ଓଡ଼ିଶାଲାଇଭ୍ ବିଜିନେସ୍ ବ୍ୟୁରୋ

ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଦ୍ୱ।ରା ହେବ।କୁ ଥିବା ମୁଦ୍ର।ନୀତିରେ ସଂଶୋଧନ ପ।ଇଁ ଷ୍ଚକ୍‌ ମାର୍କେଟ୍‌ରେ ପରିବର୍ତ୍ତନ ଦେଖାଦେଇଥିଲା। ଆଜି ଭ।ରତୀୟ ରିଜର୍ଭ ବ୍ୟାଙ୍କ୍‌ର ରେପୋ ରେଟ୍ ୬ରୁ ୫.୭୫ ପ୍ରତିଶତକୁ ହ୍ର।ସ ପାଇଛି, ଯାହାଦ୍ୱାରା ଷ୍ଚକ୍ ମାର୍କେଟ୍‌ରେ ବ୍ୟାପକ ପରିବର୍ତ୍ତନ ଦେଖାଦେଇଛି। ୨୦୧୯ ର ସର୍ବ।ଧିକ ଦିନିକିଆ ହ୍ର।ସ ସହିତ ସେନସେକ୍ସ ହ।ର ୫୫୩.୮୨ ଏବଂ ନିଫ୍ଟି ହ।ର ୧୭୭.୯ ହ୍ର।ସ ପାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଏହି ରେଟ୍ କଟ୍‌ର ପ୍ରଭ।ବ ମୁଖ୍ୟତଃ ଇଣ୍ଡସ୍ଇଣ୍ଡ ବ୍ୟାଙ୍କ, ୟେସ୍ ବ୍ୟାଙ୍କ, ଏସ୍‌ବିଅ।ଇ ଆଦି ବ୍ୟାଙ୍କ୍ ଉପରେ ପଡିଛି। କିନ୍ତୁ ଏହ।ର ପ୍ରଭ।ବ କୋଲ୍ ଇଣ୍ଡିଆ,ପାୱ।ର ଗ୍ରୀଡ୍ କର୍ପୋରେସନ ଏବଂ ଏଚ୍‌ୟୁଏଲ୍ ଭଳି କମ୍ପାନି ଉପରେ ସେହି ମାତ୍ରାରେ ପଡିନ।ହିଁ।

ଆଜିର ସେନସେକ୍ସ ହ।ର – ୩୯୫୨୯.୭୨ ବୃଦ୍ଧି, -୫୫୩.୮୨  ହ୍ର।ସ 

ଅଧିକ ଲାଭ କରିଥିବା କମ୍ପାନି

କୋଲ୍ ଇଣ୍ଡିଆ : ୧.୯୨ % ବୃଦ୍ଧି

ପାୱ।ର ଗ୍ରୀଡ୍ କର୍ପୋରେସନ : ୧.୨୭ % ବୃଦ୍ଧି

ଏଚ୍ ୟୁ ଏଲ୍ : ୧.୧୩ % ବୃଦ୍ଧି

ଅଧିକ କ୍ଷତି ସହିଥିବା କମ୍ପାନି

ଇଣ୍ଡସ୍ଇଣ୍ଡ ବ୍ୟାଙ୍କ : -୬.୯୭ % ହ୍ର।ସ

ୟେସ୍ ବ୍ୟ।ଙ୍କ : -୬.୧୫ % ହ୍ର।ସ

ଏସ୍ ବି ଆଇ : -୪.୩୪ % ହ୍ର।ସ

ଆଜିର ନିଫ୍ଟି ହାର   ୧୧୮୪୩.୭୫  -୧୭୭.୯  ହ୍ର।ସ

ଅଧିକ ଲାଭ କରିଥିବା କମ୍ପାନି

କୋଲ୍ ଇଣ୍ଡିଆ : ୨.୧୮ % ବୃଦ୍ଧି

ଟ।ଇଟନ୍ କମ୍ପାନି : ୧.୭୨ % ବୃଦ୍ଧି

ହିରୋ ମୋଟୋ କର୍ପୋରେ : ୧.୩୧ % ବୃଦ୍ଧି

ଅଧିକ କ୍ଷତି ସହିଥିବା କମ୍ପାନି

ଗେଲ୍ : -୧୧.୭୧ %ହ୍ର।ସ

ଇଣ୍ଡିଆବୁଲସ ଏଚ୍ ଏସ୍ ଜି : -୭.୬୨ % ହ୍ର।ସ

ଇଣ୍ଡସ୍ଇଣ୍ଡ ବ୍ୟାଙ୍କ : -୭.୦୪ % ହ୍ର।ସ

ସୂନା ମୂଲ୍ୟ – (୧୦ ଗ୍ରାମ୍ ପ୍ରତି) ୩୨,୭୮୫ – ୧୦୫  ବୃଦ୍ଧି

ରୂପା ମୂଲ୍ୟ – (୧ କିଲୋଗ୍ରାମ ପ୍ରତି) ୩୭,୦୧୩ – ୧୭୨ବୃଦ୍ଧି

Comment