ନଭେମ୍ବରରୁ ଆପଣଙ୍କୁ ଜଲଦି ପହଞ୍ଚେଇବେ ଟ୍ରେନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ ରେଳ ଖୁବ୍ ଶୀଘ୍ର ଲମ୍ବା ଦୂରତା ବିଶିଷ୍ଟ ୫୦୦ ଟ୍ରେନର ଗତିକୁ ବଢ଼ାଇବାକୁ ଯାଉଛି। ନିହାତି କମ୍‌ରେ ଏହି‍ସବୁ ଟ୍ରେନର ଯାତ୍ରା ସମୟ ଦୁଇ ଘଣ୍ଟା କମିବ। ଖବର ଅନୁଯାୟୀ...

୨୨ ବର୍ଷ ଭିତରେ ପ୍ରଥମ ଥର ପାଇଁ ଗୁଜରାଟରେ ବିଜେପିର ନିଦ ହଜିଛି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସଭାପତି ଅମିତ ଶାହାଙ୍କ କଡ଼ା ପରୀକ୍ଷା ନିଜ ରାଜ୍ୟ ଗୁଜରାଟରେ ହିଁ ହେବାକୁ ଯାଉଛି। ଭାଜପା ଭାବିଥିଲା ଉତ୍ତରପ୍ରଦେଶରେ ଜିତିବା ପରେ ଗୁଜରାଟରେ ପୁଣି...

ଟୋକିଓ ସବୁଠୁ ସୁରକ୍ଷିତ ସହର, କରାଚୀ ଅସୁରକ୍ଷିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁନିଆର ସବୁଠାରୁ ସୁରକ୍ଷିତ ସହରର ମାନ୍ୟତା ପାଇଛି ଜାପାନର ରାଜଧାନୀ ଟୋକିଓ। ସୁରକ୍ଷିତ ସହର ତାଲିକାରେ ଦ୍ୱିତୀୟ ନମ୍ବରରେ ରହିଛି ସିଙ୍ଗାପୁର ଏବଂ ଜାପାନର ଓସାକା ରହିଛି ତୃତୀୟ ନମ୍ବର ସ୍ଥାନରେ।...

ଗରିବଙ୍କ ପାଇଁ ବଡ଼ ଯୋଜନା ଆଣୁଛନ୍ତି ମୋଦି ସରକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶର ସବୁଠାରୁ ଅଧିକ ଗରିବ ଲୋକମାନଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ଼ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହି ବର୍ଗର ଲୋକଙ୍କ ପାଇଁ ଯେଉଁ ଯୋଜନା ଆରମ୍ଭ ହେବ ତା'ର ନାମ...

ଗୋଟିଏ ଭୋଟ କେନ୍ଦ୍ରରେ ୧୪୦୦ରୁ ଅଧିକ ଭୋଟ ନୁହଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିର୍ବାଚନ କମିଶନଙ୍କ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ତାହା ହେଉଛି କୌଣସି ଭୋଟ କେନ୍ଦ୍ରରେ ଏଣିକି ୧୪୦୦ରୁ ଅଧିକ ଭୋଟର ଭୋଟ ଦେବେ ନାହିଁ। ଏହାର କାରଣ ଭୋଟିଂ ମେସିନ...

ଆଇଫୋନ ୮ ବେପାର ମାନ୍ଦା, ଆପଲର୍ ସେୟାର ଖସିଲା

ଓଡ଼ିଶାଲାଇଭ୍‍ ବ୍ୟୁରୋ ଲାଗୁଛି ନିଜ ଆଇଫୋନକୁ ନେଇ ଗର୍ବ ଅନୁଭବ କରୁଥିବା ବିଶ୍ଵ ପ୍ରସିଦ୍ଧ ଆପଲ କମ୍ପାନିରେ ସବୁ କିଛି ଠିକ୍ ଚାଲିନି।ଗତ ଶୁକ୍ରବାର ଦିନ ପ୍ରିମାର୍କେଟ ଟ୍ରେଡିଂରେ ଆପଲର ସେୟାରରେ ୧.୫ ପ୍ରତିଶତ...

ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣାରେ ଅଭିଯୁକ୍ତ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା: ଜନୈକା କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୁକ୍ତକୁ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ପୋଲିସ ବୁଧବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଯଦୁପୁର ଗ୍ରାମର କାଳନ୍ଦି ବେହେରା...

ଭଲ ସିନେମାରେ ଅର୍ଥ ବିନିଯୋଗ କରିବା ମନୋଭାବ ଓଡ଼ିଶାରେ ବିରଳ: ଡଲି ଜେନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘ମୁଁ ତୁମ ମଇନା ମୁଁ ତୁମ ଆଇନା ମୁଁ ତୁମରି ଛାଇ’…‘ହାକିମ ବାବୁ’ ସିନେମାର ଏହି ଗୀତ ମନେପଡ଼ିଲେ ଅଶୀ ଦଶକର ଓଡ଼ିଆ ସିନେତାରକା ବିଜୟା ଜେନା ବନାମ ଡଲି ଜେନାଙ୍କ...

ଭୁବନେଶ୍ୱରରେ ଆରମ୍ଭ ହେବ ପାଇପ୍‌ ଯୋଗେ ଗ୍ୟାସ୍‌ ଯୋଗାଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାରେ ପାଇପ୍‌ ଲାଇନ୍‌ ଯୋଗେ ହେବ ଗ୍ୟାସ୍‌ ଯୋଗାଣ। ଅକ୍ଟୋବର ୨୦ ତାରିଖରେ ଏହାର ଶୁଭାରମ୍ଭ ହେବ। କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରିବେ। ପ୍ରଥମ ପର୍ଯ୍ୟାୟରେ...

ବିଦେଶରେ ଚାକିରି ମୋହ ତୁଟୁଛି: ଦେଶମୁହାଁ ଭାରତୀୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଦେଶରେ ଚାକିରି କରୁଥିବା ଭାରତୀୟମାନଙ୍କ ଲାଳସା କମିବାରେ ଲାଗିଛି। ନିକଟରେ ପ୍ରକାଶ ପାଇଥିବା ଏକ ସର୍ଭେ ଅନୁସାରେ ଆମେରିକା ସମେତ ବିଭିନ୍ନ ଦେଶରେ ରାଜନୈତିକ ଅସ୍ଥିରତା ଲାଗି ରହିଥିବା କାରଣରୁ  ପ୍ରବାସୀ...