ଚଳିତ ନିର୍ବାଚନରେ ଓଡ଼ିଶାବାସୀ ରାଜ୍ୟରେ ବିଜେପି ସରକାର ଗଠନ କରିବେ – ଜେପି ନଡ୍ଡା
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ରବିବାର ସେ ବ୍ରହ୍ମପୁରର ଆମ୍ବପୁଆଠାରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଲୋକସଭା ଓ...
ଭୁବନେଶ୍ଵର ଲୋକସଭା ଆସନ ପାଇଁ ମୁହାଁମୁହିଁ ହେବେ ଅପରାଜିତା-ମନ୍ମଥ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଏଥର ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଦଖଲ ପାଇଁ ଜୋରଦାର ହେବ ରାଜନୈତିକ ଲଢ଼େଇ। ନିର୍ବାଚନ ମଇଦାନରେ ମୁହାଁମୁହିଁ ହେବେ ଅପରାଜିତା ଷଡ଼ଙ୍ଗୀ ଏବଂ ମନ୍ମଥ ରାଉତରାୟ।
ଭୁବନେଶ୍ଵର ସାଂସଦ ଥିବା ଅପରାଜିତା...
ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି ପ୍ରକାଶିତ: ଓଡ଼ିଶାର ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ଆଜିଠୁ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଓଡ଼ିଶାର ୫ଟି ଲୋକସଭା ଆସନ ଏବଂ ୩୫ଟି ବିଧାନସଭା ଆସନ ସାମିଲ ରହିଛି। ମେ’ ୨୦ ତାରିଖରେ...
ଓଡ଼ିଶାରେ ନିଆଁ ବର୍ଷା: ୪୪ ଡିଗ୍ରୀ ଟପିଲା ତାପମାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାକୁ କଲବଲ କଲାଣି ତାତି। ଶୁକ୍ରବାର ଦିନ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ୪୪.୩ ଡିଗ୍ରୀ ରେକର୍ଡ କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ବୌଦ୍ଧ ପାଲଟିଲା ରାଜ୍ୟର ସବୁଠାରୁ...
ନିର୍ବାଚନ ପ୍ରଚାର ବେଳେ ପଥର ମାଡ଼: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ବିଜୟୱାଡ଼ାଠାରେ ନିର୍ବାଚନ ପ୍ରଚାର ପାଇଁ ଯାଇଥିବାବେଳେ ଦୁର୍ବୃତ୍ତଙ୍କ ପଥର ମାଡ଼ରେ ଆହତ ହୋଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ। ଜଗନମୋହନ ରେଡ୍ଡୀଙ୍କ ଡାହାଣ ଆଖି ନିକଟରେ ଆଘାତ...
ପିଲାଙ୍କ କୋଷ୍ଠକାଠିନ୍ୟ ସମସ୍ୟା: କେମିତି କରିବେ ଚିକିତ୍ସା?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=NzwV78hW5ys
ଛୋଟ ପିଲାଙ୍କଠାରେ ମଧ୍ୟ କୋଷ୍ଠକାଠିନ୍ୟ ସମସ୍ୟା ଦେଖାଦେଇଥାଏ। କୋଷ୍ଠକାଠିନ୍ୟକୁ ଚିହ୍ନିବା ବେଳେବେଳେ ବାପା ମା’ଙ୍କ ପାଇଁ ସହଜ ହୋଇନଥାଏ। ସଠିକ ସମୟରେ ଏହାର ଲକ୍ଷଣକୁ ଚିହ୍ନି ଚିକିତ୍ସା କରାଗଲେ କୋଷ୍ଠକାଠିନ୍ୟର...
ଆସିଲା ବିଜେଡିର ଦ୍ଵିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା: ପୁରୀରୁ ଅରୂପ ପଟ୍ଟନାୟକ, କଟକରୁ ଲଢ଼ିବେ ସନ୍ତୃପ୍ତ ମିଶ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସିଲା ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା। ଦ୍ୱିତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ।
ପୁରୀ ଲୋକସଭା ଆସନରୁ...
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡିରୁ ଇସ୍ତଫା ଦେଲେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ। ନିଜ ଇସ୍ତଫା ପତ୍ର ସେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି।
ଦଳରେ ତାଙ୍କୁ ଅଣଦେଖା କରାଯାଉଥିବାରୁ ବିଜେଡି...
ମହିଳାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଓ ଏହାର ଯତ୍ନ
ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=_zAbXBeJcsk
ମହିଳାଙ୍କ ପ୍ରତି ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି। ମହିଳାଙ୍କ ଅଧିକାର, ସମାଜରେ ସମାନତା ପାଇଁ ସଚେତନତା ସୃଷ୍ଟି...
ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇବେ ମିଶନ ଶକ୍ତି ମା’: ଓଡ଼ିଶାରେ ଆସନ୍ତା ୫...
ଓଡ଼ିଶାଲାଇଭ୍ ବ୍ୟୁରୋ
ମିଶନ ଶକ୍ତି ମା’ମାନଙ୍କ ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ସରକାର। ମିଶନ ଶକ୍ତି ମା’ମାନଙ୍କୁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେବାକୁ ମଙ୍ଗଳବାର ଦିନ...





















