କଟକ: ମଙ୍ଗଳାବାଗ ଆନ୍ଧ୍ର ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ମଙ୍ଗଳାବାଗ ଆନ୍ଧ୍ର ବ୍ୟାଙ୍କ ଶାଖାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବାକୁ ୩ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି। ନିଆଁକୁ କିପରି ଆୟତ୍ତ କରାଯାଇପାରିବ ଅଗ୍ନିଶମ କର୍ମଚାରୀ ସେନେଇ...
ଆଜି ଫ୍ଲୋର ଟେଷ୍ଟ ଦେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ଦିନ ୨ଟା ବେଳେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବେ। ଏଥିପାଇଁ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି। ଏନସିପି ବିଧାୟକ ଦିଲୀପ ବାଲସେ ପାଟିଲ...
ବଦଳିଲା ସରକାରଙ୍କ କଥା: କହିଲେ, ଭଦ୍ରକରେ ମେଡିକାଲ କଲେଜ ପାଇଁ ବିଚାର ଚାଲିଛି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭଦ୍ରକରେ ମେଡିକାଲ କଲେଜ୍ ପ୍ରତିଷ୍ଠା କରିବା ନେଇ ଦୁଇ ପ୍ରକାର କଥା ଦେଖିବାକୁ ମିଳିଛି। ସନ୍ଧ୍ୟାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରେସ ରିଲିଜ ଜାରି କରାଯାଇଥିଲା।...
ବିବାଦରେ ସଲମାନଙ୍କ ଦବଙ୍ଗ୍-୩
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ
ସଲମାନ ଖାନଙ୍କ ଅପକମିଙ୍ଗ୍ ଫିଲ୍ମ ଦବଙ୍ଗ-୩କୁ ନେଇ ବିବାଦ ଦେଖାଦେଇଛି। ଫିଲ୍ମରେ ହିନ୍ଦୁ ଧର୍ମର ସାଧୁସନ୍ଥମାନଙ୍କୁ ଅପମାନିତ କରାଯାଇଛି ବୋଲି ଅଭିଯୋଗ ହୋଇଛି।
ଦବଙ୍ଗ-୩ ଆସନ୍ତା ଡିସେମ୍ବର ୨୦ରେ ମୁକ୍ତିଲାଭ କରିବ।...
ଶୀତଦିନେ ଥଣ୍ଡା, କାଶରେ କଲବଲ ହେଉଛନ୍ତି କି? ଖାଆନ୍ତୁ ମିଶ୍ରି
ଓଡ଼ିଶାଲାଇଭ୍ ବ୍ୟୁରୋ
ମିଶ୍ରିର ଉପକାରିତା ବିଷୟରେ ସାଧାରଣତଃ ସମସ୍ତେ ଜାଣନ୍ତି। ଦୈନିକ ମିଶ୍ରି ଖାଇବା ଦ୍ୱାରା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହୋଇଥାଏ।
ଥଣ୍ଡା, କାଶରୁ ମୁକ୍ତି ଦିଏ :
ଶୀତଦିନେ ଅନେକ ଥଣ୍ଡା, ଜ୍ୱର...
କମ୍ ଫିଲ୍ମ ଦେଇ ବେଶ୍ ହିଟ୍ ହୋଇଛନ୍ତି ୟାମି
ଓଡ଼ିଶାଲାଇଭ୍ଜ ବ୍ୟୁରୋ
‘ଫେୟାର ଆଣ୍ଡ ଲଭ୍ଲୀ’ କ୍ରିମ ବିଜ୍ଞାପନ କରି ଘରେ ଘରେ ପରିଚିତ ହୋଇଛନ୍ତି ଅଭିନେତ୍ରୀ ୟାମି ଗୌତମ। ଆଜି ଏହି ଅଭିନେତ୍ରୀ ଆଜି ୩୧ତମ ଜନ୍ମଦିନ ପାଳୁଛନ୍ତି। ଏହି ଅବସରରେ ୟାମିଙ୍କ...
ଜମି ଦୁର୍ନୀତି ପ୍ରମାଣିତ ହେଲେ ରାଜନୀତିରୁ ସନ୍ନ୍ୟାସ ନେବି – ପ୍ରଦୀପ ମହାରଥୀ
ଓଡ଼ିଶାଲାଇଭ୍ ବ୍ୟୁରୋ
“ଯଦି ମୋ ନାଁ’ରେ ସରକାରୀ ଜମି ଦୁର୍ନୀତି ପ୍ରମାଣ ମିଳେ, ତେବେ ମୁଁ ରାଜନୀତିରୁ ସନ୍ନ୍ୟାସ ନେଇଯିବି। ଆଉ କଦାପି ବିଧାନସଭା ମାଡ଼ିବିନି”, ସୋମବାର ବିରୋଧୀଙ୍କ ଜମି ହଡ଼ପ ଅଭିଯୋଗ ପରେ...
୨୬/୧୧ ମୁମ୍ବାଇ ଆକ୍ରମଣକୁ ପୂରିଲା ୧୧ ବର୍ଷ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୬ ନଭେମ୍ବର ୨୦୦୮ ମସିହା। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ପାଇଁ ଥିଲା ଏକ କଳାଦିନ। ଏହି ଦିନ ଆତଙ୍କବାଦୀଙ୍କ ଅମାନବୀୟ ଆକ୍ରମଣର ଶିକାର ହୋଇଥିଲା ମୁମ୍ବାଇ ସହର। ଯେଉଁଥିରେ ପୋଲିସ୍...
ବୟସ ଛୁଇଁଲାଣି ୭୦, ମାଗଣାରେ ୫୦୦ ଲୋକଙ୍କୁ ଖାଇବା ଯୋଗାଉଛନ୍ତି ସୀତାରାମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୋକିଲା ପେଟକୁ ଦାନା ଯୋଗାଇବାକୁ ଦୁନିଆଁର ସବୁଠାରୁ ମହତ୍ କାମ କୁହାଯାଏ। ଭୋକିଲା ଲୋକକୁ ଆହାର ଯୋଗାଇବାରେ ଭିନ୍ନ ଏକ ଆନନ୍ଦ ମିଳିଥାଏ। ଏପରି ମହତ୍ କାମକୁ ଜଣେ ଲୋକ ଦୀର୍ଘ...
କାହିଁକି ସବୁବେଳେ ସାଲଓ୍ୱାର ପିନ୍ଧି ଡ୍ୟାନ୍ସ କରନ୍ତି ସପ୍ନା ଚୌଧୁରୀ?
ଓଡ଼ିଶାଲାଇଭ୍ ବ୍ୟୁରୋ
ହରିୟାଣା ଡ୍ୟାନ୍ସର, ସିଙ୍ଗର ସପନା ଚୌଧୁରୀ ଆଜି ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି। ସେ ଯେଉଁ ଡ୍ୟାନ୍ସ କରନ୍ତି ତାହା ସୁପରହିଟ ହୋଇଯାଏ। ‘ତେରୀ ଆଖୋଁ କା ୟୋ...





















