ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ କାହାକୁ କେଉଁ ବିଭାଗର ଦାୟିତ୍ୱ ଦିଆଯାଇଛି ଆସନ୍ତୁ ତାହା ଉପରେ ଏକ ନଜର ପକାଇବା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ –  ଗୃହ, ସାଧାରଣ ପ୍ରଶାସନ

ପଦ୍ମନାଭ ବେହେରା –  ବାଣିଜ୍ୟ ଓ ପରିବହନ

ସୁଦାମ ମାରାଣ୍ଡି – ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ

ନିରଞ୍ଜନ ପୂଜାରୀ –  ଅର୍ଥ ଓ ଅବକାରୀ

ପ୍ରତାପ ଜେନା – ପଞ୍ଚାୟତରାଜ, ଆଇନ ଓ ନଗର ଉନ୍ନୟନ

ଟୁକୁନି ସାହୁ – ମହିଳା ଓ ଶିଶୁ ବିକାଶ

ସୁଶାନ୍ତ ସିଂ –  ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ବିଭାଗ

ଅରୁଣ ସାହୁ –  କୃଷି, ପଶୁ ମତ୍ସ୍ୟସମ୍ପଦ ଓ ଉଚ୍ଚଶିକ୍ଷା

ରଣେନ୍ଦ୍ର ପତାପ ସ୍ୱାଇଁ –  ଖାଦ୍ୟ ଯୋଗାଣ ଓ ସମବାୟ

ପ୍ରଫୁଲ୍ଲ ମଲ୍ଲିକ୍ –  ଖଣି, ଇସ୍ପାତ, ପୂର୍ତ୍ତ ବିଭାଗ

ନବ ଦାସ – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ

ବିକ୍ରମ ଆରୁଖ –  ସଂସଦୀୟ ବ୍ୟାପାର, ଜଙ୍ଗଲ ଓ ପରିବେଶ

 ରାଷ୍ଟ୍ରମନ୍ତ୍ରୀଙ୍କୁ କେଉଁ ବିଭାଗର ଦାୟିତ୍ୱ

ତୁଷାରକାନ୍ତି ବେହେରା – କ୍ରୀଡା, ଯୁବ ବ୍ୟାପାର ଓ ଆଇଟି

ଜ୍ୟୋତି ପ୍ରକାଶ ପାଣିଗ୍ରାହୀ –  ପର୍ଯ୍ୟଟନ, ସଂସ୍କୃତି ଓଡ଼ିଆ ଭାଷା ଓ ସାହିତ୍ୟ

ଅଶୋକ ପଣ୍ଡା – ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ଓ ଭିନ୍ନକ୍ଷମ ଶସକ୍ତି କରଣ

ଜଗନ୍ନାଥ ସାରକା –  ଏସସି ଓ ଏସଟି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ

ସମୀର ରଞ୍ଜନ ଦାଶ –  ଗଣଶିକ୍ଷା ବିଭାଗ

କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର – ଶକ୍ତି, ଶିଳ୍ପ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ

ରଘୁନନ୍ଦନ ଦାସ –  ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ବିଭାଗ

ପଦ୍ମିନୀ ଦିଆନ – ହସ୍ତତନ୍ତ ଓ ବୟନ ଶିଳ୍ପ

ପ୍ରେମାନନ୍ଦ ନାଏକ – ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା

Comment