ଓଡ଼ିଶାଲାଇଭ୍ ବ୍ୟୁରୋ

ସକାଳ ୭ଟାରୁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛିା ହେଲେ କେତେକ ବୁଥରେ ଇଭିଏମ ଅଚଳ ଯୋଗୁଁ ମତଦାନ ପ୍ରକ୍ରିୟା ବିଳମ୍ବ ହେଉଛିା ଖବର ମୁତାବକ,  ସମ୍ବଲପୁର ସାକ୍ଷୀଗୋପିନାଥପୁରର ୧୧୩, ୧୧୫ନଂ ବୁଥର ଇଭିଏମ ଅଚଳ ହୋଇପଡ଼ିଛିା

କେନ୍ଦୁଝର ମ୍ୟୁନିସପାଲଟିର ୧୨୧, ୨୪୨, ୨୫୫, ଆନନ୍ଦପୁର ପୁରୁଣାବାନ୍ଦଗୁଡ଼ା ୨୮୧,  ନମ୍ବର ବୁଥର ଇଭିଏମରେ ତ୍ରୁଟି ଦେଖାଯାଇଛିା

ସେହିପରି ସରଳା, ଖପରାଖାଇର ୯୦ନଂ ବୁଥର ଇଭିଏମ, ଖୋର୍ଦ୍ଧା ବେଗୁନିଆ ୩୬ ନମ୍ବର ବୁଥରେ ଇଭିଏମରେ ତ୍ରୁଟି ଦେଖାଯାଇଛିା

କରଞ୍ଜିଆ ନିର୍ବାଚନମଣ୍ଡଳରୀର ୩୬ ନମ୍ବର ବୁଥ, କୁଚିଣ୍ଡା କତରାପାଲିରେ ଇଭିଏମ ତ୍ରୁଟି ଦେଖାଯାଇଛିା

ନୟାଗଡ଼ ରଣପୁର ୧୨୮, ୧୩୦, ତାଳବସ୍ତ ୧୬୨, ବାଙ୍କି ନିର୍ବାଚନମଣ୍ଡଳୀର ୯୬, ୧୦୯,  ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ନିକୋପାର୍କ ଆଶ୍ରମ ସ୍କୁଲ ୩୨ ନମ୍ବର ବୁଥରେ ଇଭିଏମ ଅଚଳ ହୋଇପଡ଼ିଛିା

ଇମିଏମ୍ କାମ କରୁନଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ମତଦାନ ବିଳମ୍ବ ହେଉଛିା

Comment