ଓଡ଼ିଶାଲାଇଭ୍ ବ୍ୟୁରୋ

ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପାଇଁ ରାଜ୍ୟ ସରକାର ନଭେମ୍ବର ୧୪ ତାରିଖ ସକାଳ ୧୦ଟାରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ଜାଣନ୍ତୁ କ’ଣ ରହିଛି କାର୍ଯ୍ୟକ୍ରମ…

  • ମହିଳା ଔଦ୍ୟୋଗିକ ପ୍ଲେନାରୀ
  • ଇଲେକ୍ଟ୍ରୋନିକ୍ସ ଓ ଆଇଟି
  • କୃଷି ବିପଣନ
  • କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍)
  • ଏକାଡେମିକ୍ ମିଟ୍ ପ୍ଲେନାରୀ
  • ମହିଳା ଔଦ୍ୟୋଗିକତା ଥିମ୍‌ରେ ଉଦ୍ୟୋଗୀଙ୍କ ପାଇଁ ଫାଇାନାନ୍ସ ଉପରେ ଅଧିବେଶନ
  • ମହିଳା ଔଦ୍ୟୋଗିକତା ଥିମ୍‌ରେ ଉଦ୍ୟୋଗୀଙ୍କ ପାଇଁ ମାର୍କେଟିଂ ଉପରେ ଅଧିବେଶନ
  • ମହିଳା ଔଦ୍ୟୋଗିକତା ଥିମ୍‌ରେ ଏସ୍ଏଚ୍‌ଜିଙ୍କ ପାଇଁ ମାର୍କେଟିଂ ଉପରେ ଅଧିବେଶନ
  • ମହିଳା ଔଦ୍ୟୋଗିକତା ଥିମ୍‌ରେ ଏସ୍ଏଚ୍‌ଜିଙ୍କ ପାଇଁ ଫାଇନାନ୍ସିଂ ଉପରେ ଅଧିବେଶନ
  • ଏକାଡେମିକ୍ ମିଟ୍ ଥିମ୍ ଅଧିବେଶନ
  • ୩୬ ଘଣ୍ଟିଆ ସ୍ମାର୍ଟ ଓଡ଼ିଶା ହାକାଥନ୍

Comment