ବ୍ୟବସାୟୀଙ୍କ ଅପହରଣ, ପରିବାରବର୍ଗ ଆଣିଲେ ଅଭିଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ନବରଙ୍ଗପୁର ଜିଲ୍ଲାର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଗୁରୁବାର ସନ୍ଧ୍ୟାରେ କେତେଜଣ ଦୁର୍ବୃତ୍ତ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ଅପହୃତ ହୋଇଥିବା ବ୍ୟବସାୟୀଙ୍କ ନାଁ ସୁନୀଲ ସାହୁ। ଏହି ସମ୍ପର୍କରେ ସୁନିଲଙ୍କ ବଡଭାଇ...

ପତ୍ନୀଙ୍କ ସହ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ବଲିଉଡ ଅଭିନେତା ଗୋବିନ୍ଦା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀ: ମହାପ୍ରଭୁଙ୍କ ଦର୍ଶନ କଲେ ବଲିଉଡ ଲୋକପ୍ରିୟ ଅଭିନେତା ଗୋବିନ୍ଦା। ରବିବାର ରାତି ପ୍ରାୟ ସାଢ଼େ ୯ଟା ବେଳେ ନିଜ ଧର୍ମପତ୍ନୀ ସୁନୀତା ଆହୁଜାଙ୍କ ସହ ପୁରୀ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ...

ରିଲିଜ ହେଲା ହ୍ରିତିକଙ୍କ ‘ସୁପର ୩୦’

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ [youtube https://www.youtube.com/watch?v=fCX9oYPUpZg] ବିହାରର ଜଣେ ଗଣିତ ଶିକ୍ଷକ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ 'ସୁପର ୩୦' ଆଜି ରିଲିଜ ହୋଇଛି। ଏହି ଫିଲ୍ମ ଜରିଆରେ ଅଭିନେତା ହ୍ରିତିକ ରୋଶନ...

ମୋରଡ଼ାରେ ଅମିତ ଶାହଙ୍କ ଆହ୍ୱାନ – ଓଡ଼ିଶାରେ ବିଜେପି ସରକାର ସୁନିଶ୍ଚିତ

amit shah
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମୟୂରଭଞ୍ଜର ମୋରଡ଼ାରେ ପହଞ୍ଚିଛନ୍ତି। ମୋରଡ଼ାରେ ଆୟୋଜିତ ଏକ ବିଜୟ ସଂକଳ୍ପ ସମାବେଶରେ ଶାହ ଯୋଗ ଦେଇଛନ୍ତି। ସଭାରେ ଶାହଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର...

ସଂସଦ ସୁରକ୍ଷା ଭଙ୍ଗକୁ ନେଇ ଲୋକସଭାରେ ହଙ୍ଗମା, ଶୀତକାଳୀନ ଅଧିବେଶନରୁ ୩୩ ବିରୋଧୀ ସାଂସଦ ନିଲମ୍ବିତ

ଓଡ଼ିଶାଲାଇଭ୍ ବ୍ୟୁରୋ ସଂସଦର ସୁରକ୍ଷା ଭଙ୍ଗ ଘଟଣାକୁ ନେଇ ଏବେ ଦେଶରେ ରାଜନୀତି ସରଗରମ ରହିଛି। ଏହି ମାମଲାରେ ସୋମବାର ଲୋକସଭାରେ ବିରୋଧୀ ସାଂସଦମାନେ ପ୍ରବଳ ହଙ୍ଗମା କରିଛନ୍ତି। ଏହି ହଟ୍ଟଗୋଳରେ ଲୋକସଭାରେ ଗୃହକାର୍ଯ୍ୟ...

ରାଜ୍ୟରେ ବଢୁଛି ଶୀତର ପ୍ରକୋପ: ଜି.ଉଦୟଗିରି ସବୁଠୁ ଥଣ୍ଡା ସହର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ବଢୁଛି ଶୀତର ପ୍ରକୋପ। କୁହୁଡ଼ି ସହିତ ଧିରେ ଧିରେ ଶୀତ ବଢିବାରେ ଲାଗିଛି। ରାଜ୍ୟର ପ୍ରାୟ ୨୦ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। କନ୍ଧମାଳ...

ଭାରତ-ଚୀନ ବିବାଦର କେନ୍ଦ୍ର ଗଲଓ୍ୱାନ ଘାଟି, ଜାଣନ୍ତୁ କାହିଁକି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗତ ୪୨ ଦିନ ହେବ ଲାଗିଛି ଭାରତ ଚୀନ ସୀମା ବିବାଦ। ପୂର୍ବ ଲଦାଖର ଗଲଓ୍ୱାନ ଭ୍ୟାଲିରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଥମିବାର ନାଁ ନେଉନାହିଁ। ଏହାକୁ ଦୃଷ୍ଟିରେ ରଖି...

‘ତଥାସ୍ତୁ’ ପକ୍ଷରୁ ପଣ୍ଡିତ ବିନାୟକ ମିଶ୍ରଙ୍କ ଜୟନ୍ତୀ ପାଳନ

ଓଡ଼ିଶାଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ର କଳା ଓ ସାହିତ୍ୟ ଅନୁଷ୍ଠାନ ‘ତଥାସ୍ତୁ’ ପକ୍ଷରୁ ସାହିତ୍ୟସାରଥୀ ପଣ୍ଡିତ ବିନାୟକ ମିଶ୍ରଙ୍କ ଜୟନ୍ତୀ ପାଳିତ ହୋଇଛି। ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ...

କଟକ ଧାନ ଗବେଷଣା ଅନୁଷ୍ଠାନରେ ନିଯୁକ୍ତି ସୁଯୋଗ: ନଭେମ୍ବର ୨୮ରେ ୱାକ-ଇନ୍-ଇଣ୍ଟରଭ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଜାତୀୟ ଧାନ ଗବେଷଣା ଅନୁଷ୍ଠାନରେ ନିଯୁକ୍ତି ସୁଯୋଗ। ଅନୁଷ୍ଠାନର ଗୋଟିଏ ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ଓ ଗୋଟିଏ ଫିଲ୍ଡ୍ ଅପରେଟର ପଦବୀ ପାଇଁ ନଭେମ୍ବର ୨୮ତାରିଖ ସକାଳ ୧୦.୩୦ରେ ୱାକ-ଇନ୍-ଇଣ୍ଟରଭ୍ୟୁ ଅନୁଷ୍ଠିତ...

ପ୍ରଧାନମନ୍ତ୍ରୀଙ୍କୁ ବାଲୁକା କଳା ମାଧ୍ୟମରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ୬୯ତମ ଜନ୍ମଦିନ। ତାଙ୍କ ଜନ୍ମଦିନ ଉପଲକ୍ଷେ ଦେଶର କୋଣ ଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏହି ଅବସରରେ ଏକ ସୁନ୍ଦର ଉପହାର ଦେଇଛନ୍ତି ବାଳୁକା ଶିଳ୍ପୀ...