ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ଧାବିକା ଦୂତୀ ଚାନ୍ଦ ଆଉ ଏକ ନୂଆ ରେକର୍ଡ ରଚିଛନ୍ତିା ୧୦୦ ମିଟର ଦୌଡରେ ଦୂତୀ ନିଜ ରେକର୍ଡକୁ ଭାଙ୍ଗି ସୃଷ୍ଟି କରିଛନ୍ତି ଆଉ ଏକ ଜାତୀୟ ରେକର୍ଡ।

ଦୋହାର ଖଲିଫା ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଚାଲିଥିବା ୨୩ତମ ଏସିଆନ ଆଥଲେଟିକ୍ସ ଚାମ୍ପିୟନସିପରେ ଦୂତୀ ୧୧.୨୮ ସେକେଣ୍ଡରେ ୧୦୦ ମିଟର କରି ସେ ପୁଣି ଥରେ ନୂତନ ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତିା

ଏନେଇ ଆଥଲେଟିକ୍ସ ଫେଡେରେସନ ଅଫ୍ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛିା

ପୂର୍ବରୁ ଆସାମର ଗୌହାଟୀରେ ଓଡ଼ିଶାକୁ ଗର୍ବିତ କରିଥିଲେ ଧାବିକା ଦୂତୀ ଚାନ୍ଦ। ଗୌହାଟୀରେ ହୋଇଥିବା ୫୮ତମ ଜାତୀୟ ଆନ୍ତଃରାଜ୍ୟ ସିନିୟର ଆଟ୍‌ଲେଟିକ୍ସ୍‌ ଚାମ୍ପିଅନ୍‌ଶିପ୍‌ରେ ତାଙ୍କୁ ଏହି ସଫଳତା ମିଳିଥିଲା। ଦୂତୀ ୧୧.୨୯ ସେକେଣ୍ଡରେ ୧୦୦ ମିଟର ଦୌଡ଼କୁ ଅତିକ୍ରମ କରିଥିଲୋ

ଦୂତୀଙ୍କ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତିା ଏନେଇ ମୁଖ୍ୟମନ୍ତ୍ରୀ ଟୁଇଟ କରିଛନ୍ତିା

&nb

Comment