ଆଜି ଶ୍ରାବଣର ଦ୍ଵିତୀୟ ସୋମବାର, ମହାଦେବଙ୍କୁ ଜଳଲାଗି କରିବାକୁ ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର। ଆଜିର ଦିନରେ ମହାଦେବଙ୍କୁ ଜଳଲାଗି କରିବା ପାଇଁ ରାଜ୍ୟର ସବୁ ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି। ରାଜ୍ୟର ପ୍ରମୁଖ ଶିବ ମନ୍ଦିରରେ...
ମାଓ ନେତା ସବ୍ୟସାଚୀଙ୍କୁ ଆଜୀବନ ଜେଲ୍, ତଦନ୍ତକାରୀ ଅଧିକାରୀଙ୍କୁ ଭର୍ତ୍ସନା କଲେ କୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୨ରେ ଜାତୀୟ ତଥା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଶିରୋନାମା ପାଲଟିଥିବା ଟପ୍ ମାଓନେତା ସବ୍ୟସାଚୀ ପଣ୍ଡା ଓରଫ୍ ସୁନୀଲଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ବ୍ରହ୍ମପୁରର ଅତିରିକ୍ତ ଜିଲ୍ଲା ଓ ଦୌରା...
ସାଲେପୁର ବିଧାୟକଙ୍କୁ କରୋନା
ଓଡ଼ିଶାଲାଇଭ ବ୍ୟୁରୋ
ଆଉ ଜଣେ ବିଧାୟକଙ୍କୁ କରୋନା। ବାଲେଶ୍ୱର ଜିଲ୍ଲା ନୀଳଗିରି ବିଧାୟକ କରୋନା ଆକ୍ରାନ୍ତ ହେବା ପରେ ଆଜି କଟକ ଜିଲ୍ଲା ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।...
ଝାରସୁଗୁଡ଼ାରୁ ମୁମ୍ବାଇ ସିଧାସଳଖ ବିମାନ ଉଡ଼ାଣ ପାଇଁ କେନ୍ଦ୍ରକୁ ଧର୍ମେନ୍ଦ୍ରଙ୍କ ଚିଠି
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାରସୁଗୁଡ଼ାରୁ ମୁମ୍ବାଇକୁ ସିଧା ସଳଖ ବିମାନସେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଚିଠି ଲେଖିଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି। ପଶ୍ଚିମ ଓଡ଼ିଶା ଲୋକଙ୍କ...
ଏସିଆନ ଗେମ୍ସ: ପୁରୁଷ-ମହିଳା ସ୍କେଟିଂରେ ଭାରତକୁ ବ୍ରୋଞ୍ଜ ପଦକ
ଓଡ଼ିଶାଲାଇଭ୍ ବ୍ୟୁରୋ
୩୦୦୦ ମିଟର ସ୍ପିଡ ସ୍କେଟିଂରେ ଉଭୟ ମହିଳା ଓ ପୁରୁଷ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛି ଭାରତ
ଚୀନର ହାଙ୍ଗଝୌରେ ଚାଲିଥିବା ଏସିଆନ ଗେମ୍ସରେ ଭାରତକୁ ମିଳିଛି ଆଉ ଦୁଇ ପଦକ। ୩୦୦୦...
ବ୍ରହ୍ମପୁର: ଶହେରୁ ଅଧିକ ଛେଳି ଉପରେ ମାଡ଼ିଗଲା ଟ୍ରେନ
ଓଡ଼ିଶାଲାଇଭ ବ୍ୟୁରୋ
ଟ୍ରେନ ଧକ୍କାରେ ଶହେରୁ ଅଧିକ ଛେଳିଙ୍କ ମୃତ୍ୟୁ ହୋଇଛି। ଏପରି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହର ଖଲ୍ଲିକୋଟ ଅନ୍ତର୍ଗତ ଗୁରାପଲ୍ଲୀ ଗାଁ ନିକଟରେ। ଫାଲୁକନାମା ଟ୍ରେନ ମାଡ଼ିଯିବାରୁ ଶହେରୁ ଅଧିକ...
‘ଲିସିନ୍ ଟୁ ହର୍’ – ମହିଳାଙ୍କ ଉପରେ ହେଉଥିବା ଘରୋଇ ହିଂସାକୁ ନେଇ ନନ୍ଦିତା ଦାସଙ୍କ ସର୍ଟ ଫିଲ୍ମ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
[youtube https://www.youtube.com/watch?v=scwYray2Dsk]
‘‘ଜଣେ ମହିଳାଙ୍କ ପାଇଁ ମୁହଁ ଖୋଲିବା ସେତେବେଳେ ସମ୍ଭବ, ଯେତେବେଳେ ସେ ଜାଣିବେ ଯେ ତାଙ୍କୁ କେହି ଶୁଣୁଛନ୍ତି’’, ଏହି ବାର୍ତ୍ତା ନେଇ ରିଲିଜ ହେଲା ନନ୍ଦିତା ଦାସ...
ଫନି ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲେ ସେକେଣ୍ଡାରି ବୋର୍ଡ଼ ହାଇସ୍କୁଲର ପୁରାତନ ଛାତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଳୟଙ୍କରୀ ବାତ୍ୟା ଫନି ଛଡ଼ାଇ ନେଇଛି ଅନେକ ଧନ ଜୀବନ। ନଷ୍ଟ ହୋଇଯାଇଛି ଅନେକ ଘରଦ୍ୱାର। କ୍ଷତିର ମାତ୍ରା ଏତେ ଅଧିକ ଯେ ଏହାର ପରିକଳ୍ପନା ଅସମ୍ଭବ। ଏବେ ବି ପରିସ୍ଥିତିରେ...
କେଜରିଓ୍ୱାଲଙ୍କୁ ଭେଟିଲେ କୁନି କେଜରିଓ୍ୱାଲ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ବେଶ୍ ଉତ୍ସାହିତ ଅଛି ଆମ୍ ଆଦମୀ ପାର୍ଟି। ବହୁ ଆସନରେ ଆପ୍ ଆଗରେ ଥିବାରୁ ଆପ୍ ମୁଖ୍ୟାଳୟରେ କର୍ମୀମାନେ ବାଜା ବଜାଇ, ଗୀତ ଗାଇ ନାଚିଛନ୍ତି।...
ଯୋଗ କରିବା ସମୟରେ ଭୁଲରେ କରନ୍ତୁ ନାହିଁ ଏହି କାମ
ଓଡ଼ିଶାଲାଇଭ ବ୍ୟୁରୋ
ସୁସ୍ଥ ଶରୀର ସମସ୍ତେ ଚାହାଁନ୍ତି। ସେଥିପାଇଁ ଲୋକେ ଆଜିକାଲି ଯୋଗ କରିବା ଆରମ୍ଭ କରି ଦେଲେଣି। ନିଜକୁ ଫିଟ ରଖିବା ପାଇଁ ଯୋଗ କରିବା ସବୁଠୁ ଭଲ। ହେଲେ ଯୋଗ ଠିକ...


















