ରାଜ୍ୟରେ ପୁଣି ୧୫ ଜୀବନ ନେଲା କରୋନା, ଖୋର୍ଦ୍ଧାରୁ ସର୍ବାଧିକ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ କରୋନା ମୃତ୍ୟୁ କମିବାର ନାଁ ନେଉନାହିଁ। ଆଜି ଗୋଟିଏ ଦିନରେ ପୁଣି ୧୫ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏଥିସହ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୭୬୭କୁ ବୃଦ୍ଧି...
ମାଡ଼ି ଆସୁଛି ‘ଦାନା’: ଓଡ଼ିଶାଲାଇଭ୍ ପାଇଁ ପଠାନ୍ତୁ ଆପଣଙ୍କ ଅଞ୍ଚଳର ଭିଜୁଆଲ ଓ ଫଟୋ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୀଷଣ ବାତ୍ୟାର ରୂପ ନେଇ ଓଡ଼ିଶାକୁ ମାଡ଼ି ଆସୁଛି ‘ଦାନା’। ଏହା ଗୁରୁବାର ବିଳମ୍ବିତ ରାତିରେ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ‘ଦାନା’ ଭିତରକନିକା ଓ ଧାମରା ମଧ୍ୟରେ...
ଦାମଙ୍କୁ ଦଳକୁ ପୁଣି ସ୍ୱାଗତ କରିବେ କି ନବୀନ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କୁ ବିଜେପିରେ କେହି ପଚାରୁ ନାହାନ୍ତି। ଏକଥା ଆମେ କହୁନୁ, ନିଜେ ଦାମ ଏକଥା ଗତ ଦୁଇ ଦିନ ତଳେ ଗଣମାଧ୍ୟମକୁ କହିଥିଲେ। ଦାମଙ୍କ...
ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ମୁଖ୍ୟ ଏ ଜନ୍ସେଲ୍ ରାଜା ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଘନ୍ୟ ଖେଳ ଖେଳିଥିବା କଳାହାଣ୍ଡି ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜର ମୁଖ୍ୟ ଏ ଜନ୍ସେଲ୍ ରାଜାଙ୍କୁ ତାମିଲନାଡୁରୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ।
କଳାହାଣ୍ଡିର ବହୁ ଚର୍ଚ୍ଚିତ...
ଟ୍ରମ୍ପଙ୍କ ଦୃଷ୍ଟିରୁ ଗୁଜୁରାଟର ଦାରିଦ୍ର୍ୟ ଲୁଚାଇବାକୁ ପ୍ରୟାସ, ଛପର ଘର ଆଗରେ ନିର୍ମାଣ ହେଲା ପାଚେରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗୁଜୁରାଟ ଗସ୍ତ ପୂର୍ବରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ଏହି ପ୍ରସ୍ତୁତି ସହ ନିଜ ଅପାରଗତାକୁ ମଧ୍ୟ ଲୁଚାଇବାକୁ ପ୍ରୟାସ କରୁଛନ୍ତି ଗୁଜୁରାଟ ସରକାର। ଅହମ୍ମଦାବାଦ ନଗରପାଳିକା...
୪ ହଜାର ଟଙ୍କା ଯାଏଁ ଶସ୍ତା ହେଲା Vivo V15 Pro ସ୍ମାର୍ଟଫୋନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶସ୍ତା ହେଲା ଭିଭୋର ଦୁଇଟି ସ୍ମାର୍ଟଫୋନ। ଚୀନ୍ ସ୍ମାର୍ଟଫୋନ ନିର୍ମାତା କମ୍ପାନି ଭିଭୋ Vivo V15 Pro ଏବଂ Vivo S1 ସ୍ମାର୍ଟଫୋନ ଉପରେ ଭାରି ମାତ୍ରାରେ ରିହାତି ଦିଆଯାଉଛି। Vivo...
ବାତ୍ୟା ମୁକାବିଲା Update @10PM
ଓଡ଼ିଶାଲାଇଭ୍ ବ୍ୟୁରୋ
ବାତ୍ୟା ‘ଫନି’ର ମୁକାବିଲାକୁ ନେଇ ପଢ଼ନ୍ତୁ ବର୍ତ୍ତମାନର ଟିକିନିଖି ଖବର।
‘ଫନି’ ପ୍ରଭାବିତଙ୍କ ପାଇଁ ୧୬୦୦ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
‘ଫନି’ ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୬୦୦ କୋଟି...
କୋରାପୁଟ: ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଓଡ଼ିଶାଲାଇଭ ବ୍ୟୁରୋ
କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ କୁନ୍ଦ୍ରଗୁଡ଼ା ନିକଟସ୍ଥ କାଜୁ ମିଲ ପଛ ପଟେ ଥିବା ଏକ ଗଛରେ ବେକରେ ରଶି ଦେଇ ଯୁବକ ଯୁବତୀ ଆତ୍ମହତ୍ୟା କରିଛନ୍ତି। ଯୁବକ ଜଣକ ହେଲେ...
ଭୁଶୁଡ଼ିଲା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଛାତ୍ରୀନିବାସ କୋଠା
ଓଡ଼ିଶାଲାଇଭ ବ୍ୟୁରୋ
ଭୁଶୁଡ଼ି ପଡ଼ିଲା ଛାତ୍ରୀନିବାସ କୋଠା। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସାବେରି ଛାତ୍ରୀନିବାସର ଏକ ବିରାଟ ଅଂଶ ଭୁଶୁଡ଼ି ପଡ଼ିଛି। ଘଟଣା ସମୟରେ ଛାତ୍ରୀମାନେ ଉପସ୍ଥିତ ନଥିବାରୁ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି।...
୧୦ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି: ବଦଳିବ ବରମୁଣ୍ଡା ବସ୍ଷ୍ଟାଣ୍ଡ ରୂପରେଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧୦ ଟି ପ୍ରସ୍ତାବ ଉପରେ ମୋହର ବାଜିଛି।
ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ...


















