ଓଡ଼ିଶାଲାଇଭ୍ ବ୍ୟୁରୋ

ଏପ୍ରିଲ ୨୩ ତାରିଖରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବା ୩ୟ ପର୍ଯ୍ୟାୟ ମତଦାନ ଲାଗି ପୋଲିଂ କର୍ମଚାରୀ ନିଜ ନିଜ ବୁଥ୍ ଅଭିମୁଖେ ଇଭିଏମ ଧରି ବାହାରିଛନ୍ତିା

ଏହି ପର୍ଯ୍ୟାୟରେ ୬ଟି ଲୋକସଭା ଭୁବନେଶ୍ୱର,ପୁରୀ,ସମ୍ବଲପୁର,କଟକ,ଢେଙ୍କାନାଳ ଓ କେନ୍ଦୁଝର ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନରେ ମତଦାନ ହେବା

ସାଧାରଣତଃ ଗୋଟଏ ଦିନ ପୂର୍ବରୁ ପୁଲିଂ କର୍ମଚାରୀମାନେ ବୁଥ୍‌କୁ ଯାଇଥାନ୍ତି ହେଲେ ଏଥର ଦୁଇ ଦିନ ପୂର୍ବରୁ ପୁଲିଂ କର୍ମଚାରୀଙ୍କୁ ବୁଥ୍‌କୁ ପଠାଯାଇଛି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ବି ପୋଲିଂ କର୍ମଚାରୀ ଦୁଇ ଦିନ ପୂର୍ବରୁ ବୁଥକୁ ଯାଇଥିଲୋ

Comment