ଆଜିଠୁ ଆଇପିଏଲ୍: ୫୧ଦିନ ଧରି ୮ଟି ଟିମ୍ ମଧ୍ୟରେ ହେବ ଟକ୍କର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠୁ ଖେଳାଯିବ ଆଇପିଏଲ୍ର ୧୧ଶ ସଂସ୍କରଣ। ୫୧ ଦିନ ଧରି ସାରାବିଶ୍ୱର କ୍ରିକେଟ୍ପ୍ରେମୀଙ୍କୁ ମିଳିବ ଫଟାଫଟ୍ କ୍ରିକେଟ ଟ୍ୱେଣ୍ଟି୨୦ର ମଜା। ଦେଶ ଓ ବିଦେଶରୁ ପ୍ରାୟ ୩୦୦ କ୍ରିକେଟର ଏହି ଲିଗ୍ରେ...
ଭାରତ ଖାତାରେ ଆଉ ଏକ ସ୍ୱର୍ଣ୍ଣ : ଭାରୋତ୍ତଳନରେ ସତୀଶ ଜିତିଲେ ସ୍ୱର୍ଣ୍ଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶନିବାର ଦିନ ଭାରତର ସତୀଶ କୁମାର ଶିବଲିଙ୍ଗମ୍ ୭୭ କେଜି ଭାର ଭାରୋତ୍ତଳନରେ ସ୍ୱର୍ଣ୍ଣ ପଦକ ଜିଣିଛନ୍ତି।
ଅଷ୍ଟ୍ରେଲିଆର ଗୋଲକୋଷ୍ଟରେ ଚାଲିଥିବା ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭ ଦିନଠୁ ଭାରତ...
ବଲିଉଡର ଏହି ଦୁଇ ନାୟିକାଙ୍କ ଶେଷ ଜୀବନ ଥିଲା ଯନ୍ତ୍ରଣାମୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡ କଳାକାରମାନେ ପରଦାରେ ବେଶ୍ ଧମାଲ୍ କରିଥାନ୍ତି। ସେମାନଙ୍କର ବ୍ୟକ୍ତିଗତ ଜୀବନ ବି ବିଳାସମୟ ବୋଲି ସାଧାରଣରେ ବିଶ୍ଵାସ ରହିଛି। ହେଲେ ଏମିତି କିଛି ବଲିଉଡ୍ ସେଲିବ୍ରିଟି ଅଛନ୍ତି, ଯେଉଁମାନେ ଅଭିନୟ...
ଆଜି ପେଟ୍ରୋଲ ଟାଙ୍କି ସମ୍ମୁଖରେ ପ୍ରତିବାଦ କରିବ ବିଜେଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ତୈଳ ଦର ବୃଦ୍ଧିକୁ ଦୃଢ଼ ବିରୋଧ କରି ବିଜେଡି ଆଜି ରାଜ୍ୟବ୍ୟାପି ପ୍ରତିବାଦ କରିବ। ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ପେଟ୍ରୋଲ ଟାଙ୍କି ସମ୍ମୁଖରେ ଛାତ୍ର ଓ ଯୁବ ବିଜେଡିର କର୍ମକର୍ତ୍ତାମାନେ...
ଯୋଧପୁର ଜେଲରେ କ’ଣ ଖାଇଲେ ସଲମାନ୍?
ଓଡ଼ିଶାଲାଇଭ୍ ବ୍ୟୁରୋ
କୃଷ୍ଣସାର ମୃଗ ଶିକାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଯୋଧପୁର ସେଣ୍ଟ୍ରାଲ ଜେଲ୍ରେ ଅଛନ୍ତି ବଲିଉଡ ଷ୍ଟାର ସଲମାନ୍ ଖାନ୍। ଶୁକ୍ରବାର ସଲମାନ୍ଙ୍କ ଜାମିନ ଆବେଦନ ଶୁଣାଣି ହୋଇ ନପାରିବାରୁ ତାଙ୍କୁ ଜେଲ୍ରେ ରହିବାକୁ...
