ଭୁଲରେ ବି ଡାଉନଲୋଡ କରିବେନି ଏହି ହ୍ୱାଟ୍ସଆପ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଗୁଲ ପ୍ଲେ ଷ୍ଟୋରରେ ମିଳୁଥିବା ଏକ ହ୍ୱାଟ୍ସଆପ୍ ଏବେ ଚର୍ଚ୍ଚାରେ। ଏହି ଆପଟି ଏକ ବିପଦପୂର୍ଣ୍ଣ ଆପ୍, ଏଣୁ ଏଥିରୁ ନିବୃତ୍ତ ରହିବା ପାଇଁ ଚେତାବନୀ ଦିଆଯାଇଛି। ଦୁନିଆ ଜାଣେ ହ୍ୱାଟ୍ସଆପ୍...
ଜୀବନ ହାରିବା ପରେ ବୃନ୍ଦାଙ୍କ ଘରକୁ ନେତାଙ୍କ ସୁଅ, ଉଠୁଛି ପଡ଼ୁଛି କଳାପାଣି ଗାଁ
(ଓଡ଼ିଶାଲାଇଭ୍ ବ୍ୟୁରୋ)
ମୃତଚାଷୀ ବୃନ୍ଦା ସାହୁଙ୍କୁ ନେଇ ରାଜନୀତି ଗୋଳିଆ
କଂଗ୍ରେସର ଦାବି ୨୦ ଲକ୍ଷ ଟଙ୍କାର ସହାୟତା
ବିଜେପି କହିଲା ବୃନ୍ଦା ସାହୁଙ୍କ ପୁଅ-ଝିଅ ପାଠପଢ଼ା ଆମେ ବୁଝିବୁ
ବିଜେଡିର ଦାବି...
ରାଉରକେଲା ପୋଲିସର ‘ମୋବାଇଲ୍ ଆପ୍’କୁ ଲୋକାର୍ପଣ କଲେ ଡିଜି
(ଓଡ଼ିଶାଲାଇଭ୍ ବ୍ୟୁରୋ)
ଲୋକଙ୍କୁ ଜରୁରିକାଳୀନ ସେବା ପ୍ରଦାନ ପାଇଁ ରାଉରକେଲା ପୋଲିସ ପକ୍ଷରୁ ଲୋକାର୍ପଣ କରାଯାଇଛି ସ୍ବତନ୍ତ୍ର 'ମୋବାଇଲ୍ ଆପ୍' ।
ରାଉରକେଲାବାସୀଙ୍କ ପାଇଁ ଖୁସି ଖବର। ଲୋକଙ୍କୁ ଜରୁରିକାଳୀନ ସେବା ପ୍ରଦାନ ପାଇଁ...
ଟ୍ରେନ୍ରୁ ଓହ୍ଲାଇ ପଡ଼ିଲେ ଜଜ୍: ମଲା ମୂଷା ଯୋଗୁଁ ବଗିରେ ହେଉଥିଲା ଦୁର୍ଗନ୍ଧ
(ଓଡ଼ିଶାଲାଇଭ୍ ବ୍ୟୁରୋ)
କୋଣାର୍କ ଏକ୍ସପ୍ରେସ୍ରେ ମଲା ମୂଷାର ଦୁର୍ଗନ୍ଧ। ଅତିଷ୍ଠ ହୋଇ ଟ୍ରେନ୍ରୁ ଓହ୍ଲାଇ ପଡ଼ିଲେ ଓଡ଼ିଶା ହାଇକୋର୍ଟ ବିଚାରପତି ବିଶ୍ବନାଥ ରଥ। ଏନେଇ ରେଳବାଇ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି। ପୂର୍ବତଟ...
ବିଜେପି ଟାର୍ଗେଟରେ ଅଫିସର, ବିଜେଡି କହିଲା ବିଜେପି ଭୟଭୀତ
(ଓଡ଼ିଶାଲାଇଭ୍ ବ୍ୟୁରୋ)
ଏବେ ନେତାଙ୍କ ବଦଳରେ ଓଡ଼ିଶା ବିଜେପି ଟାର୍ଗଟେ କରିଛି ଅଫିସରଙ୍କୁ। ଜିଲ୍ଲାପାଳ ଏବଂ ଏସ୍ପିଙ୍କୁ ସିଧାସଳଖ ନିଶାନା କରିଛନ୍ତି ରାଜ୍ୟ ବିଜେପି ନେତା। ଏମାନେ ଶାସକ ଦଳର ହାତବାରିସି ସାଜିଛନ୍ତି ବୋଲି...
