଲିକୋଠା ଧମକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଓବାଦୀଙ୍କ ଭୟ ଏବଂ ପୋଲିସର ନାଲିକୋଠା ଧମକରେ ସନ୍ତୁଳି ହେଉଛନ୍ତି ମାଓ ଅଧ୍ୟୁଷିତ ଜିଲ୍ଲା ମାଲକାନଗିରିର କୁରୁବ ଗାଁର ଲୋକେ। ଗୋଟିଏ ପଟେ ଲାଲବାହିନୀର ନାଲିଆଖି। ଅନ୍ୟପଟେ ପୋଲିସ ଭୟ। ଏମିତି ଦୁର୍ବିସହ...