ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡି ରାଜ୍ୟସଭା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ ଦେଇଥିବା ଯୁବକଙ୍କୁ ରବିବାର ଗିରଫ କରାଯାଇଛିା କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଗୁଜୁରାଟରୁ ଅଭିଯୁକ୍ତକୁ ଗିରିଫ କରିଛି। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବା

ଗିରଫ ଅଭିଯୁକ୍ତ ଜଣକ ଗଞ୍ଜମା ଖଳିକୋଟର କଳିଆ ବାରିକ ବୋଲି ଜଣାପଡ଼ିଛି। ସେ କଟକ ଝାଞ୍ଜିରି ମଙ୍ଗଳା ଅଞ୍ଚଳରେ ରହୁଥିଲା।

ଏପ୍ରିଲ ୩୦ରେ ୧୦ ଲକ୍ଷ ଟଙ୍କା ଦାବିକରି ଅନୁଭବଙ୍କୁ ହ୍ୱାଟସଆପ ଜରିଆରେ ହତ୍ୟା ଧମକ ଦେଇଥିଲା। ହତ୍ୟା ଧମକ ପାଇବା ପରେ ଅନୁଭବ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ ଅନୁଭବା ଅନୁଭବ ୨୦୧୯ ଲୋକସଭା ନିର୍ବାଚନରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ନିର୍ବାଚନ ଲଢ଼ିଛନ୍ତି। ମେ’ ୨୩ରେ ଏହାର ଫଳାଫଳ ଆସିବା

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment