ନାବାଳିକାଙ୍କୁ ସୁରକ୍ଷା ଚିନ୍ତା: ବିଧାନସଭାରେ ସରକାର ରଖିଲେ ଉତ୍ତର, ବିରୋଧୀଙ୍କ ଅସନ୍ତୋଷ
ଓଡ଼ିଶାଲାଇଭ୍ ବ୍ୟୁରୋ
ନାବାଳିକା ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ। ଏହି ଅଧ୍ୟାଦେଶ ଉପରେ ରାଷ୍ଟ୍ରପତି ମୋହର ମାରିଥିଲେ ମଧ୍ୟ ନାବାଳିକା ଦୁଷ୍କର୍ମ ଘଟଣାରେ ପଡ଼ୁନି ପୂର୍ଣ୍ଣଛେଦ। କଟକ ଜିଲ୍ଲା ସାଲେପୁର ପୀଡ଼ିତାଙ୍କୁ ନେଇ ଚାରିଆଡ଼େ ଉଦ୍ବେଗ ପ୍ରକାଶ...
ବୁଧବାରଠାରୁ ଖରା ଛୁଟି, ଜୁନ୍ ୧୮ ଯାଏଁ ବନ୍ଦ ରହିବ ସ୍କୁଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖରାର ପ୍ରକୋପ ବଢ଼ୁଥିବାରୁ ସରକାର ଆଗୁଆ ଖରା ଛୁଟି ଘୋଷଣା କରିଛନ୍ତି। ୨୫ ତାରିଖରୁ ଜୁନ୍ ୧୮ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ।
ଖରାର ପ୍ରକୋପ ବଢ଼ୁଥିବାରୁ ସରକାର ରାଜ୍ୟର ସମସ୍ତ...
ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ବଢ଼ିଲା ୨ ପ୍ରତିଶତ ମହଙ୍ଗା ଭତ୍ତା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୨ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଅଜିର ବୃଦ୍ଧି ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା...
ନିଶା ଦେଇ ମହିଳାଙ୍କ ଭିଡିଓ ଭାଇରାଲ କଲେ ମନ୍ଦିର ପୂଜକ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ୱରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଋଣ ଦେବା ନାଁରେ ମନ୍ଦିର ପୂଜକ ଜଣେ ମହିଳାଙ୍କୁ ନିଶା ଦେଇ ତାଙ୍କ ଭିଡିଓ ଭାଇରାଲ କରିଥିବା ଅଭିଯୋଗ ହୋଇଛି। ନ୍ୟାୟ ପାଇଁ...
ଡୁପ୍ଲିକେଟ୍ ମାଧୁରୀଙ୍କ ପ୍ରେମରେ ମନୋଜ ପ୍ରଭାକର
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡରେ ଡୁପ୍ଲିକେଟ୍ ମାଧୁରୀ କୁହାଯାଉଥିବା ଫରହୀନଙ୍କ ସହ କ୍ରିକେଟର ମନୋଜ ପ୍ରଭାକରଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା।
ବଲିଉଡରେ ଧକ୍ ଧକ୍ ଗାର୍ଲ ମାଧୁରୀ ଦିକ୍ଷିତ ରାଜ୍ କରୁଥିବା ବେଳେ ତାଙ୍କ ଭଳି ଦେଖାଯାଉଥିବା...
ପିତରି ପ୍ରୀତିମାପନ୍ନେ…
ରବୀନ୍ଦ୍ର ନାରାୟଣ ମିଶ୍ର
ପିତାମାତା ସନ୍ତୁଷ୍ଟ ହେଲେ ସବୁ ଦେବତା ସନ୍ତୁଷ୍ଟ ହୋଇଯାଆନ୍ତି। ତେଣୁ ଦେବତାମାନଙ୍କର ଆଶୀର୍ବାଦ ଲାଭ କରିବା ପାଇଁ ପିତାମାତାଙ୍କୁ ସନ୍ତୁଷ୍ଟ କରିବା ସନ୍ତାନର କର୍ତ୍ତବ୍ୟ।
ସଂସ୍କୃତରେ ଗୋଟିଏ ସୁନ୍ଦର ବାକ୍ୟ ଅଛି-...
ଫେବ୍ରୁଆରି ୨୩ରେ ଫୁଟିଥିଲା ପାର୍ସଲ ବୋମା, ଏପ୍ରିଲ ୨୩ରେ ମାଷ୍ଟରମାଇଣ୍ଡର ଖୋଲିଲା ମୁଖା
ଓଡ଼ିଶାଲାଇଭ୍ ବ୍ୟୁରୋ
୬୦ ଦିନ ପରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ପର୍ଦ୍ଦାଫାଶ କରିଛି କ୍ରାଇମବ୍ରାଞ୍ଚ। ଏହି ରହସ୍ୟ ରୋମାଞ୍ଚଭରା କହାଣୀ କେମିତି ଘଟିଥିଲା ପଢ଼ନ୍ତୁ ପୂରା ରିପୋର୍ଟ।
ସୌମ୍ୟ-ରିମାଙ୍କ ସଂସାର...
ଆଇପିଏଲ୍ରେ ଯୁବ ଖେଳାଳିଙ୍କ ଅପେକ୍ଷା ସିନିୟରଙ୍କ ଜଲୱା ବେଶୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚାଲିଛି ଆଇପିଏଲ ମହାସମର। ଟି-ଟ୍ଵେଣ୍ଟି ଫଟାଫଟ କ୍ରିକେଟର ମଜା ନେବା ପାଇଁ ଷ୍ଟାଡିୟମରେ ଖଚାଖଚ ଭିଡ଼। ଚୌକା ଓ ଛକା ବର୍ଷା ଭିତରେ ଚିୟରଗାର୍ଲଙ୍କ ଡ୍ୟାନ୍ସ ଦର୍ଶକଙ୍କୁ ଆଇପିଏଲ ରୋମାଞ୍ଚରେ ମଜ୍ଜିବା...
ବ୍ଲଡ ପ୍ରେସର କମାଏ ଆଳୁ ଚୋପା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଳୁ ଚୋପା ଫୋପାଡ଼ୁଛନ୍ତି କି? ଆଗକୁ ଏଭଳି କରନ୍ତୁ ନାହିଁ। ବିଭିନ୍ନ ରୋଗକୁ ଉପଶମ କରିବାର କ୍ଷମତା ଆଳୁ ଚୋପାରେ ଭରି ରହିଛି ବୋଲି ଏକ ଗବେଷଣାରୁ ଜଣାପଡ଼ିଛି।
ଘରେ ଘରେ ଆଳୁର...
‘ବ୍ଲାକମେଲ୍’ କରିବେ ଓଲିଉଡ ନାୟିକା ତମନ୍ନା
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ
'ନିଝୁମ୍ ରାତିର ସାଥୀ' ଓ 'ଏକ୍ସକ୍ୟୁଜ୍ ମି କଣ କଲା ସେ' ଭଳି ସିନେମାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ତମନ୍ନା ‘ବ୍ଲାକମେଲ୍’ କରିବାକୁ ଯାଉଛନ୍ତି।
ଅଳ୍ପ ଦିନରେ ଓଲିଉଡ଼ରେ...





















