ନିମୁ ଫରଓ୍ୱାର୍ଡ ପୋଷ୍ଟ: ଏକାଧାରାରେ ଭାରତୀୟ ସେନାର ରଣନୀତି କେନ୍ଦ୍ର ଓ ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ନିମୁ ଫରଓ୍ୱାର୍ଡ ପୋଷ୍ଟ ହେଉଛି ଲେହଠାରୁ ୩୫ କିଲୋମିଟର ଦୂରରେ ଅବସ୍ଥିତ ଏକ ସୁନ୍ଦର ଗାଁ। ସମୁଦ୍ର ତଟରୁ ପ୍ରାୟ ୧୧ ହଜାର ଫୁଟ୍ ଉଚ୍ଚରେ ରହିଛି ଏହି ଗାଁ। ଗତ...
ଭାରତର ଶେଷ ଗାଁ ‘ମାନା’ – ଟୁରିଷ୍ଟଙ୍କୁ ଆକର୍ଷିତ କରୁଥିବା ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ଓ ଚୀନ ସୀମାରେ ରହିଛି ଭାରତର ଶେଷ ଗାଁ ‘ମାନା’। ଉତ୍ତରାଖଣ୍ଡ ଚମୋଲିଠାରୁ ଏହାର ୩୧୧୫ ମିଟର ଉଚ୍ଚତାରେ ଏହି ଗାଁ ଅବସ୍ଥିତ। ଏହି ଗାଁ ପରଠୁ ଆରମ୍ଭ ହୋଇଯାଏ...
ତ୍ରିପୁରାର ‘ଦାମବୁର ହ୍ରଦ’ – ସୌନ୍ଦର୍ଯ୍ୟ ସବୁଜିମାରେ ଭରା ଏକ ପର୍ଯ୍ୟଟନ ସ୍ଥଳୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବଭାରତରେ ରହିଛି ଏପରି ଅନେକ ସ୍ଥାନ ଯାହା ସାଜିଛି ପର୍ଯ୍ୟଟଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ। ଏଠାକାର ପ୍ରାକୃତିକ ସୁନ୍ଦରତା ସମସ୍ତଙ୍କୁ ମୁଗ୍ଧ କରିଥାଏ। ଏପରି ଏକ ରାଜ୍ୟ ହେଉଛି ତ୍ରିପୁରା ଯେଉଁଠି ରହିଛି...
କରୋନା ସଙ୍କଟକୁ କେମିତି ମୁକାବିଲା କରିବ ହୋଟେଲ ଶିଳ୍ପ – ଆଜି ସନ୍ଧ୍ୟା ୭ଟାରୁ ‘ୱେବିନାର’, ଓଡ଼ିଶାଲାଇଭ୍ରେ ସିଧାପ୍ରସାରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଯୋଗୁଁ ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ କ୍ଷତିଗ୍ରସ୍ତ
ହୋଟେଲ ଶିଳ୍ପକୁ ବଞ୍ଚାଇ ରଖିବା ପାଇଁ ଆଜି ହେବ ମାନସମନ୍ଥନ
ସିଆଇଆଇ ପକ୍ଷରୁ ଆଜି ସନ୍ଧ୍ୟା ୭ଟାରେ ‘ୱେବିନାର୍’
ଦୁଇ...
ପ୍ରଥମେ ଧାରା ୩୭୦ ଓ ଏବେ କରୋନା – ବିପଦରେ ଜମ୍ମୁ କଶ୍ମୀର ପଯ୍ୟଟନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୂପୃଷ୍ଠରେ ଯଦି ସ୍ୱର୍ଗର କଥା କୁହାଯାଏ ତା’ହେଲେ ପ୍ରଥମେ ମନକୁ ଜମ୍ମୁ କଶ୍ମୀର ଆସେ। ଜମ୍ମୁ କଶ୍ମୀର ପ୍ରାକୃତିକ ସୌନ୍ଦର୍ଯ୍ୟର କୌଣସି ତୁଳନା ନାହଁ କହିଲେ ମଧ୍ୟ ଭୁଲ ହେବ ନାହଁ।...
କରୋନା ମାଡ଼ – ଓଡ଼ିଶା ହୋଟେଲ ଓ ପର୍ଯ୍ୟଟନ ଶିଳ୍ପକୁ ବଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ହାରୋର ନିବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ଉପରେ କରୋନା ପ୍ରଭାବ
ଉଦ୍ବେଗ ପ୍ରକାଶ କଲା ‘ହାରୋ’
ହୋଟେଲ ଓ ପର୍ଯ୍ୟଟନ ଶିଳ୍ପକୁ ବଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ହାରୋ
ହୋଟେଲ ଉପରୁ...
କଶ୍ମୀର ବୁଲିବାକୁ ଯାଉଥିବା ଓଡ଼ିଶାର ପର୍ଯ୍ୟଟକଙ୍କ ପାଇଁ ସ୍ପେଶାଲ ଅଫର୍
ଓଡ଼ିଶାଲାଇଭ୍ ବ୍ୟୁରୋ
କଶ୍ମୀର ଘରୋଇ ଟୁର୍ ଅପରେଟର ସଂଘ ପକ୍ଷରୁ ଭୁବନେଶ୍ୱରରେ ରୋଡ୍ ସୋ’
ଓଡ଼ିଶା ପର୍ଯ୍ୟଟକଙ୍କ ପାଇଁ ସ୍ପେଶାଲ ଅଫର
ହୋଟେଲରେ ମିଳିବ ୩୦ ପ୍ରତିଶତ ରିହାତି
ଟୁର୍ ଅପରେଟର ଦେବେ...
ଲଦାଖର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=e-0bxn4QPJM
୨୦୨୦-୨୧ ବଜେଟ୍ରେ କେନ୍ଦ୍ର ସରକାର ଜମ୍ମୁ କଶ୍ମୀର ଏବଂ ଲଦାଖର ବିକାଶ ଉପରେ ସ୍ଵତନ୍ତ୍ର ଫୋକସ୍ ଦେଇଛନ୍ତି। ଏହି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଅଲଗା ଅଲଗା ପ୍ୟାକେଜ ଘୋଷଣା କରାଯାଇଛି।...
ପର୍ଯ୍ୟଟନ ବିକାଶ ପାଇଁ ବଦଳିଲା ଓଡ଼ିଶାର ବ୍ରାଣ୍ଡ – ଏବେ Odishaah!
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ନୂଆ ଉଦ୍ୟମ ଆରମ୍ଭ ହୋଇଛି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ବ୍ରାଣ୍ଡ ପରିବର୍ତ୍ତନ କରାଯିବ। ନୂଆ ବ୍ରାଣ୍ଡ ହେବ 'Odishaah! ଏହାର ଉଦ୍ଦେଶ୍ୟ ହେଉଛି...
କୋଣାର୍କ-ଇକୋ ରିଟ୍ରିଟରେ ହେବ ଦୁଇଦିନିଆ ପର୍ଯ୍ୟଟନ ମହାସମ୍ମିଳନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଣାର୍କ ଇକୋ ରିଟ୍ରିଟରେ ଆସନ୍ତା ୨୩ ଓ ୨୪ ତାରିଖରେ ଦୁଇଦିନିଆ ପର୍ଯ୍ୟଟନ ମହାସମ୍ମିଳନୀ ଅନୁଷ୍ଠିତ ହେବ। ରାଜ୍ୟର ପର୍ଯ୍ୟଟନ ଚିତ୍ରକୁ ସାରାଦେଶରେ ପହଞ୍ଚାଇବା ଲକ୍ଷ୍ୟରେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି।...