ଏଚଏଫଏମଡି: ଭୂତାଣୁ ବଦଳାଉଛି ସ୍ୱଭାବ, ଏଆଇପିଏଚ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗବେଷଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଏଚଏଫଏମଡି ବା ‘ହାତ,ପାଦ ଓ ମୁହଁ’ ରୋଗର ପରିବର୍ତ୍ତିତ ସ୍ୱଭାବ ସମ୍ପର୍କରେ ଜାଣିବା ପାଇଁ  ଭୁବନେଶ୍ୱରସ୍ଥିତ ଏଆଇପିଏଚ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗବେଷଣା କରାଯାଉଛି। ଦେଶର ବିଭିନ୍ନ ସ୍ଥାନରେ ‘ହ୍ୟାଣ୍ଡ, ଫୁଟ୍ ଆଣ୍ଡ ମାଉଥ...

ରାଜ୍ୟରେ କାଳବୈଶାଖୀ ତାଣ୍ଡବ ନେଇ ୧୫ ଜିଲ୍ଲାକୁ ୟେଲୋ ଓ୍ୱର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ବିଭିନ୍ନ ସ୍ଥାନରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ। କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। କାଳବୈଶାଖୀ ତାଣ୍ଡବ...

କଂଗ୍ରେସ ଛାଡ଼ିଲେ ଗୁଜୁରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ

ଓଡ଼ିଶାଲାଇଭ୍ ବ୍ୟୁରୋ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଗୁଜୁରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ। ଦଳ ବିରୋଧରେ ଅଣଦେଖା ଅଭିଯୋଗ ଆଣି ସେ ବୁଧବାର କଂଗ୍ରେସ ଛାଡ଼ିଥିବା କହିଛନ୍ତି। କଂଗ୍ରେସର ହାତ ଛାଡ଼ିବା ପରେ ହାର୍ଦ୍ଦିକ...

ଆଣ୍ଡାମାନ ଛୁଇଁଲା ମୌସୁମୀ, ମେ’ ୨୭ରେ କେରଳ ଛୁଇଁବ

ଓଡ଼ିଶାଲାଇଭ୍ ବ୍ୟୁରୋ ମୌସୁମୀ ବାୟୁ ଆଣ୍ଡାମାନ ଛୁଇଁଛି। ସୋମବାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର ସମେତ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ଏବଂ ଆଣ୍ଡାମାନ ସାଗର ଅଞ୍ଚଳକୁ ଅଗ୍ରସର ହୋଇଛି। ଚଳିତ ବର୍ଷ ସ୍ଵାଭାବିକ ସମୟ...

ଏଆଇପିଏଚ୍ ବିଶ୍ଵବିଦ୍ୟାଳୟରେ ଫିନଲାଣ୍ଡ ଦୂତାବାସ ପକ୍ଷରୁ ଟ୍ୟାଲେଣ୍ଟ ବୁଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରସ୍ଥିତ ଏଆଇପିଏଚ୍ ବିଶ୍ଵବିଦ୍ୟାଳୟଠାରେ ଶୁକ୍ରବାର ଦିନ ନୂଆଦିଲ୍ଲୀସ୍ଥିତ ଫିନଲାଣ୍ଡ ଦୂତାବାସ ପକ୍ଷରୁ ଏକ ଟ୍ୟାଲେଣ୍ଟ ବୁଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଫିନଲାଣ୍ଡରେ ଭାରତୀୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଚ୍ଚଶିକ୍ଷା, ଗବେଷଣା ଏବଂ ନିଯୁକ୍ତି...

ଆଉ ଶୁଭିବନି ପଣ୍ଡିତ ଶିବ କୁମାର ଶର୍ମାଙ୍କ ସନ୍ତୁରର ଧୁନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ କିମ୍ବଦନ୍ତୀ ସଂଗୀତଜ୍ଞ ଏବଂ ସନ୍ତୁର ବାଦକ ପଣ୍ଡିତ ଶିବ କୁମାର ଶର୍ମାଙ୍କର ପରଲୋକ ହୋଇଛି। ମୁମ୍ବାଇଠାରେ ହୃଦଘାତରେ ତାଙ୍କର ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ...

କେଜିଏଫ୍-୨ର ନୂଆ ରେକର୍ଡ: ୩୦୦ କୋଟିରେ ବିକ୍ରି ହେଲା ଓଟିଟି ରାଇଟ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ଦକ୍ଷିଣ ଭାରତୀୟ ସିନେମା ‘କେଜିଏଫ୍-୨’ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛି। ଏବେ ଖବର ଆସିଛି ଏହି ସିନେମାଟି ଆଉ ଏକ ରେକର୍ଡ କରିଛି। ‘କେଜିଏଫ-୨’ର ଓଟିଟି ରାଇଟ୍ସ ବିକ୍ରି...

ୱିମେନ୍ ବିଜନେସ୍ ମେଳାରେ ସୋଆକୁ ‘ସୋସିଆଲ୍ ଲିଡରସିପ୍ ଆୱାର୍ଡ’

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ(ସୋଆ)କୁ ‘ସୋସିଆଲ୍ ଲିଡରସିପ୍ ଆୱାର୍ଡ’ରେ ସମ୍ମାନିତ କରାଯାଇଛି। ଇଣ୍ଡିଆନ ଚାମ୍ବର ଅଫ କମର୍ସର ୱିମେନ୍ ଏଣ୍ଟରପ୍ରିନ୍ୟୁରସିପ କାଉନ୍ସିଲ ଦ୍ୱାରା ଆୟୋଜିତ ଭାରତର ପ୍ରଥମ ମହିଳା ଉଦ୍ୟୋଗୀ ମେଳା ଅବସରରେ...

ବାତ୍ୟାକୁ ନେଇ ଭୟଭୀତ ନହୋଇ ସତର୍କ ରହିବାକୁ ଏସଆରସିଙ୍କ ପରାମର୍ଶ

ଓଡ଼ିଶାଲାଇଭ୍ ବ୍ୟୁରୋ ସାମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀତ ନହୋଇ ସତର୍କ ରହିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ ଜେନା। ସେ କହିଛନ୍ତି ଦକ୍ଷିଣ ଆଣ୍ଡାମାନ ସାଗରରେ...

କାରାଗାରର କୋଠରୀ ଭିତରୁ ଈଟିଭି – ଓଡ଼ିଶାରେ ଟେଲିଭିଜନର ଯାତ୍ରା (ଭାଗ-୧୫)

ଡକ୍ଟର ଫକୀର ମୋହନ ନାହାକ ‘ଓଡ଼ିଶାରେ ଟେଲିଭିଜନର ଯାତ୍ରା’ ଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ...