ଶିଳ୍ପ ଜଗତର ଉଦୀୟମାନ ତାରକା ଥିଲେ ସାଇରସ ମିସ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉଦୀୟମାନ ଶିଳ୍ପୋଦ୍ୟୋଗୀ ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ହେଉଛନ୍ତି ସାଇରସ ମିସ୍ତ୍ରୀ। ରବିବାର ଅପରାହ୍ଣରେ ମହାରାଷ୍ଟ୍ରର ପାଲଘର ନିକଟରେ କାର୍ ଦୁର୍ଘଟଣାରେ ତାଙ୍କର ଅକାଳ ବିୟୋଗ ଘଟିଛି। ତାଙ୍କ ମୃତ୍ୟୁକୁ...
ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଜନ ସେବାରେ ଜୀବନବ୍ୟାପୀ ସାଧନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୂଆଦିଲ୍ଲୀଠାରେ ସମ୍ବର୍ଦ୍ଧିତ କରାଯାଇଛି। କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ପ୍ରଦାନ କରାଯାଇଛି। ଭାରତର ପୂର୍ବତନ...
ଅକ୍ଟୋବରରୁ ଏହି ସବୁ ଫୋନରେ କାମ କରିବନି ହ୍ୱାଟସଆପ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ହ୍ୱାଟସଆପ୍ ବ୍ୟବହାରକାରୀଙ୍କୁ ଝଟକା। ଆସନ୍ତା ଅକ୍ଟୋବରରୁ କେତକ ଫୋନରେ କାମ କରିବନି ହ୍ୱାଟସଆପ୍। ଆଇଫୋନ୍-୫ ଏବଂ ଆଇଫୋନ୍-୫ସିରେ ଏହି ଆପ୍ କାମ କରିବ ନାହିଁ। ଉପଭୋକ୍ତାଙ୍କ ଆଇଫୋନରେ ଆଇଓଏସ୍୧୦ କିମ୍ବା ଆଇଓଏସ୍୧୧...
ବିଶ୍ଵର ପଞ୍ଚମ ଅର୍ଥନୈତିକ ମହାଶକ୍ତି ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵର ପ୍ରମୁଖ ଅର୍ଥନୈତିକ ମହାଶକ୍ତି ଭାବେ ଭାରତ ନିଜର ସ୍ଥିତିକୁ ସୁଦୃଢ଼ କରିଛି। ବ୍ରିଟେନକୁ ପଛରେ ପକାଇ ଭାରତ ପଞ୍ଚମ ସ୍ଥାନ ଅଧିକାର କରିଛି। ୨୦୨୧ ମସିହାର ଶେଷ ତିନି ମାସରେ...
ରାଜସ୍ଥାନ ଫିଲ୍ମ ଫେଷ୍ଟିଭାଲ: ୮ଟି ବର୍ଗରେ ‘ରାତି ସରି ସରି ଯାଉଛି’ ମନୋନୀତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦଶମ ରାଜସ୍ଥାନ ଫିଲ୍ମ ଫେଷ୍ଟିଭାଲ (ଆରଏଫ୍ଏଫ୍-୨୦୨୨)ରେ ଓଡ଼ିଆ ଚଳଚ୍ଚିତ୍ରକୁ ସଫଳତା ମିଳିଛି। ଓଡ଼ିଆ ଚଳଚ୍ଚିତ୍ର ‘ରାତି ସରି ସରି ଯାଉଛି’ ୮ଟି ବର୍ଗରେ ପୁରସ୍କାର ପାଇଁ ମନୋନୀତ ହୋଇଛି। ନିର୍ମାତା ଅନୁପମ...
ଓଟିଭିକୁ ପରିଚୟ ଦେଇଥିବା କାର୍ଯ୍ୟକ୍ରମ – ଓଡ଼ିଶାରେ ଟେଲିଭିଜନର ଯାତ୍ରା (ଭାଗ-୨୯)
ଡକ୍ଟର ଫକୀର ମୋହନ ନାହାକ
‘ଓଡ଼ିଶାରେ ଟେଲିଭିଜନର ଯାତ୍ରା’ ଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ...
ହ୍ୱାଟସ୍ଆପ୍ରେ ଜିଓମାର୍ଟ ସେବାର ଶୁଭାରମ୍ଭ: ଏଣିକି ସହଜ ହେବ କିଣାକିଣି
ଓଡ଼ିଶାଲାଇଭ୍ ବ୍ୟୁରେ
ଏଣିକି ଅନଲାଇନ କିଣାକିଣି ହେବ ସହଜ। ମେଟା ଓ ଜିଓ ପ୍ଲାଟଫର୍ମସ୍ର ମିଳିତ ସହଯୋଗରେ ହ୍ୱାଟସ୍ଆପ୍ରେ ଜିଓମାର୍ଟ ସେବାର ଶୁଭାରମ୍ଭ କରାଯାଇଛି। ଏଣିକି ଗ୍ରାହକମାନେ ନିଜର ହ୍ୱାଟସ୍ଆପ୍ ଚାଟ୍ରେ ରହି ମଧ୍ୟ...
ବାବୁସାନଙ୍କ ପତ୍ନୀ ଓ ଶ୍ୱଶୁରଙ୍କ ବିରୋଧରେ ୫ କୋଟିର ମାନହାନି ମକଦ୍ଦମା କଲେ ପ୍ରକୃତି ମିଶ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଗତକାଲି ହାଇକୋର୍ଟ ଯାଇଥିଲେ ଆଜି ଭୁବନେଶ୍ୱର କୋର୍ଟରେ ପହଞ୍ଚି ମାନହାନି ମକଦ୍ଦମା ରୁଜୁ କରିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର। ସେ ୫ କୋଟି ୧୦ ହଜାର ଟଙ୍କାର ମାନହାନି ମକଦ୍ଦମା ରୁଜୁ...
ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି ପାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ସୁପାରିଶ...
ଆଜି ପ୍ରବଳ ବର୍ଷିବ: ୪ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଥିବା ସକ୍ରିୟ ଘୂର୍ଣ୍ଣିବଳୟ ଆଜି ଉତ୍ତର ବଙ୍ଗୋପସାଗର ଏବଂ ତା’ର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳର ୫.୮ କିମି ଉଚ୍ଚତା ଯାଏଁ...




















