ଏମିତି ଡ୍ରେସ୍ ପିନ୍ଧି ଟ୍ରୋଲ ହେଲେ ରଣବୀର
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡ ଅଭିନେତା ରଣବୀର ସିଂ ନିଜର ଅଜବ୍ ଗଜବ୍ ଗେଟଅପ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ସବୁବେଳେ ନିଜ ପାଇଁ କିଛି ଅଲଗା ପୋଷାକ ବି ଚୟନ କରନ୍ତି, ଯାହା...
ମୋଦୀଙ୍କ ମନ୍ତ୍ର – ଝାଳ ବୁହାନ୍ତୁ, ଚେହେରାରେ ଚମକ ଆଣନ୍ତୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିଲ୍ଲୀରେ ରାଷ୍ଟ୍ରୀୟ ବାଳ ପୁରସ୍କାର ବିଜେତା ୪୯ ଜଣ ପିଲାଙ୍କୁ ଭେଟିଛନ୍ତି। ପିଲାମାନଙ୍କ ସହ ଆଲୋଚନା କରିବା ସମୟରେ ମୋଦୀ ସୌନ୍ଦର୍ଯ୍ୟ ମନ୍ତ୍ର ଦେଇଛନ୍ତି। ଶରୀରରୁ...
ଜମ୍ମୁ କଶ୍ମୀରରେ ଆଜିଠୁ ଚାଲୁ ହେଲା 2G ଇଣ୍ଟରନେଟ ସେବା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ୫ ମାସ ପରେ ଆଜିଠୁ ଜମ୍ମୁରେ ଆରମ୍ଭ ହୋଇଛି 2G ଇଣ୍ଟରନେଟ ସେବା। ଜମ୍ମୁର କିଛି ଅଞ୍ଚଳରେ ଏହି ସେବା ଆରମ୍ଭ ହୋଇଛି। ଏହି ଅଞ୍ଚଳଗୁଡ଼ିକ ହେଲା ଜମ୍ମୁ, ସାମ୍ବା,...
ଜାଣନ୍ତୁ, ଦୁଷ୍କର୍ମକାରୀଙ୍କ ପାଇଁ ଭାରତରେ କ’ଣ ରହିଛି ଆଇନ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇନ ଯେତେ କଠୋର ହେଲେ ବି ଦିନକୁ ଦୁଷ୍କର୍ମ ସଂଖ୍ୟା ବଢ଼ିବାରେ ଲାଗିଛି। ଆମେ ଦେଶରେ ଥିବା ଆଇନକୁ ମଧ୍ୟ ଅପରାଧୀ ଡରୁ ନାହାନ୍ତି। ଆପଣ ଜାଣନ୍ତି କି ଆମ ଦେଶରେ...
ପାକିସ୍ତାନୀ ସୈନ୍ୟଙ୍କୁ ମାରି ଗଡ଼ାଇଲା ଭାରତୀୟ ସେନା
ଓଡ଼ିଶାଲାଇଭ୍ ବ୍ୟୁରୋ
ପାକିସ୍ତାନୀ ସେନାକୁ ଗୁଳିରେ ଜବାବ୍ ଦେଲା ଭାରତୀୟ ସେନା। ଲାଇନ୍ ଅଫ୍ କଣ୍ଟ୍ରୋଲରେ ଅସ୍ତ୍ରବିରତି ଉଲ୍ଲଘଂନ କରୁଥିବା ପାକିସ୍ତାନୀ ସୈନ୍ୟଙ୍କୁ ଗୁଳିଚୋଟରେ ମାରି ଗଡ଼ାଇଛି ଭାରତୀୟ ସେନା।ଗୁରୁବାର ଲାଇନ୍ ଅଫ୍ କଣ୍ଟ୍ରୋଲରେ...
୩୭ ବର୍ଷ ବୟସରେ ଟିଭି ଅଭିନେତା କୁଶଳ ପଞ୍ଜାବୀଙ୍କ ଆତ୍ମହତ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଟିଭି ଅଭିନେତା କୁଶଳ ପଞ୍ଜାବୀ ଆତ୍ମହତ୍ୟା କରିଛନ୍ତି। ଗୁରୁବାର ରାତିରେ କୁଶଳଙ୍କ ମୁମ୍ବାଇସ୍ଥିତ ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ୩୭ ବର୍ଷ ବୟସରେ କୁଶଳଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କୁ...
ବାୟୁସେନାରୁ ବିଦାୟ ନେଲା ‘କାରଗିଲ ହିରୋ’ ମିଗ୍ ୨୭
ଓଡ଼ିଶାଲାଇଭ ବ୍ୟୁରୋ
କାରଗିଲ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିବା ଲଢ଼ୁଆ ବିମାନ ମିଗ୍ ୨୭କୁ ଆଜି ଭାରତୀୟ ବାୟୁସେନାରୁ ଅବସର ଦିଆଯାଇଛି। ଏଥିପାଇଁ ରାଜସ୍ଥାନର ଯୋଧପୁରରେ ଥିବା ବାୟୁସେନା ଘାଟିରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର...
ବରଫ ପାହାଡ଼ରେ LOCରେ ଏମିତି ଖ୍ରୀଷ୍ଟମାସ ପାଳିଲେ ଯବାନ, ଦେଖନ୍ତୁ ଭିଡିଓ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାରାଦେଶରେ ବଡ଼ ଧୁମଧାମରେ ଖ୍ରୀଷ୍ଟମାସ ପାଳିତ ହୋଇଛି। ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଭାବରେ ଏହି ଉତ୍ସବ ପାଳିତ ହୋଇଛି, ହେଲେ ଦେଶ ସୁରକ୍ଷାରେ ଥିବା ବୀର ଯବାନମାନେ କେମିତି ଖ୍ରୀଷ୍ଟମାସ...
କୋରାପୁଟ: ଜୁଆ ଆଡ୍ଡାରେ ପୋଲିସର ଚଢ଼ାଉ, ୬ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟ ବୈପାରୀଗୁଡାରେ ଏକ ଜୁଆ ଆଡ୍ଡାରେ ପୋଲିସ ଚଢ଼ାଉ କରିଛିl ଚଢ଼ାଉ କରି ଘଟଣାସ୍ଥଳରୁ ୬ ଜଣ ଯୁଆଡ଼ିଙ୍କୁ ଗିରଫ କରିଛି ପୋଲିସ। ଏଥିସହ ୩ଟି କୁକୁଡ଼ା, ୩ଟି ଛୁରୀ, ୩ଟି...
ନବରଙ୍ଗପୁର ଜିଲ୍ଲା ଗ୍ରାମ ରୋଜଗାର ସେବକ ପଦରେ ନିଯୁକ୍ତି ସୁଯୋଗ, ଜାନୁଆରି ୧୪ ସୁଦ୍ଧା କରିପାରିବେ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ନବରଙ୍ଗପୁର ଜିଲ୍ଲା ଗ୍ରାମ ରୋଜଗାର ସେବକ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜିଲ୍ଲାର ମୋଟ୍ ୩୩ଟି ଗ୍ରାମ ରୋଜଗାର ସେବକ ପଦରେ ପ୍ରାର୍ଥୀମାନଙ୍କୁ ନିଯୁକ୍ତି କରିବା ପାଇଁ ଜିଲ୍ଲା...





















