ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କୋରିୟଗ୍ରାଫର ଟେରେନ୍ସ ଲୁଇସ୍ ଖବଶୀଘ୍ର ବଲିଉଊଡରେ ନଜର ଆସିବୋ ଡ୍ୟାନ୍ସ ଉପରେ ଆଧାରିତ ଏକ ଫିଲ୍ମରେ ଟେରେନ୍ସ ବଲିଉଡ ଡେବ୍ୟୁ କରିବୋ ଏକ ସାକ୍ଷାତକାରରେ ଟେରେନ୍ସ ଏହି ସୂଚନା ଦେଇଛନ୍ତିା ଫିଲ୍ମରେ ତାଙ୍କ ଚରିତ୍ର ଇଣ୍ଟ୍ରେଷ୍ଟିଙ୍ଗ ଓ ଡାୟନାମିକ ବୋଲି ସେ କହିଛନ୍ତିା

ସବୁବେଳେ ଟେରେନ୍ସଙ୍କୁ ଡ୍ୟାନ୍ସିଂ ପ୍ଲାଟଫର୍ମରେ ଦେଖିବାକୁ ମିଳିଥିଲା। ହେଲେ ଏଥର ଟେରେନ୍ସଙ୍କ ନୂଆ ରୂପ ଦେଖିବାକୁ ପାଇବେ ଦର୍ଶକ।

ଏହାପୂର୍ବରୁ ଟେରେନ୍ସ ଏକ ସର୍ଟ ଫିଲ୍ମରେ କାମ କରିଥିଲୋ ଯାହାର ନାମ ଥିଲା ‘ଦ ଗୁଡ ଗାର୍ଲ’।

ତାଙ୍କୁ ଆଗରୁ ଫିଲ୍ମରେ କାମ କରିବାକୁ ବହୁତ ଅଫର ମିଳିଥିଲା ମାତ୍ର ସେ କରିବାକୁ ଚାହିଁନଥିଲେ ବୋଲି ଟେରେନ୍ସ କହିଛନ୍ତିା ଟେରେନ୍ସ କରିବାକୁ ଯାଉଥିବା ଫିଲ୍ମରେ ଦୁଇ ଜଣ ଅଭିନେତ୍ରୀ ରହିବୋ

ଟେରେନ୍ସ ହେଲେ ଜଣେ ଖ୍ୟାତନାମ ଡ୍ୟାନ୍ସରା ବିଭିନ୍ନ ଡ୍ୟାନ୍ସ ରିଆଲିଟି ସୋ’ରେ ତାଙ୍କୁ ଜଜ୍ ଭୂମିକାରେ ଦେଖିବାକୁ ମିଳୋ ପୂର୍ବରୁ ଦର୍ଶକ ତାଙ୍କ ଡ୍ୟାନ୍ସର ଯାଦୁ ଦେଖିଥିଲୋ ଖୁବଶୀଘ୍ର ସେ ତାଙ୍କ ଆକ୍ଟିଙ୍ଗର ଯାଦୁ ଦର୍ଶକଙ୍କୁ ଦେଖାଇବୋ

Comment