ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଝରାଡିହି ଫାଣ୍ଡିର ବୁରୁଡୁଙ୍ଗୁରି ନିକଟରେ ଏକ ପାଳଗଦା ମଧ୍ୟରୁ ଜଣେ ଯୁବକର ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ମହୁଲଡୁମା ଗ୍ରାମର ନିର୍ମଳ ମହାନ୍ତ। ମୃତ୍ୟୁର କାରଣ ଜଣାପଡିନାହିଁ।

ତିରିଂ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଅ।ରମ୍ଭ କରିଛି। ମୃତ ବ୍ୟକ୍ତିର ଶବ ବ୍ୟବଛେଦ କରାଯାଇ ତାର ସଂପର୍କୀୟଂକୁ ହସ୍ତାନ୍ତର କରିଛି ପୋଲିସ।

Comment