ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଜାରି ରହିଛିା ଏହି ପର୍ଯ୍ୟାୟରେ ଗୁଜୁରାଟର ସମସ୍ତ ଆସନ ଓ କେରଳର ସମସ୍ତ ଆସନରେ ମତଦାନ ହେବା ମୋଦି ଆଜି ଗୁଜୁରାଟର ଅହମ୍ମଦାବାଦରେ ନିଜର ମତ ସାବ୍ୟସ୍ତ କରିଛନ୍ତି।

ମତ ସାବ୍ୟସ୍ତ କରିବା ପୂର୍ବରୁ ମୋଦି ତାଙ୍କ ମା’ଙ୍କ ଆଶୀର୍ବାଦ ନେଇଛନ୍ତିା ଅହମ୍ମଦାବାଦର ରାଣିପ ବୁଥରେ ଭୋଟ ଦେଇଛନ୍ତି ମୋଦିା

ଏହି ପର୍ଯ୍ୟାୟରେ ବହୁ ହେଭିଓ୍ୱେଟ ଭାଗ୍ୟ ପରୀକ୍ଷା ହେବା ଏମାନଙ୍କ ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରହିଛନ୍ତିା ଗୁଜୁରାଟର ଗାନ୍ଧିନଗରରୁ ଶାହ ଓ କେରଳର ଓ୍ୱାଇନାଡରୁ ରାହୁଲଙ୍କ ଭାଗ୍ୟ ପରୀକ୍ଷା ହେବା

LEAVE A REPLY

Please enter your comment!
Please enter your name here