ଓଡ଼ିଶାଲାଇଭ୍‍ ବ୍ୟୁରୋ

ଜାମ୍ମୁ କାଶ୍ମୀରର ସାମ୍ବା ସେକ୍ଟରରେ ପାକିସ୍ତାନ ସେନାର ଗୁଳିରେ ଜଣେ ଯବାନ୍ ସହିଦ ହୋଇଥିଲେ।  ଏହି ବର୍ବର କାଣ୍ଡକୁ ସହଜରେ ଗ୍ରହଣ କରିପାରିନାହିଁ ଭାରତ। ଯବାନମାନେ ଦେଇଛନ୍ତି ମୁହଁତୋଡ ଜବାବ।

ଯବାନଙ୍କ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ୨ଟି ଘାଟି ଧ୍ୱଂସ ହୋଇଥିବା ବେଳେ ୧୫ ଜଣ ପାକିସ୍ତାନୀ ରେଞ୍ଜର୍ସଙ୍କ ମୃତ୍ୟୁ ହୋଇଛି। ଯବାନ୍ ଆର୍‌ପି ହାଜରା ତାଙ୍କ ଜନ୍ମଦିନରେ ହିଁ ପାକିସ୍ତାନୀ ସୈନ୍ୟଙ୍କ ଗୁଳିରେ ସହିଦ ହୋଇଥିଲେ। ଏହାକୁ ଭାରତୀୟ ଯବାନମାନେ ଚାଲେଞ୍ଜ ଭାବେ ଗ୍ରହଣ କରିଥିଲେ।

Comment