ବାତ୍ୟା ‘ଫନି’ ଓଡ଼ିଶାରେ ନେଲା ୨୯ ଜୀବନ
ଓଡ଼ିଶାଲାଇଭ ବ୍ୟୁରୋ
ଉପକୂଳ ଓଡ଼ିଶାରେ ସାମୁଦ୍ରିକ ଝଡ଼ ‘ଫନି’ ୨୯ ଜୀବନ ନେଇଛି। ଏହା ଆଜି ସ୍ପଷ୍ଟ କରିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ।
ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ କେବଳ...
‘ଫନି’ ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ, ସୋମବାର ଆସିବେ ଓଡ଼ିଶା
ଓଡ଼ିଶାଲାଇଭ ବ୍ୟୁରୋ
ବାତ୍ୟା ‘ଫନି’ର ସ୍ଥିତି ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଛନ୍ତି। ଆସନ୍ତକାଲି ମୋଦି ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ରାଜଭବନ ଯିବୋ ଏହାପରେ ମୋଦି...
ପୋଡ଼ପଡ଼ା ଗାଁରେ ‘ଫନି’ର କରାଳ ରୂପ – ‘‘ଆମର ସବୁକିଛି ନେଇଗଲା ବାତ୍ୟା’’
ଓଡ଼ିଶାଲାଇଭ ବ୍ୟୁରୋ
କୋହଭରା କଣ୍ଠରେ ‘ଫନି’ର କରାଳ ରୂପ ବର୍ଣ୍ଣନା କଲେ ଜଟଣୀ ନିକଟସ୍ଥ ପୋଡ଼ପୋଡ଼ା ଗାଁର ଲୋକ।
(ଜଟଣୀରୁ ମାନସୀ ମହାପାତ୍ର ଓ ସୁଶ୍ରୀସ୍ମିତା) : ‘‘ବାତ୍ୟା ‘ଫନି’ ଆସିଲା। ଆମର ସବୁକିଛି ଛଡ଼ାଇ...
ଫନି ତାଣ୍ଡବ – ଓଡ଼ିଶାରେ ୩୦ ଲକ୍ଷ ବିଦ୍ୟୁତ ଉପଭୋକ୍ତା ପ୍ରଭାବିତ
ଓଡ଼ିଶାଲାଇଭ ବ୍ୟୁରୋ
‘‘ଅତି ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନି’ରେ ଓଡ଼ିଶାର ୩୦ ଲକ୍ଷ ବିଦ୍ୟୁତ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି। ୧୦ ଲକ୍ଷ ଉପଭୋକ୍ତାଙ୍କୁ ସୋମବାର ସୁଦ୍ଧା ବିଦ୍ୟୁତ ସଂଯୋଗ ଦିଆଯିବ। ଆସନ୍ତା ସପ୍ତାହେ ମଧ୍ୟରେ...
ପୁରୀକୁ ଟ୍ରେନ ଚଳାଚଳ ଏବେ ସମ୍ଭବ ନୁହେଁ
ଓଡ଼ିଶାଲାଇଭ ବ୍ୟୁରୋ
ସାମୁଦ୍ରିକ ଝଡ଼ ‘ଫନି’ ଯୋଗୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଅଧିକାଂଶ ଟ୍ରେନକୁ ବାତିଲ କରିଥିଲା ପୂର୍ବତଟ ରେଳପଥ। ଗତକାଲିଠାରୁ ବେଙ୍ଗାଳୁରୁ, ଜଗଦଲପୁର ଏବଂ ଜୁନାଗଡ଼ ରୋଡକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ...
ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଗ୍ରୀଡ୍ ମରାମତି
ଓଡ଼ିଶାଲାଇଭ ବ୍ୟୁରୋ
ବାତ୍ୟା ‘ଫନି’ ପ୍ରକୋପରେ ପୁରୀ, ଖୋର୍ଦ୍ଧା, କଟକ ଏବଂ ଭୁବନେଶ୍ୱରରେ ବ୍ୟାପକ କ୍ଷତି ହୋଇଛିା ବଡ଼ ବଡ଼ ଗଛ ଏବଂ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବାରୁ ବିଦ୍ୟୁ ସରବରାହ ବ୍ୟାହତ ହୋଇଛିା...
ବାଲିଅନ୍ତା, ବାଲିପାଟଣାରେ ‘ଫନି’ର ତାଣ୍ଡବ – ହାହାକାରରେ ଗାଁ ଲୋକେ
ଓଡ଼ିଶାଲାଇଭ ବ୍ୟୁରୋ
ବାଲିଅନ୍ତା, ବାଲିପାଟଣା ଅଞ୍ଚଳରେ ଛାରଖାର କଲା ବାତ୍ୟା ‘ଫନି’। ପ୍ରଭାବିତ ଅଞ୍ଚଳରେ ରିଅଲିଟି ଚେକ୍ କଲା ଓଡ଼ିଶାଲାଇଭ୍ ଟିମ୍।
ସାମୁଦ୍ରିକ ଝଡ଼ ‘ଫନି’ରେ ଛାରଖାର ହୋଇଛି ଖୋର୍ଦ୍ଦା ଜିଲ୍ଲା ବାଲିଅନ୍ତା ବ୍ଲକର...
କଟକ ଜିଲ୍ଲାରେ ପ୍ରଳୟ କଲା ‘ଫନି’
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଜିଲ୍ଲାରେ ମଧ୍ୟ ବାତ୍ୟା ଫନି ତାଣ୍ଡବ ରଚିଛି। ସାରା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ବିଦ୍ୟୁତ, ମୋବାଇଲ ଓ ଇଣ୍ଟରନେଟ୍ ସେବା ବାଧାପ୍ରାପ୍ତ ହୋଇଛି।...
ଗଞ୍ଜାମ ଓ ଗଜପତିରେ ତାଣ୍ଡବ ରଚିଲା ‘ଫନି’
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଅତି ଭୟଙ୍କର ସାମୁଦ୍ରିକ ଝଡ ଫନି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବ୍ୟାପକ କ୍ଷତି କରିଛି। ଗଞ୍ଜାମ ଜିଲ୍ଲାରେ ୨୨ ବ୍ଲକର ୨୬୭୩ ଗ୍ରାମରେ ୨୦ ଲକ୍ଷ...
ଦୁଃଖ ଦେଇଗଲା ‘ଫନି’ – ବାତ୍ୟାରେ ଆସିଥିଲା, ବାତ୍ୟାରେ ଚାଲିଗଲା
ଓଡ଼ିଶାଲାଇଭ ବ୍ୟୁରୋ
[youtube https://www.youtube.com/watch?v=ClNiT4IjM_Q]
ପୁରୀ ଜିଲ୍ଲା ପିପିଲି ବ୍ଲକ ହରିପୁରର ହରିଜନ ବସ୍ତିରେ ବାତ୍ୟା ‘ଫନି’ରେ ଘଟିଛି ହୃଦୟବିଦାରକ ଘଟଣା। ବାତ୍ୟା ଦାଉରୁ ଛେଳିମାନଙ୍କୁ ରକ୍ଷା କରିବାକୁ ବାହାରକୁ ଯାଇଥିବା ସୌମ୍ୟରଞ୍ଜନ ବେହେରାଙ୍କ ଉପରେ...




















