ପୁଣି ବଢ଼ିଲା ତେଲ ଦର – ପେଟ୍ରୋଲ ୮୫.୬୦କୁ ଡିଜେଲ ୮୧.୮୪ ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ଗୋଟିଏ ମାସରେ ୫ଥର ବଢ଼ିଲାଣି ପେଟ୍ରୋଲ, ଡିଜେଲ ଦର। ୩ଦିନ ଧରି ଦର ଅପରିବର୍ତ୍ତିତ ରହିବା ପରେ ସୋମବାର ପୁଣି ତୈଳ ଦରରେ ୨୫ ପଇସା ବୃଦ୍ଧି ପାଇଛି। ରାଜଧାନୀ ଭୁବନେଶ୍ଵରରେ...

ବାଇଡେନଙ୍କଠାରୁ ନେତାନ୍ୟାହୁ – ଟିକା ନେଲେଣି ଏହି ବିଶ୍ୱସ୍ତରୀୟ ନେତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଡେନଙ୍କଠାରୁ ଆରମ୍ଭ କରି ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍ ମଧ୍ୟ କରୋନା ଟିକା ନେଇଛନ୍ତି। ବିଭିନ୍ନ ଦେଶରେ କରୋନା ବିରୋଧରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ସବୁଠୁ...

ଆଜିଠୁ ରାଜ୍ୟରେ ପୁଣି ଟିକାକରଣ, ୭ ଦିନରେ ୩.୨୪ ଲକ୍ଷଙ୍କୁ ଟିକା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିନକର ବିରତି ପରେ ଆଜିଠୁ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ଟିକାକରଣ। ପୂର୍ବ ଅପେକ୍ଷା ଅଧିକ ସଂଖ୍ୟକ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଯୋଜନା କରାଯାଇଛି। ଆଜିଠୁ ଉଭୟ ସରକାରୀ ଓ ଘରୋଇ...
Adar punawala-1

ଟିକା ନେଲେ ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ମୁଖ୍ୟ ଆଦର ପୁନାଓ୍ୱାଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଟିକା କୋଭସିଲ୍ଡ ପ୍ରସ୍ତୁତ କରିଥିବା କମ୍ପାନି, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆର ମୁଖ୍ୟ ଅଦାର ପୁନାୱାଲା ଟିକା ନେଇଛନ୍ତି। ଟିକା ନେବା ବେଳର ଭିଡିଓକୁ ନିଜ ଟୁଇଟରରେ ପୋଷ୍ଟ କରିଛନ୍ତି। ଏହାସହ...

ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଲା କରୋନା ଟିକା କୋଭିସିଲ୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର) : କରୋନା ଯୋଦ୍ଧାଙ୍କ ଅହରହ ଉଦ୍ୟମ ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ କିଛି ମାସ ହେବ କରୋନା ସଂକ୍ରମଣ କମିଛି। ଏଭଳି ସମୟ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ...

ଦେଶର ସର୍ବକନିଷ୍ଠ ଅଙ୍ଗଦାତା ଧନିଷ୍ଠା – ୫ ଜଣଙ୍କୁ ଦେଲେ ନୂଆ ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିଲ୍ଲୀର ଧନିଷ୍ଠା ସର୍ବକନିଷ୍ଠ ଅଙ୍ଗଦାତା ବାଲକୋନିରୁ ଖସିପଡ଼ିଥିଲେ ବ୍ରେନ ଡେଡ୍‌ ଘୋଷଣା ପରେ ହେଲା ଅଙ୍ଗଦାନ ୫ ଜଣଙ୍କୁ ମିଳିଲା ନୂଆ ଜୀବନ ଦୁନିଆ କ’ଣ ବୁଝିବା ଆଗରୁ ଆଖି ସିନା...

ମାହାଙ୍ଗା ହତ୍ୟା ଘଟଣା – ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ଓଡ଼ିଶାଲାଇଭ୍ ବ୍ୟୁରୋ ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ମଙ୍ଗଳବାର ଯୁବ କଂଗ୍ରେସ ପକ୍ଷରୁ କଟକରେ ପୋଲିସ ଡିଜିଙ୍କ ଅଫିସ ଘେରାଉ କରାଯାଇଥିଲା ବେଳେ ଭୁବନେଶ୍ଵରରେ ମନ୍ତ୍ରୀ...

ନୂଆ ସ୍ମାର୍ଟଫୋନ୍ କିଣିବା ପରେ ବଦଳାନ୍ତୁ ଏହି ୪ଟି ସେଟିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ମାର୍ଟଫୋନ୍ କିଣିବା ସମୟରେ ଲୋକମାନେ ସାଧାରଣତଃ ଏହାର ଫିଚର, ଡିଜାଇନ୍, ବ୍ୟାଟେରି ଆଦି ଉପରେ ଧ୍ୟାନ ଦିଅନ୍ତି। କିନ୍ତୁ ଏଭଳି କିଛି ସେଟିଂ ରହିଛି ଯାହାକି ନୂଆ ଫୋନ୍ ପାଇଁ ବହୁତ...

ପୁଣି ନିଖୋଜ ହୋଇଗଲେ ସୁନ୍ଦରଗଡ଼ର ବିର୍‌ଜୁ କୁଲୁ, ୨୫ ବର୍ଷ ପରେ ଫେରିଥିଲେ ଘରକୁ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି ନିଖୋଜ ହୋଇଯାଇଛନ୍ତି ସୁନ୍ଦରଗଡ଼ର ବିର୍‌ଜୁ କୁଲୁ। ମାନସିକ ଅନଗ୍ରସର ହୋଇ ଦୀର୍ଘ ୨୦ ବର୍ଷ ପାକିସ୍ତାନ ଜେଲ୍‌ରେ ରହିବା ପରେ ଗତ ନଭେମ୍ଵର ୧୩ ତାରିଖରେ ବିର୍‌ଜୁ ଜନ୍ମମାଟିକୁ ଫେରିଥିଲେ।...

ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ ବ୍ୟବସ୍ଥା ପ୍ରଚଳନ ପାଇଁ ଲୋକଙ୍କୁ ଆଲୋଚନାର ଆବଶ୍ୟକତା ରହିଛି: ଅପରାଜିତା ଷଡ଼ଙ୍ଗୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ 'ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ' (ଓ୍ଵାନ୍ ନେସନ, ଓ୍ଵାନ୍ ଇଲେକ୍ସନ୍) ବାବଦରେ ଆଲୋଚନାର ଅଭାବ ରହିଛି। ଏହି ବ୍ୟବସ୍ଥା ଲାଗୁ ହେଲେ କ'ଣ ସୁବିଧା ହୋଇପାରିବ ତାହା ଲୋକେ ବୁଝିପାରୁନାହାନ୍ତି।...