କୁନ୍ଦୁଲି ଗଣଦୁଷ୍କର୍ମରେ ଯବାନଙ୍କ ଲିଙ୍କ! ଡିଜି ମନା କରିଥିଲେ, ବିଷ୍ଣୁ ଦାସ ଆଙ୍ଗୁଳି ଉଠାଇଲେ
(ଓଡ଼ିଶାଲାଇଭ୍ ବ୍ୟୁରୋ)
କୁନ୍ଦୁଲି ଗଣଦୁଷ୍କର୍ମରେ ଟୁଇଷ୍ଟ ଆସିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଅନ୍ଧାରରେ ବାଡ଼ି ବୁଲାଉଥିବା ବେଳେ ଏସ୍ଓଜି ଯବାନଙ୍କ ଉପରେ ଆଙ୍ଗୁଳି ଉଠାଇଛନ୍ତି ବିଜେଡି ଦଳିତ ମୋର୍ଚ୍ଚା ସଭାପତି ବିଷ୍ଣୁ ଦାସ।...
ହାତ ଯୋଡ଼ିଲେ ଦାମ, ଲକ୍ଷ୍ମୀଙ୍କୁ ନପୋଡ଼ିବାକୁ ନିବେଦନ
(ଓଡ଼ିଶାଲାଇଭ୍ ବ୍ୟୁରୋ)
ଚାଷୀଙ୍କୁ ହାତ ଯୋଡ଼ିଛନ୍ତି କୃଷି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ଲକ୍ଷ୍ମୀ ଠାକୁରାଣୀଙ୍କୁ ନପୋଡ଼ିବାକୁ ନିବେଦନ କରିଛନ୍ତି ଏହି ବରିଷ୍ଠ ନେତା।
ଚକଡ଼ା ପୋକକୁ ନେଇ ଚିନ୍ତାରେ ପଡ଼ିଛି ଚାଷୀ। ବରଗଡ଼ରୁ ରାୟଗଡା...
ମୋଦି ସରକାରଙ୍କୁ ‘କୌରବ ସେନା’ କହିଲେ ରାହୁଲ୍
(ଓଡ଼ିଶାଲାଇଭ୍ ବ୍ୟୁରୋ)
ନବସର୍ଜନ ଯାତ୍ରାର ତୃତୀୟ ଦିନରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ମୋଦି ସରକାର ଉପରେ ପୁଣି ବର୍ଷିଛନ୍ତି। ମୋଦି ସରକାରଙ୍କୁ କୌରବ ସେନା ଆଖ୍ୟା ଦେଇ ଗୁଜୁରାଟ ରାଜନୀତିରେ କମ୍ପନ ସୃଷ୍ଟି...
ପୁଣି ନିରାଶ ହେଲେ ପ୍ରଭାତ: ନଭେମ୍ବର ୨୩କୁ ଘୁଞ୍ଚିଲା ଜାମିନ୍ ଆବେଦନ ଶୁଣାଣି
(ଓଡ଼ିଶାଲାଇଭ୍ ବ୍ୟୁରୋ)
ସିବିଆଇ ଦ୍ୱାରା ଗିରଫ ହୋଇଥିବା ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ନିରାଶ ହେବାକୁ ପଡ଼ିଛି। ଜାମିନ୍ ଆବେଦନ ଶୁଣାଣିକୁ ହାଇକୋର୍ଟ ଘୁଞ୍ଚାଇ ଦେବା ସହ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ...
ଖୋଲିଲା କୁଲଡିହା ଅଭୟାରଣ୍ୟ, ଏବେ ବୋଟିଂ ଓ ଟେଣ୍ଟ ଭିତରେ ରାତ୍ରିଯାପନ ବ୍ୟବସ୍ଥା
(ଓଡ଼ିଶାଲାଇଭ୍ ବ୍ୟୁରୋ)
ଆରମ୍ଭ ହେଲା ବୋଟିଂ ବ୍ୟବସ୍ଥା
ଟେଣ୍ଟ୍ ଭିତରେ କରିହେବ ରାତ୍ରିଯାପନ
ପର୍ଯ୍ୟଟକଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କଲେ ରେଞ୍ଜର୍
ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଆରମ୍ଭ ହୋଇଗଲା ପିକ୍ନିକ୍ ସିଜିନ୍। ପର୍ଯ୍ୟଟକଙ୍କୁ...





