ବଢ଼ିଲା ରତ୍ନଭଣ୍ଡାର ଚାବି ବିବାଦ, ତଦନ୍ତ ଦାବି କଲା ଦଇତାପତି ନିଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭିତର ରତ୍ନଭଣ୍ଡାରର ଚାବିକୁ ନେଇ ଏବେ ଅଡ଼ୁଆରେ ପଡ଼ିଛି ଶ୍ରୀମନ୍ଦିର ପ୍ରଶାସନ। ଚାବି କୁଆଡେ ଗଲା ଏବଂ କିଏ ନେଇଛି ତାର ରହସ୍ୟ ଉନ୍ମୋଚନ ହୋଇପାରୁ ନଥିବା ବେଳେ ଦଇତାପତି ନିଯୋଗ...
ଅମିତ ଶାହା କାହାକୁ କହିଲେ ସାପ-ନେଉଳ-କୁକୁର?
ଓଡ଼ିଶାଲାଇଭ୍ ବ୍ୟୁରୋ
୩୯ତମ ପ୍ରତିଷ୍ଠା ଦିବସ ଅବସରରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ବିରୋଧୀଙ୍କୁ କଟାକ୍ଷ କରିଛନ୍ତି। ମୁମ୍ବାଇ ରାଲିରେ ଯୋଗଦେଇ ବିରୋଧୀଙ୍କ ନାଁ ନନେଇ ବର୍ଷିଛନ୍ତି।
"ଯେତେବେଳେ ବନ୍ୟା ପାଣି ମାଡ଼ିଯାଏ ସେତେବେଳେ...
ଅମିତ ଶାହାଙ୍କ ମିଶନ୍-୧୨୦ ଗଣିତ: ହସରେ ଉଡ଼ାଇଲେ ନବୀନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅମିତ ଶାହାଙ୍କ ମିଶନ୍-୧୨୦ ଗଣିତ ଉପରେ ହସି ହସି ମନ୍ତବ୍ୟ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନଙ୍କ ଏହି ସ୍ମିତହାସ୍ୟ ମନ୍ତବ୍ୟ ସ୍ପଷ୍ଟ କରୁଛି ଯେ ୧୨୦ ମିଶନକୁ ସେତେଟା...
ପ୍ରତିରକ୍ଷା ମନ୍ତ୍ରାଳୟର ୱେବସାଇଟ୍ ହ୍ୟାକ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ହ୍ୟାକ୍ ହୋଇଛି ପ୍ରତିରକ୍ଷା ମନ୍ତ୍ରାଳୟର ୱେବସାଇଟ୍। ୱେବସାଇଟ୍ ଖୋଲିଲେ ହୋମ୍ ପେଜ୍ରେ ଚୀନ ଭାଷାରେ କିଛି ଲେଖାଯାଇଥିବା ଦେଖିବାକୁ ମିଳିଛି। ଚୀନ ହ୍ୟାକରମାନେ ୱେବସାଇଟ୍ ହ୍ୟାକ୍ କରିଥିବା ସନ୍ଦେହ କରାଯାଉଛି।
ପ୍ରତିରକ୍ଷା ବିଭାଗର...
ଶ୍ରୀମନ୍ଦିରର ରହସ୍ୟମୟ ରତ୍ନଭଣ୍ଡାର ସମ୍ପର୍କରେ ଜାଣନ୍ତୁ କିଛି ଅଜଣା କଥା
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=di3IvFuZDT8]
ରତ୍ନଭଣ୍ଡାରର ରହସ୍ୟକୁ ନେଇ ଏବେ ସବୁଠି ଚର୍ଚ୍ଚା। ରତ୍ନଭଣ୍ଡାର କ'ଣ ଏବଂ ଏହାର ରୂପରେଖ କେମିତି ତାହା ଜାଣିବା ପାଇଁ ଲକ୍ଷ ଲକ୍ଷ ଭକ୍ତ ଉତ୍କଣ୍ଠାର ସହ ଅପେକ୍ଷା କରି...





















