ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ତୃତୀୟ ପର୍ଯ୍ୟାୟ ଦେଶରେ ୨୩ଟି ରାଜ୍ୟ ଓ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ହେଉଛିା ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛିା ଏହି ମଧ୍ୟରେ ବିଭିନ୍ନ ରାଜ୍ୟରେ ହୋଇଥିବା ଭୋଟିଂ ପ୍ରତିଶତ ରେକର୍ଡ କରାଯାଇଛିା

ନିର୍ବାଚନ କମିଶନଙ୍କ ମୁତାବକ, ଆସାମରେ ଦିନ ୯ଟା ସୁଦ୍ଧା ୧୨.୩୬ ପ୍ରତିଶତ ମତଦାନ ହୋଇଛିା

ସେହିପରି  ବିହାରରେ ୧୨.୬୦, ଗୋଆରେ ୨,୨୯,. ଗୁଜୁରାଟରେ ୧.୩୫, ଜମ୍ମୁ କଶ୍ମୀରରେ ୦.୦୦, କର୍ଣ୍ଣାଟକରେ ୧.୭୫, କେରଳରେ ୨.୪୮,  ମହାରାଷ୍ଟରେ ୦.୯୯, ଓଡ଼ିଶାରେ ୬, ତ୍ରିପୁରାରେ ୧.୫୬, ଉତ୍ତରପ୍ରଦେଶରେ ୬.୮୪, ପଶ୍ଚିମବଙ୍ଗରେ ୧୦.୯୭, ଛତିଶଗଡ଼ରେ ୨.୨୪, ଦାଦ୍ରା ଏବଂ ନଗରହାବେଳୀରେ ୦.୦୦, ଡାମନ ଡିଓରେ ଦିନ ୯ଟା ସୁଦ୍ଧା ୫.୮୩ ପ୍ରତିଶତ ମତଦାନ ହୋଇଛିା

Comment