ଆଜିର ବଡ଼ ଖବର (୨୪ ଏପ୍ରିଲ ୨୦୧୮)

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ ଚାହୁଁଥିଲେ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍‌ର 'ଆଜିର ବଡ଼ ଖବର'। ବିଶ୍ୱକପ୍ ୨୦୧୯: ଜୁନ୍‌ ୧୬ରେ ପାକିସ୍ତାନକୁ ଭେଟିବ ଟିମ୍‌ ଇଣ୍ଡିଆ ୨୦୧୯ ମେ' ୩୦ରୁ...

ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଜାମିନ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଓଡ଼ିଶା ହାଇକୋର୍ଟରୁ ଜାମିନ୍ ମିଳିଛି। ସେ ଏବେ ବି କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ମିଳିଲା ଜାମିନ୍। ଓଡ଼ିଶା ହାଇକୋର୍ଟ ପ୍ରଭାତଙ୍କୁ...

କାହିଁକି ୨୪ ତାରିଖ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପାଇଁ ଶୁଭ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ହେଉଛି ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ମାଷ୍ଟରବ୍ଲାଷ୍ଟର୍‌ ୪୫ତମ ଜନ୍ମଦିବସ। ସଚିନ ତେନ୍ଦୁଲକର ଓ ୨୪ ତାରିଖ ମଧ୍ୟରେ ଖାସ୍ ସମ୍ପର୍କ ରହିଛି। କେବଳ ଯେ ଏହି ତାରିଖରେ ସଚିନ୍...

ପାର୍ସଲ ବୋମା ଘଟଣାର ପର୍ଦ୍ଦାଫାସ ପରେ ରିମାଙ୍କ କ୍ଷୋଭ: ମୋ ସଂସାର ଯିଏ ଭାଙ୍ଗିଛି ତା’ ସଂସାର ସେମିତି...

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲାଙ୍ଗୀର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ରହସ୍ୟ ଉନ୍ମୋଚନ କରିବାରେ ସମର୍ଥ ହୋଇଛି କ୍ରାଇମବ୍ରାଞ୍ଚ ଟିମ୍। ଘଟଣାର ମାଷ୍ଟରମାଇଣ୍ଡ ହେଉଛନ୍ତି ଭଇଁସା କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର। ବହୁଚର୍ଚ୍ଚିତ ବଲାଙ୍ଗୀର...

ପାର୍ସଲ ବୋମା ବିସ୍ଫୋରଣ ମାମଲା: ଶେଷରେ ଧରାପଡ଼ିଲା ମୁଖ୍ୟ ଆସାମୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବହୁଚର୍ଚ୍ଚିତ ବଲାଙ୍ଗୀର ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ହେଉଛନ୍ତି ଅଧ୍ୟାପକ ପୁଞ୍ଜିଲାଲ ମେହେର। ବହୁଦିନର ଖୋଳତାଡ଼ ପରେ ଭଇଁସା କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର ହିଁ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ବୋଲି କହିଛି...

ମାୟାବନ୍ଧନ

ରବୀନ୍ଦ୍ର ନାରାୟଣ ମିଶ୍ର ହାତଗଣ୍ଠି ପଡ଼ିବା ପରେ ଜଣକର ଦୁଃଖକଷ୍ଟ ଆଉ ଜଣକୁ ଭୋଗିବାକୁ ଆରମ୍ଭ କଲା। ଯେଉଁ ମୁହୂର୍ତ୍ତରୁ ହାତଗଣ୍ଠି ପଡ଼ିଲା, ବନ୍ଧନ ହୋଇଗଲା, ମାୟା ଆରମ୍ଭ ହେଲା। ଏହାକୁ କହନ୍ତି ମାୟାବନ୍ଧନ। ଦୁଇଜଣ...

ରୂପେଲି ପରଦାର ମୋହ ଛାଡ଼ି ଯଲିଉଡ଼ରେ ରାଜ କରୁଛନ୍ତି ପୀୟୁଷ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବେଶ୍ କେତୋଟି ଯାତ୍ରାନାଟକରେ ସଫଳ ଅଭିନୟ କରି ଯଲିଉଡ଼ର ଜଣେ ନାମୀ କଳାକାର ଭାବେ ପରିଚିତ ହୋଇଛନ୍ତି ପୀୟୁଷ । ଯାତ୍ରାରେ ମିଳିଛି କେତେବେଳେ ନାୟକ ତ ପୁଣି କେତେବେଳେ...

ସୌନ୍ଦର୍ଯ୍ୟ ବଢ଼ାଏ ସଜନା ଛୁଇଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତର ପ୍ରତ୍ୟେକ ପ୍ରାନ୍ତରେ ଦେଖାଯାଉଥିବା ସଜନା ଛୁଇଁ ପରିବାକୁ ନେଇ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ଦକ୍ଷିଣ ଭାରତରେ ଏହାର ଲୋକପ୍ରିୟତା ସର୍ବାଧିକ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ନିୟମିତ ତରକାରିରେ ଏହାର...

ଷ୍ଟାରସନ୍ ବାବୁସାନଙ୍କ ଅବତାର! ରୋମିଓରୁ ସୁନ୍ଦରଗଡ଼ର ସଲମାନ ଖାନ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ  ଓଲିଉଡ଼ର ଷ୍ଟାରସନ୍‌ ବାବୁସାନ୍‌ ଜଣେ ଜନ୍ମଜାତ କଳାକାର। ସେ ପରଦାରେ ସୁନା ପିଲା ସାଜିଛନ୍ତି ଫିଲ୍ମ ‘ସୁନାପିଲା, ଟିକେ ସ୍କୃ ଢ଼ିଲା’ରେ। ଏବେ ସେ ଆସୁଛନ୍ତି ପୁଣି ଏକ ନୂଆ ରୂପରେ।...

ସୌନ୍ଦର୍ଯ୍ୟ ବଢ଼ାଏ ଖଜୁରି କୋଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖଜୁରି କୋଳି ଖାଇବାକୁ ଯେତିକି ସ୍ଵାଦିଷ୍ଟ ହୋଇଥାଏ, ତା’ଠାରୁ ଅଧିକ ଫାଇଦା ଶରୀର ପାଇଁ ରହିଥାଏ। ଖଜୁରି କୋଳିରେ ଆଇରନ୍, ମିନେରାଲ୍ସ, କ୍ୟାଲସିୟମ୍, ଫସଫରସ୍ ଓ ଭିଟାମିନ୍ ଭରପୁର ମାତ୍ରାରେ ରହିଥାଏ,...