ଖରାରେ ଶିଝୁଛନ୍ତି ରାଜ୍ୟବାସୀ, ମେ’ ୨ ଯାଏଁ ନିସ୍ତାର ନାହିଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରବଳ ଖରା ତାତିରେ ଆଉଟୁ ପାଉଟୁ ହେଉଛନ୍ତି ରାଜ୍ୟବାସୀ। ରାଜ୍ୟର ସର୍ବାଧିକ ତାପମାତ୍ରା ଗତ ୨୪ ଘଣ୍ଟା ମଧ୍ୟରେ ୪୫ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଆଗକୁ ତାପମାତ୍ରାରେ ବୃଦ୍ଧି ହୋଇ ୪୭...
ଜଳୁଛି ଓଡ଼ିଶା: ଆହୁରି ୫ ଦିନ ତାତିରୁ ମିଳିବନି ମୁକ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଅସହ୍ୟ ଗରମରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛନ୍ତି ଲୋକେ। ଦିନ ୯ଟା ପରେ ଏବେ ଘରୁ ବାହାରିବାକୁ ଲୋକଙ୍କୁ ଡର ଲାଗୁଛି। ଆକାଶରୁ ନିଆଁ ବର୍ଷା...
ଆହୁରି ୩ ଦିନ ସିଝିବେ ରାଜ୍ୟବାସୀ, ଏପ୍ରିଲ ୩୦ ଯଏଁ ବଢ଼ିବ ତାପମାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ତତଲା କଢ଼େଇରେ ଏବେ ଓଡ଼ିଶା। ଅସହ୍ୟ ଖରାରେ ସିଝୁଛନ୍ତି ରାଜ୍ୟବାସୀ। ଆଗକୁ ଆହୁରି ତାପମାତ୍ରା ବୃଦ୍ଧି ପାଇବ। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ତାପରୁ ନିସ୍ତାର ମିଳିବ ନାହିଁ ଓଡ଼ିଶାକୁ।...
ଏପ୍ରିଲ ୨୯ ଯାଏଁ ଆହୁରି କଲବଲ କରିବ ତାତି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ଯୋଗୁଁ ଲୋକଙ୍କୁ ନାହିଁନଥିବା ହଇରାଣ ହରକତ ହେବାକୁ ପଡ଼ୁଛି। ସକାଳ ୧୦ ପରେ ଘରୁ ବାହାରିବାକୁ ମଧ୍ୟ ଲୋକେ ଭୟ କରୁଛନ୍ତି। ଏ ପଟେ ତାପମାତ୍ରା...
ଆହୁରି ବଢ଼ିବ ତାତି, ୩ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁର
ଦିନକୁ ଦିନ ଅସହ୍ୟ କରୁଛି ତାତି। ସକାଳ ୧୦ଟା ପରେ ଆକାଶରୁ ନିଆଁ ବର୍ଷା ଅନୁଭୂତ ହେଉଛି। ଦିନବେଳେ ଘରୁ ବାହାରିବାକୁ ଲୋକେ ଭୟ କରୁଛନ୍ତି। ଗାଁଠୁ ସହର ଖରାରେ ଆଉଟୁ...
ରାଜ୍ୟବାସୀଙ୍କୁ ଆହୁରି କଲବଲ କରିବ ତାତି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଦିନକୁ ଦିନ ତାତି ଅସମ୍ଭାଳ ହେବାରେ ଲାଗିଛି। କେବଳ ଗରମ ନୁହେଁ ଅସହ୍ୟ ଗୁଳୁଗୁଳି ଯୋଗୁଁ ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି। ଆଗକୁ ତାପମାତ୍ରାରେ ଆହୁରି ବୃଦ୍ଧି ହେବ। ରାଜ୍ୟର ଅଧିକାଂଶ...
କଲବଲ କରୁଛି ଗରମ: ୪୦ ଡିଗ୍ରୀ ଉପରେ ୬ ସହରର ତାପମାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ଓଡ଼ିଶାର ୬ଟି ସହରରେ ତାପମାତ୍ରା ୪୩ ଡିଗ୍ରୀ ଟପିଛି। ୧୯ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର କରିଛି।...
ରାଜ୍ୟରେ ରେକର୍ଡ ଭାଙ୍ଗୁଛି ତାତି, ଆହୁରି ଅସହ୍ୟ ହେବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି ଗରମ। ରାଜ୍ୟବାସୀ ଅସମ୍ଭାଳ ଖରା ତାତିରେ ଆଉଟୁପାଉଟୁ ହେଉଛନ୍ତି। ଆଗକୁ ଆହୁରି ତାପମାତ୍ରାରେ ବୃଦ୍ଧି ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।...
ଜଳିବ ଓଡ଼ିଶା: ଆହୁରି ୪ ଦିନ ବଢ଼ିବ ତାପମାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଅସହ୍ୟ ଗରମରେ ଆଉଟୁ ପାଉଟୁ ହେଉଛନ୍ତି ରାଜ୍ୟବାସୀ। ଉପାନ୍ତରୁ ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ଲୋକଙ୍କୁ ଗରମରୁ ନିସ୍ତାର ମିଳୁନାହିଁ। ଏଣେ ଆଭ୍ୟନ୍ତରୀଣ...
ଉତ୍ତପ୍ତ ଓଡ଼ିଶା: ଗରମରେ ଆଉଟୁ ପାଉଟୁ ରାଜ୍ୟବାସୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ସକାଳ ୧୦ଟା ପରେ ଘରୁ ବାହାରିବାକୁ ଲୋକଙ୍କୁ ଡର ଲାଗୁଛି। ଅସହ୍ୟ ଗରମରେ ଆଉଟୁ ପାଉଟୁ ହେଉଛନ୍ତି ରାଜ୍ୟବାସୀ। ବିଶେଷ କରି...


















