ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ବ୍ୟାଙ୍କରୁ ୯କୋଟି ଟଙ୍କା ନେଇ ବ୍ରିଟେନରେ ରହୁଥିବା ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଭାରତ ଫେରିବାକୁ ଚାହୁଁନାହାନ୍ତିା ସେ ତାଙ୍କ ପ୍ରତ୍ୟାର୍ପଣ ବିରୋଧରେ ପୁଣିଥରେ କୋର୍ଟରେ ଆବେଦନ କରିଛନ୍ତିା ବ୍ରିଟେନ ହାଇକୋର୍ଟରେ ବିଜୟ ପ୍ରତ୍ୟାର୍ପଣ ବିରୋଧରେ ଆବେଦନ କରିଛନ୍ତିା

ପୂର୍ବରୁ ମଧ୍ୟ ସେ ଏଭଳି ଆବେଦନ କରିଥିଲେ ହେଲେ ଏହାକୁ କୋର୍ଟ ଖାରଜ କରିଦେଇଥିଲେ। ତେଣୁ ସେ ଭାରତ ଫେରିବା ନିଶ୍ଚିତ ହୋଇଥିଲା। କିନ୍ତୁ ଏବେ ସେ ପୁଣି କୋର୍ଟରେ ପ୍ରତ୍ୟର୍ପଣ ବିରୋଧରେ ଆବେଦନ କରି ଭାରତକୁ ଫେରିବାରେ ବିଳମ୍ବ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି।

ମାଲ୍ୟାଙ୍କ ଆବେଦନର ଶୁଣାଣି କେବେ ହେବ, ତାହା ଜଣାପଡ଼ିନାହିଁ।
ଏହାପୂର୍ବରୁ ୱେଷ୍ଟମିନିଷ୍ଟର କୋର୍ଟ ମଧ୍ୟ ମାଲ୍ୟାଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ନିର୍ଦ୍ଦେଶ ଦେଇଥିଲେ।

Comment