୧୬ରେ ପୁଣି ଆସିବେ ମୋଦି, ଭୁବନେଶ୍ୱର-ସମ୍ବଲପୁରରେ ଦେବେ ଉଦବୋଧନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ନିର୍ବାଚନ ପ୍ରଚାର ଜୋର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପୁଣି ଥରେ ଓଡ଼ିଶା ଆସିବା କାର୍ଯ୍ୟକ୍ରମ ରହିଛି। ଏପ୍ରିଲ ୧୬ରେ ନରେନ୍ଦ୍ର ମୋଦି ଓଡ଼ିଶା ଆସି ଭୁବନେଶ୍ୱର ଓ...
ମାଓବାଦୀଙ୍କ ଧମକକୁ ଖାତିର ନକରି ୧୦୨ ବର୍ଷିୟ ବୃଦ୍ଧା ଦେଲେ ଭୋଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚାଲିବାକୁ ଦେହରେ ଶକ୍ତି ନାହିଁ, ତଥାପି ଗଣତନ୍ତ୍ରର ମହାଯୁଦ୍ଧରେ ସାମିଲ ହୋଇ ୧୦୨ ବର୍ଷିୟ ବୃଦ୍ଧା ଦେଲେ ଭୋଟ
ଲୋକସଭା ଓ ବିଧାନସଭା ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି। ସକାଳ...
ଆଜି ରାୟଗଡ଼ା, ଗଜପତିରେ ପ୍ରଚାର କରୁଛନ୍ତି ନବୀନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଗଜପତି ଓ ରାୟଗଡ଼ାରେ ମାରାଥନ ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପ୍ରଥମେ ରାୟଗଡ଼ାର ଗୁଣପୁର, ବିଷମକଟକ ଓ ରାୟଗଡ଼ା ନିର୍ବାଚନ ମଣ୍ଡଳୀରେ ପ୍ରଚାର ଆରମ୍ଭ କରିଛନ୍ତି...
ସୁସ୍ଥ ସ୍ୱାସ୍ଥ୍ୟ ପାଇଁ କାହିଁକି ଜରୁରୀ ଫାଇବର?
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଫାଇବର୍ ବା ତନ୍ତୁଜାତୀୟ ଖାଦ୍ୟର ଅନେକ ମହତ୍ତ୍ୱ ରହିଛି। ଉପଯୁକ୍ତ ପରିମାଣର ଫାଇବର୍ ନ ଖାଇଲେ ହୃଦ୍ରୋଗ ତଥା ମେଦବୃଦ୍ଧି ହେବାର ଭୟ ରହିଥାଏ।
-ଶରୀରରେ ଫାଇବର୍ର ଅଭାବ...
ଶଙ୍ଖ ଛାଡ଼ି ପଦ୍ମ ଧରିଲେ ପ୍ରବୀଣ ଭଞ୍ଜଦେଓ
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ମୋରଡ଼ାର ବିଜେଡି ବିଧାୟକ ପ୍ରବୀଣ ଭଞ୍ଜଦେଓ ବିଧିବଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଭବାନୀପାଟଣାରେ ବିଜେପିର ବିଜୟ ସଂକଳ୍ପ ଶୋଭାଯାତ୍ରାରେ ପ୍ରବୀଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟ ସଭାପତି ବସନ୍ତ...
ଫ୍ୟାଶନ ଟ୍ରେଣ୍ଡରେ ଲଙ୍ଗ୍ ସ୍କର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିକାଲି ଯୁବତୀଙ୍କ ମଧ୍ୟରେ ଲଙ୍ଗ ସ୍କର୍ଟ ଫ୍ୟାଶନ୍ ବେଶ୍ ଲୋକପ୍ରିୟ ହେଉଛି। କଲେଜରୁ ଆରମ୍ଭ କରି ପାର୍ଟି ପର୍ଯ୍ୟନ୍ତ ସବୁଠି ଆପଣ ଏହାକୁ ପିନ୍ଧିପାରିବେ।
ବର୍ତ୍ତମାନ ଲଙ୍ଗ ସ୍କର୍ଟ ସହିତ ଟପ୍ ବା...
ମିଗ୍-୨୭ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାୟୁସେନାର ଲଢ଼ୁଆ ବିମାନ ମିଗ୍ -୨୭ ବିମାନ ଦୁର୍ଘଟଣା ଘଟିଛି। ରାଜସ୍ଥାନର ଯୋଧପୁରରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ରୁଟିନ୍ ମିଶନରେ ଯାଇଥିଲାବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି।
ଦୁର୍ଘଟଣାରେ କ୍ଷୟକ୍ଷତି ନେଇ ସ୍ପଷ୍ଟ ସୂଚନା...
ଏସି, କୁଲର ଜମାନାରେ ବି ରହିଛି ବେଣାଚେର ପରଦାର ଆଦର
ଓଡ଼ିଶାଲାଇଭ୍ ବ୍ୟୁରୋ
(କଟକରୁ ପ୍ରଣବ କୁମାର ନନ୍ଦୀ) ଦିନକୁ ଦିନ ବଢୁଛି ଖରାର ତାତି। ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସକୁ ଛୁଇଁଲାଣି। ତାତିର ମାତ୍ରା ବୃଦ୍ଧି ପାଇବା ଯୋଗୁଁ ଫ୍ୟାନ ଆଉ କାମ...
ବିଜେପିର ଔରଙ୍ଗଜେବ ହେଲେ ଧର୍ମେନ୍ଦ୍ର ପ୍ରଧାନ: ରାଜ କିଶୋର ଦାସ
ଓଡ଼ିଶାଲାଇଭ୍ ବ୍ୟୁରୋ
"ଭାରତୀୟ ଜନତା ପାର୍ଟିର ଔରଙ୍ଗଜେବ ହେଲେ ଧର୍ମେନ୍ଦ୍ର ପ୍ରଧାନ"। ଧର୍ମେନ୍ଦ୍ରଙ୍କୁ ଏଭଳି କଟୁ ସମାଲୋଚନା କରିଛନ୍ତି ଭାଜପାର ବରିଷ୍ଠ ନେତା ତଥା ରାଜ୍ୟ ଉପସଭାପତି ରାଜ କିଶୋର ଦାସ। ଦଳରୁ ଇସ୍ତଫା...
ଦେଶର ପ୍ରଥମ ଲୋକପାଳ ଭାବେ ଶପଥ ନେଲେ ଜଷ୍ଟିସ୍ ପିନାକୀ ଚନ୍ଦ୍ର ଘୋଷ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ଭାବେ ଶନିବାର ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶପଥ ପାଠ କରାଇଛନ୍ତି। ଏହି...





















