ଜଗତସିଂହପୁରରେ ଆଜି ପ୍ରଚାର କରୁଛନ୍ତି ନବୀନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ଦୁଇ ଦିନ ପରେ ଚତୁର୍ଥ ପର୍ଯ୍ୟାୟ ମତଦାନା ଏହି ପର୍ଯ୍ୟାୟ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ଜୋର କରିଛନ୍ତିା ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଆଜି ଜଗତସିଂହପୁରରେ ପ୍ରଚାର...
ଗଣତନ୍ତ୍ରର ମହାକୁମ୍ଭରେ ସାମିଲ ହୋଇ ଭୋଟ ଦେଲେ ମୋଦି
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଜାରି ରହିଛିା ଏହି ପର୍ଯ୍ୟାୟରେ ଗୁଜୁରାଟର ସମସ୍ତ ଆସନ ଓ କେରଳର ସମସ୍ତ ଆସନରେ ମତଦାନ ହେବା ମୋଦି ଆଜି ଗୁଜୁରାଟର ଅହମ୍ମଦାବାଦରେ ନିଜର ମତ...
୯ଜିଲ୍ଲାକୁ ସତର୍କ ସୂଚନା, ବର୍ଷା ସହ ବଜ୍ରପାତ ସମ୍ଭାବନା
ଓଡ଼ିଶାଲଇଭ୍ ବ୍ୟୁରୋ
ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ହେବାର ପୂର୍ବନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ମଧ୍ୟ ରହିଛିା ଏନେଇ ପାଣିପାଗ...
Election Update @11AM (୨୦ ଏପ୍ରିଲ ୨୦୧୯)
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।
ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମାରଥନ ପ୍ରଚାରରେ ନବୀନ
ସରିଛି ପ୍ରଥମ ୨ଟି ପର୍ଯ୍ୟାୟ ନିର୍ବାଚନ ଏବେ ଫୋକସରେ ବାକି ଦୁଇଟି ପର୍ଯ୍ୟାୟ ନିର୍ବାଚନ। ବିଜେଡି...
ନୟାଗଡ଼ର ୮ଜଣ ପୋଲିଂ କର୍ମଚାରୀ ନଲମ୍ବିତ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ମତଦାନ ବିଭ୍ରାଟ ଏବଂ ଭୋଟିଂ ଦିନ ଅନୁପସ୍ଥିତ ଥିବା ନେଇ ନୟାଗଡ଼ ଜିଲ୍ଲାର ୮ ଜଣ ପୋଲିଂ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ନୟାଗଡ଼ ଜିଲ୍ଲାପାଳ ଏସ୍. ଥିରୁମାଲା ନାୟକ ଏହି...
Election Update @7PM (୧୮ ଏପ୍ରିଲ ୨୦୧୯)
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।
ସନ୍ଧ୍ୟା ୫ଟା ସୁଦ୍ଧା ୬୪ ପ୍ରତିଶତ ମତଦାନ, ୬ଟି ବୁଥରେ ହେବ ସାନି ମତଦାନ
ଓଡ଼ିଶାର ୫ ଲୋକସଭା ଏବଂ ୩୫ଟି ବିଧାନସଭା ଆସନ ପାଇଁ...
ଜାଲିଆନାଓ୍ୱାଲାବାଗ ହତ୍ୟାକାଣ୍ଡକୁ ପୂରିଲା ୧୦୦ ବର୍ଷ, ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କଂଗ୍ରେସ ଅଧ୍ୟକ୍ଷ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଏପ୍ରିଲ ୧୩। ୧୯୧୯ ମସିହା ଏପ୍ରିଲ ୧୩ ତାରିଖରେ ଜାଲିଆନାଓ୍ୱାଲାବାଗ ହତ୍ୟାକାଣ୍ଡ ଘଟିଥିଲା। ଏହି ଦିନକୁ ୧୦୦ ବର୍ଷ ପୂରଣ ହୋଇଛିା ଏହି ହତ୍ୟାକାଣ୍ଡରେ ଦେଶର ଅନେକ ସ୍ୱାଧୀନତା ସଂଗ୍ରମୀଙ୍କର...
‘ଲଭ୍ ଆଜକଲ୍୨’ରେ କାର୍ତ୍ତିକଙ୍କ ଲଭଗୁରୁ ସାଜିବେ ଅଭିନେତା ରଣଦୀପ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଫିଲ୍ମ କିକ୍, ସୁଲତାନ, ସରବଜୀତରେ ଅଭିନୟ କରିବା ପରେ ଏବେ ଆଉ ଏକ ଫିଲ୍ମରେ ଅଭିନୟ କରିବେ ଅଭିନେତା ରଣଦୀପ ହୁଡ୍ଡା। ରଣଦୀପ ତାଙ୍କ ଆଗାମୀ ଫିଲ୍ମରେ ଲଭଗୁରୁ ଭୂମିକାରେ...
ଭାରତ ଫେରିବାକୁ ଚାହୁଁ ନାହାନ୍ତି ମାଲ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ବ୍ୟାଙ୍କରୁ ୯କୋଟି ଟଙ୍କା ନେଇ ବ୍ରିଟେନରେ ରହୁଥିବା ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଭାରତ ଫେରିବାକୁ ଚାହୁଁନାହାନ୍ତିା ସେ ତାଙ୍କ ପ୍ରତ୍ୟାର୍ପଣ ବିରୋଧରେ ପୁଣିଥରେ କୋର୍ଟରେ ଆବେଦନ କରିଛନ୍ତିା ବ୍ରିଟେନ...
ଝଡ଼ ତୋଫାନ ସମ୍ଭାବନା, ୯ ଜିଲ୍ଲାକୁ ସତର୍କ ସୂଚନା
ଓଡ଼ିଶାଲାଇଭ୍ ବ୍ୟୁରୋ
ସନ୍ଧ୍ୟାରୁ ରାତି ଟା ୯ଟା ଭିତରେ ରାଜ୍ୟର କେତେକ ସ୍ଥାନରେ ଝଡ଼ ତୋଫାନର ଆଶଙ୍କା ରହିଛିା ପାଣିପାଗ ବିଭାଗ ଏନେଇ ପୂର୍ବାନୁମାନ କରିଛିା ଝଡ଼ ତୋଫାନ ଦୃଷ୍ଟିରୁ ୯ ଟି ଜିଲ୍ଲାକୁ...




















